ଆଜିଠୁ ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ; ଚାଲିବ ଜରୁରୀ କାଳୀନ ମାମଲାର ଶୁଣାଣି
ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ । ଆଜିଠୁ ଅର୍ଥାତ ମେ’ ୨୨ରୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ ଓଡ଼ିଶା ହାଇକୋର୍ଟ । ତେବେ ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି କରାଯିବ । ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଜରୁରୀ କାଳୀନ ମାମଲାର ଶୁଣାଣି…