ସ୍ୱାମୀଙ୍କ ମୃତ୍ୟୁର ୧୬ ମାସ ପରେ କନ୍ୟାସନ୍ତାନ ଜନ୍ମ ଦେଲେ ମହିଳା; ପୁରା ଘଟଣା ଶୁଣିଲେ ଆଖି ଓଦା ହୋଇଯିବ
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁର ୧୬ମାସ ପରେ ଆଇବିଏଫ ସହାୟତାରେ ୨ୟ ସନ୍ତାନ ଜନ୍ମ ଦେଇଛନ୍ତି । ଜଦସିପ ସୁମଲ ନାମ୍ନୀ ଏହି ମହିଳାଙ୍କ ସ୍ୱାମୀ ଅମନଙ୍କର ବ୍ରେନ ଟ୍ୟୁମରରେ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁର ୧୬ ମାସ ପରେ ଅର୍ଥାତ ୯ ଏପ୍ରିଲର ଜସଦୀପ…