Latest Odisha News

BREAKING NEWS

Yearly Archives

2023

ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ମଣିପୁର ହିଂସାର ତଦନ୍ତ କରିବ ସିବିଆଇ ସ୍ୱତନ୍ତ୍ର ଟିମ

ଇମ୍ଫାଲ: ମଣିପୁରରେ ସୃଷ୍ଟି ହୋଇଥିବା ଜାତିଗତ ଦଙ୍ଗାକୁ ରୋକିବାକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ହିଂସା ମାମାଲରେ ନ୍ୟାୟିକ ତଦନ୍ତ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଇମ୍ଫାଲ୍‌ରେ ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…

ମଦ ନିଶାରେ ବାପାକୁ ଚିହ୍ନିଲାନି ପୁଅ; ଟାଙ୍ଗିଆରେ ହାଣି ଜୀବନ ନେଇଗଲା

ପୁରୀ: ଅନ୍ଧ କରିଦେଲା ମଦ ନିଶା । ପୁଅ ଚିହ୍ନି ପାରିଲାନି ବାପାକୁ । ଭଲ ଲାଗିଲାନି ବାପାର ଅନୁଶାସନ । ଧାରୁଆ ଟାଙ୍ଗିଆରେ ହାଣି ନେଇଗଲା ବାପାର ଜୀବନ । ଏମିତି ବର୍ବର ଘଟଣା ଗତକାଲି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ।  ପିପିଲି ଥାନା ସାନକଣ୍ଟି ଗ୍ରାମରେ ପୁଅର କୁରାଢ଼ି…

ଗିରଫ ହେଲା ଖଣି ମାଫିଆ ସୁଶାନ୍ତ ବରାଡ; ଆଜି କୋର୍ଟ ଚାଲାଣ

ନୟାଗଡ:ଖଣି ମାଫିଆ ସୁଶାନ୍ତ ବରାଡ଼କୁ ଗିରଫ କରିଛି ଓଡ଼ିଶା ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ  ।  ନୟାଗଡ଼ ରଣପୁର ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।ଖଣ୍ଡଗିରି ଅଞ୍ଚଳରୁ ତାଙ୍କୁ ତାଙ୍କ ଘରୁ ବୁଧବାର ଗିରଫ କରିଛି ପୋଲିସ । ରଣପୁର ତହସିଲ କୃଷ୍ଣପୁର ଗ୍ରାମର…

ବିଳମ୍ବିତ ରାତିରେ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଗିଗଲା ନିଆଁ

ଅନୁଗୋଳ: ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ  ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଗିଲା ନିଆଁ ।  ଜଳିଗଲା ବହୁ ମୂଲ୍ୟବାନ ଯନ୍ତ୍ରାଂଶ । ଏମିତି  ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗର ଲେବର ରୁମରେ ।…

ମାମୁଘର ଯାତ୍ରା ଦେଖିବାକୁ ଆସି ସମୁଦ୍ରରେ ଭାସିଗଲେ ଦୁଇ ଛାତ୍ରୀ

ବ୍ରହ୍ମପୁର :ବେଳାଭୂମିରେ ଚାଲିଗଲା ଛାତ୍ରୀଙ୍କ ଜୀବନ । ସମୁଦ୍ରରେ ଗାଧୋଇବାକୁ ଆସି ଭାସିଗଲେ ଦୁଇ ଜଣ ଛାତ୍ରୀ । ଆଜି ସକାଳୁ ସକାଳୁ ଏମିତି ଅଘଟଣ ଘଟିଛି   ଗଞ୍ଜାମ ଆର୍ଯ୍ୟପଲ୍ଲି ଗ୍ରାମରେ । ଏମାନଙ୍କ ମଧ୍ୟରୁ  ଜଣଙ୍କର ମୃତ୍ୟୁ ଦେହ ଉଦ୍ଧାର କରାଯାଇଥିବାବେଳେ  ଅନ୍ୟଜଣେ ଏବେ ବି ନିଖୋଜ…

ପ୍ରଥମ ବ୍ୟକ୍ତି ଭାବେ ମାନହାନୀ ମାମଲାରେ ସର୍ବାଧିକ ସଜା ପାଇଲି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମାନହାନୀ ମାମଲାରେ ପ୍ରଥମ ଥର ପାଇଁ ବିଦେଶରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମୁଁ ପ୍ରଥମ ବ୍ୟକ୍ତି ଯାହାଙ୍କୁ ମାନହାନୀ ମାମଲାରେ ସର୍ବାଧିକ ଦଣ୍ଡବିଧାନ ମିଳିଛି ବୋଲି ରାହୁଲ ଗାନ୍ଧୀ ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ଉଦବୋଦନ ଦେଇ କହିଛନ୍ତି। ଆମେରିକାର…

ପୁଣିଥରେ ବିଶ୍ୱର ନମ୍ବର ୱାନ୍ ଧନୀ ହେଲେ ଏଲନ ମସ୍କ, ପଛରେ ପଡ଼ିଲେ ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟ

ନୂଆଦିଲ୍ଲୀ: ପୁଣିଥରେ ବିଶ୍ୱର ଏକ ନମ୍ବର ଧନୀ ତାଲିକାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଟେସ୍‌ଲା ସିଇଓ ଏଲନ ମସ୍କ। ବିଳାସୟମ ପ୍ରସାଧନ ସାମଗ୍ରୀ ବିକ୍ରେତା ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟଙ୍କ ଏଲ୍‌ଭିଏମ୍‌ଏଚ୍‌ କମ୍ପାନୀର ଶେୟାର ହ୍ରାସ ହେବାରୁ ମସ୍କ ଏକ ନମ୍ବରକୁ ଉଠିଛନ୍ତି। ବୁଧବାର ପ୍ୟାରିସ୍‌…

ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢାଉ

କେନ୍ଦୁଝର: ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କ ଘରେ IT ଚଢାଉ। ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘର ଉପରେ ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ  ଚଢାଉ କରାଯାଇଛି।  ଖାଲି ଘର ନୁହେଁ, ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଆୟକର ବିଭାଗର ଚଢାଉ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ,…

କଂଗ୍ରେସର ଗ୍ୟାରେଣ୍ଟି ଯୋଜନା ଦେଶକୁ ଦେବାଳିଆ କରିଦେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭୋଟ ହାତେଇବା ପାଇଁ ଏବେ ପ୍ରମୁଖ ଅସ୍ତ୍ର ସାଜିଛି ଗ୍ୟାରେଣ୍ଟି ଯୋଜନା । ଏହି ଗ୍ୟାରେଣ୍ଟି ଯୋଜନାକୁ ପ୍ରୟୋଗ କରି କଂଗ୍ରେସ କର୍ଣ୍ଣାଟକ କ୍ଷମତା ହାତେଇଥିବାବେଳେ ଏବେ ଅନ୍ୟ ଦଳ ବି ଏହାକୁ ଅନୁକରଣ କରିବା ଆରମ୍ଭ କରି ଦେଲେଣି । ଏପରକି କଂଗ୍ରେସ ରାଜସ୍ଥାନରେ ମଧ୍ୟ ଏହି…

କମିଲା ଗ୍ୟାସ୍ ସିଲିଣ୍ଡର ମୂଲ୍ୟ: କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୮୩.୫ ଟଙ୍କା ହ୍ରାସ

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଆସୁଥିବାରୁ ଏବେ ଧୀରେ ଧୀରେ ସାମଗ୍ରୀ ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଜୁନ ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି। ଏଲପିଜି ସିଲିଣ୍ଡର ଦାମ୍ କମ୍ ହୋଇଛି। ତେବେ ଏଥିରେ ପରିବାର ଉପରେ କିଛି ପ୍ରଭାବ ପଡ଼ିବ ନାହିଁ। କାରଣ ଘରୋଇ ଗ୍ୟାସ୍‌ ସିଲିଣ୍ଡର ନୁହେଁ,…