Latest Odisha News

BREAKING NEWS

Yearly Archives

2023

ଏପଟେ ରାଜଧାନୀ ସିଝୁଛି; ସେପଟେ ଦୁଇ ଜିଲ୍ଲା ପାଇଁ କାଳବୈଶାଖୀ ଚେତାବନୀ

ନୂଆଦିଲ୍ଲୀ:ସକାଳୁ ସକାଳୁ ଅସ୍ତବ୍ୟସ୍ତ କରୁଛି ତାତି । ଆଜି ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ୱର ତାତି ୩୪ ଡିଗ୍ରୀ ଛୁଇଁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁସାରେ, ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୭୧ ପ୍ରତିଶତ ରହିଛି । ଆଜି ଦିନ ସାଢେ୧୧ଟା ସୁଦ୍ଧା ସମ୍ବଲପୁର ୪୧ ଡିଗ୍ରୀ…

ବିଜେପିର ମହା ଜନସମ୍ପର୍କ ଅଭିଯାନ: ଜୁନରେ ଓଡ଼ିଶା ଆସିବେ ଶାହ, ନଡ୍ଡା

ଭୁବନେଶ୍ୱର: ବିଜେପି ପକ୍ଷରୁ ଆରମ୍ଭ ହୋଇଛି ମହାଜନସମ୍ପର୍କ କାର୍ଯ୍ୟକ୍ରମ । ମୋଦି ସରକାରକୁ ୯ ବର୍ଷ ପୂରିଛି । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶ କେତେ ବଦଳିଛି ? ମୋଦି ସରକାରର ଗୌରବମୟ ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ପକ୍ଷରୁ ଆରମ୍ଭ ହୋଇଛି ଏକ ମାସ ବ୍ୟାପୀ ‘ଜନସମ୍ପର୍କ…

ଦରମା ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିଲେ ଅମଲା କର୍ମଚାରୀ

ଆର. ଉଦୟଗିରି: ଯୋଗ୍ୟତା ହାରରେ ଦରମା ଦିଅ । ଏମିତି ଦାବି ନେଇ  ଗଜପତି ଜିଲ୍ଲା ଆର.ଉଦୟଗିରି ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି  । ଗତ ଗୁରୁବାରଠାରୁ ଏମିତି କଳା ବ୍ୟାଜ ପିନ୍ଧି ଆନ୍ଦୋଳନରେ ବସିଛନ୍ତି  ଅମଲା କର୍ମଚାରୀ   । ଏମାନେ ଗୁରୁବାରଠାରୁ ଅନିର୍ଦ୍ଦିଷ୍ଟ କାଳଯାଏ …

ଜଗିଥିଲେ ତିନି ଜଣ ପୋଲିସ; ସମସ୍ତଙ୍କୁ ଚକମା ଦେଇ ଖସିଗଲା କଏଦୀ

କଟକ: ପୋଲିସକୁ ଚକମା ଦେଇ ଛୁ ମାରିଲା କଏଦୀ । ମହିଳା ବେଶ ପକାଇ ଖସିଗଲା, କେହି ଜାଣି ପାରିଲେନି ।   କଟକ ବଡ ମେଡିକାଲରେ ଦେଖିବାକୁ ମିଳିଛି ଏପରି ଘଟଣା । ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳର ସାଜନ ଦାସ । ଏକ ଡକାୟତି ମାମଲାରେ ସାଜନକୁ ନାଉଗାଁ ପୁଲିସ ଗିରଫ କରି କୋର୍ଟଚାଲାଣ…

ଆଉ ସହି ହେଉନି ନିର୍ଯାତନା, ଇଚ୍ଛାମୃତ୍ୟୁ ଅନୁମତି ଦିଅନ୍ତୁ-ରାଷ୍ଟ୍ରପତିଙ୍କୁ ଏମିତି ଭାବବିହ୍ୱଳ ଚିଠି ଲେଖିଲେ…

  ଭୁବନେଶ୍ୱର: ମୁଁ ଜଣେ ଗୃହରକ୍ଷୀ । ଏ ଦେଶର ନାଗରିକ । ମୁଁ ନିଜ ଥାନା, ଓଡ଼ିଶା ହାଇକୋର୍ଟଙ୍କଠାରୁ ନ୍ୟାୟ ପାଇଲିନି । ସୁପ୍ରିମକୋର୍ଟ ନ୍ୟାୟ ଦେଲେ ମଧ୍ୟ ନ୍ୟାୟ ମିଳିଲା ନାହିଁ । ଏବେ ମୁଁ ମୋର ପରିବାର ପୋଷିବାକୁ ଅକ୍ଷମ । ମୁଁ ଏବେ ଅସହାୟ । ମୋର ନ୍ୟାୟ ପାଳିକା, ଆଇନ ବ୍ୟବସ୍ଥା,…

ବାହାରିଲା ଓଜେଇଇ ପରୀକ୍ଷା ଫଳ; ଜାଣନ୍ତୁ, କିଏ ହେଲେ ଟପ୍ପର

ଭୁବନେଶ୍ୱର : ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । ବୈଷୟିକ ଶିକ୍ଷାମନ୍ତ୍ରୀ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚିତ କରିଛନ୍ତି । । ୫୫୯୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮୭୮୩ ଜଣ ପାଇଛନ୍ତି ରାଙ୍କ ।  ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇର୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।…

ପୋଲିସକୁ ଖୋଲା ଚାଲେଞ୍ଜ: ଥାନା ନିକଟରେ ଯୁବକଙ୍କୁ ଗଳାକାଟି ହତ୍ୟା

ପାରାଦୀପ: ପାରାଦୀପ ଆଦର୍ଶ ଥାନାଠାରୁ ମାତ୍ର ୩୦ ମିଟର ଦୂରରେ ହତ୍ୟାକାଣ୍ଡ । ପୋଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଇ ଯୁବକଙ୍କ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହେଲେ ପୋଲିସ ଏହାର ସାମାନ୍ୟ ଟେର ପାଇ ନାହିଁ । ପାରାଦୀପ ବଡପଡିଆ ମାର୍କେଟରେ ଥିବା ରେବିକା ହୋଟେଲ ପଛପଟୁ ଜଣେ…

ମଞ୍ଚ ଉପରେ ଭାଷଣ ଦେଇ ଫେରୁଥିବାବେଳେ ପଡିଗଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ: ମଞ୍ଚ ଉପରେ ଟଳି ପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାୟୁସେନା ଏକାଡେମୀର ସମାରୋହ ଅବସରରେ  ମଞ୍ଚ ଉପରେ ଭାଷଣ ଦେଉଥିଲେ ବାଇଡେନ । ହଠାତ୍ ଟଳି ପଡିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି । ଗୁରୁବାର ଦିନ କଲୋରାଡୋରେ ଆୟୋଜିତ  ବାୟୁସେନା ଏକାଡେମୀର ସମାରୋହ…

ସନେଟ : ବଧୂ

ରବି ପଣ୍ଡା  ଓଢଣୀର ଉହାଡ଼ରେ ଲୁଚିଥିବା ପାନପତ୍ରି ଲାଜଲାଜ ମୁହଁ ସିନ୍ଥି ଆଉ କପାଳରେ ଝଳୁଥିବା ଦାଉଦାଉ ସିନ୍ଦୁରର ବିନ୍ଦୁ ସରମରେ ନଉଁଥିବା ଆଖି, ବେପଥୁରେ ଥରୁଥିବା ଦେହ ଅଧରେ ମଧୁ ସାଇତି ବସିଛି ସେ ନିରୂପମା ନବାଗତା ବଧୂ। ଏରୁଣ୍ଡି ଡେଇଁଲେ ପଡେ ଅଳତାଙ୍କିତା ଦୁଇ ଲକ୍ଷ୍ମୀ ପାଦ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନିଜ ହସ ଲୁଚେଇବାକୁ ବହୁ ଚେଷ୍ଟା ସଚୋ୍ୱ, ବୀରା ଖୁବ୍ ଜୋରରେ ହସି ପକାଇଲା । ଏମାନଙ୍କ ଏ ହର୍‌କତ୍ ଦେଖି, ରୋହାନ୍‌ର ରାଗ ଆହୁରି ବଢ଼ିଯାଉଥାଏ । ଠିକ୍ ଏତିକିବେଳେ ସମୀରାର ଫୋନ୍‌କୁ ଗୋଟେ ମେସେଜ୍‌ ଆସିଲା ।…