Latest Odisha News

BREAKING NEWS

Yearly Archives

2023

ଭାଷା ଭାଗବତ : ଜୀବିତ ଲେଖକ ଦୁଃଖୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶ୍ରାଦ୍ଧୋତ୍ସବ ଓ ଜନ୍ମଦିନ ପାଳନ କରି ଘନ ଘନ ଆମ ସାହିତ୍ୟ ସଂସ୍ଥାମାନ କରଂତି ଯେତେ ଆୟୋଜନ ତହିଁରୁ ଭାଷା ପ୍ରତି ପ୍ରୀତି ବଢ଼ୁ କି ନ ବଢ଼ୁ ଏ ଜାତି ଅତି ଉତ୍ସବ-ପରାୟଣ ହୋଇ କରୁଛି ଭାଷା ମ୍ଳାନ ଅସଂଖ୍ୟ ନିରବ ସାଧକ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତଡଉ କରଣ ସେବକଙ୍କ ବିଷୟରେ ଆଲୋଚନା ଜାରି ରହିଛି। ଏହି ଅବସରରେ ଆସନ୍ତୁ ଜାଣିବା କେବଳ ଅନ୍ୟ ସେବକଙ୍କ ଦୋଷ ଗୁଣ ଦେଖନ୍ତି ନା ଅନ୍ୟ ସେବକଙ୍କ କାର୍ଯ୍ୟ ମଧ୍ଯ କାର୍ଯ୍ୟ…

ରାଜ୍ୟରେ ଖୋଲିବ ଆଉ ଏକ ଘରୋଇ ମେଡିକାଲ କଲେଜ, ଏନଏମସି ଦେଲା ଅନୁମତି

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବ। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ ବା ଏନଏମସି ଅନୁମତି ପ୍ରଦାନ କରିଛନ୍ତି। ଏହି ନୂଆ କଲେଜଟି ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡ୍ରିମ୍ସ କଲେଜ ଖୋଲିବ। ଯାହାର ନାମ ରହିବ ଡ୍ରିମସ ଇନଷ୍ଟିଚ୍ୟୁଟ ଅଫ୍…

ଯିଏ ଭାଙ୍ଗିଥିଲେ ଉଦ୍ଧବ ସରକାର ତାଙ୍କୁ ଭେଟିଲେ ଶରଦ ପାଓ୍ୱାର, ବିଦେଶ ଗସ୍ତରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଏନସିପି ସୁପ୍ରିମୋ ଶରଦ ପାୱାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ତାଙ୍କୁ ସ୍ୱାଗତ କରିବାକୁ ଏକନାଥ ସିନ୍ଦେ ନିଜେ ବାହାରକୁ ଆସିଥିଲେ। ଏହା ପରେ ଉଭୟ ନେତା ଭିତରକୁ ଗଲେ ଏବଂ ଉଭୟଙ୍କ ମଧ୍ୟରେ…

ହକି: ଫାଇନାଲରେ ପାକିସ୍ତାନକୁ ହରାଇଲା ଭାରତ, ଟାଇଟଲ ଜିତି ରଚିଲା ଇତିହାସ

ନୁଆଦିଲ୍ଲୀ: ଜୁନିୟର ହକି ଏସିଆ କପ୍‌ର ଫାଇନାଲରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଭାରତୀୟ ଦଳ ଟାଇଟଲ ଜିତିଛି। ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ମ୍ୟାଚ ଜିତି ଭାରତ ଚାରିଥର ଜୁନିୟର ହକି ଏସିଆ କପ୍ ଟାଇଟଲ ଜିତିଛି। ଆଠ ବର୍ଷ ପରେ ଆୟୋଜିତ ହୋଇଥିବା ଏହି…

ନବରଙ୍ଗପୁର ଆଇଟିଆଇରେ ଝୁଲନ୍ତା ଅବସ୍ଥାରେ ମହିଳା କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ରେ ଗୁରୁବାର ଏକ ଆତ୍ମହତ୍ୟା ଘଟଣା ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ଜୟଲକ୍ଷ୍ମୀ ହେମ୍ବ୍ରମ ନାମକ ଜଣେ ଆସିଷ୍ଟାଣ୍ଟ ଟ୍ରେନରଙ୍କୁ ଏହି ଶିକ୍ଷାନୁଷ୍ଠାନର ଲାଇବ୍ରେରୀରେ ଝୁଲନ୍ତା ଅବସ୍ଥାରେ…

ଶିମିଳିପାଳ ଜଙ୍ଗଲରୁ ଉଦ୍ଧାର ହେଲା ଯୁବକର ମର ଶରୀର, ବନ କର୍ମଚାରୀଙ୍କ ଗୁଳିରେ ପ୍ରାଣ ହାରିଥିବା ଅଭିଯୋଗ

ମୟୂରଭଞ୍ଜ: ଗୁରୁବାର ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତଦେହ ଶିମିଳିପାଳ ଜଙ୍ଗଲ ଭିତରୁ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ବାଙ୍ଗିରିପୋଷି ଥାନା ତାଳବନ୍ଧ ଫରେଷ୍ଟ ରେଞ୍ଜ ବୁରୁଡି ଗାଁର ଜଗନ୍ନାଥ ହେମ୍ବ୍ରମ ଯିଏକି ଗାଈ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିଲେ। ପରେ ଜଙ୍ଗଲ ଭିତରକୁ ଯାଇ ଆଉ…

ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ବିଶ୍ୱ ପାଣିପାଗ ସଂଗଠନର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଂଗଠନ ଟ୍ୱିଟ୍ କରି ସୂଚନା ଦେବା ସହ ସମସ୍ତ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛି ।…

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଭୁବନେଶ୍ୱର କ୍ୟାମ୍ପସରେ ଭୌଗଳିକ କର୍ମଶାଳା

ଭୁବନେଶ୍ୱର: ସେଞ୍ଚୁରିଅନ୍ ୟୁନିଭରସିଟି ଜଟଣୀ କ୍ୟାମ୍ପସ ପରିସରରେ ପ୍ୟାନ୍ ଇଣ୍ଡିଆ (ଟ୍ରିମ୍ବଲ୍) ସହଯୋଗିତାରେ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇ ଯାଇଛି । ଏହି କର୍ମଶାଳାକୁ କ୍ୟାମ୍ପସ୍ ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଢ଼ୀ ଓ ଡିନ୍ ଡକ୍ଟର ସୁଜତା ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ ।…

ପୃଥିବୀକୁ ରୋଗୀଣା କରି ସାରିଲେଣି ମଣିଷ: ରିପୋର୍ଟ

ନୂଆଦିଲ୍ଲୀ: ପୃଥିବୀ ଏବେ ହୋଇଛି ଅସୁସ୍ଥ । ଆଉ ଏଥିପାଇଁ ମଣିଷ ଦାୟୀ ବୋଲି ଆର୍ଥ କମିଶନ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆନ୍ତର୍ଜାତୀୟସ୍ତରର ପ୍ରକୃତି ଓ ସାମାଜିକ ବୈଜ୍ଞାନିକମାନଙ୍କୁ ନେଇ ଏହି କମିଶନ ଗଠିତ ହୋଇଛି । ୮ଟି ପର୍ଯ୍ୟାୟରୁ ୭ଟି ବିପଦକୁ ଆମେ ଅତିକ୍ରମ କରି ସାରିଲେଣି । ଆଗାମୀ…