Latest Odisha News

BREAKING NEWS

Yearly Archives

2023

ଖରାଦିନେ ଜଳ ସଙ୍କଟ; ପିଇବା ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ

ଢେଙ୍କାନାଳ : ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ପାଣି ପାଇଁ ଡହଳ ବିକଳ ଲୋକେ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ ଗଡ଼ପଳାଶୁଣି-ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତାର ବଡ଼ସାହି ନିକଟରେ ପାନୀୟ ସମସ୍ୟାକୁ ନେଇ ଆଜି ରାସ୍ତାରୋକ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ ।…

ସ୍ୱଳ୍ପ ଗଳ୍ପ : କ୍ଷୁଦ୍ରକାୟ ପୃଥିବୀ ଏବଂ ଦୀର୍ଘକାୟ ସମ୍ରାଟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୮ କ୍ଷୁଦ୍ରକାୟ ପୃଥିବୀ ଏବଂ ଦୀର୍ଘକାୟ ସମ୍ରାଟ କ୍ଷମତାର ଶକ୍ତ ରାଜଦଣ୍ଡଟି ଧାରଣ କରିଥିବା କାରଣରୁ ସମ୍ରାଟ ଆମର ଚେତନାରେ ଚିରକାଳ ଦୀର୍ଘକାୟ। ଏଇ କଥାକୁ କହିବାରର ଅର୍ଥ ନିଶ୍ଚୟ ଅତିକଥନ । ଦୀର୍ଘକାୟ ସମ୍ରାଟ…

ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

କେନ୍ଦ୍ରାପଡା: ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ଏତଲା । ଏତଲା ଦେଇଛନ୍ତି ତାଙ୍କ ବୋହୂ ରୋନାଲି ବେହେରା। ଖାଲି ଶଶୀଭୂଷଣ ନୁହେଁ, ତାଙ୍କ ପତ୍ନୀ ସୁପ୍ରଭା ଏବଂ ପୁଅ ସତ୍ୟପ୍ରକାଶଙ୍କ ବିରୋଧରେ ମଧ୍ୟ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ରୋନାଲି । କେନ୍ଦ୍ରାପଡା…

ପୁସ୍ତକ ପରିଚୟ : ସରିଯାଇଥିବା ଋତୁ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଉପନ୍ୟାସ : ସରିଯାଇଥିବା ଋତୁ ଔପନ୍ୟାସିକ : ବିଜୟ ପ୍ରଧାନ, ପ୍ରକାଶକ ‐ ସାହିତ୍ୟ ଶ୍ବେତପଦ୍ମା, ଭୁବନେଶ୍ବର ପୃଷ୍ଠା ‐ ୨୦୮, ମୂଲ୍ୟ ‐ ଟ୨୩୦/- ସାହିତ୍ୟରେ ଉପନ୍ୟାସର ସ୍ଥାନ ସର୍ବଦା ସ୍ବତନ୍ତ୍ର । ଚରିତ୍ର ଓ ଘଟଣା ଗଢିବାକୁ ଏଠି ପର୍ଯ୍ୟାପ୍ତ…

ସରଳ ବ୍ୟବହାର ପାଇଁ ମୃତ୍ୟୁ ପରେ ପ୍ରାର୍ଥୀଙ୍କୁ ଜିତାଇଲେ ଭୋଟର

ବିଜନୌର: ସମସ୍ତେ କହନ୍ତି ରାଜନୀତିରେ କେବଳ ଅର୍ଥ ବଳ ବା ବାହୁବଳ ହିଁ ଜିତେ । ଏଠି ମଣିଷ ପଣିଆର ସ୍ଥାନ ନାହିଁ । ଏଠି ଦୟା, କ୍ଷମା ବା ସଚ୍ଚୋଟପଣିଆ ଜିତି ପାରେନି । ହେଲେ ନା, ମଣିଷ ପଣିଆ ସବୁବେଳେ ସବୁଠି ଜିତିଛି ଏବଂ ଜିତୁଛି ମଧ୍ୟ । ସ୍ନେହ, ଶ୍ରଦ୍ଧା ଆଉ ଦୟାଭାବ ପାଖରେ ବହୁତ ଦୁର୍ବଳ…

ରୋଷେଇ କରିବା ବେଳେ ଲିକ୍‌ କଲା ଗ୍ୟାସ, ଫାଟିଗଲା ଘର ଛାତ

ସୁବର୍ଣ୍ଣପୁର : ରୋଷେଇ କରିବା ସମୟରେ ଅଗ୍ନିକାଣ୍ଡ । ଗ୍ୟାସ ଲିକ ହୋଇ ଜଳିଗଲା ସବୁକିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାଗଡିଆ ଗାଁରେ ଅଗ୍ନିକାଣ୍ଡ ଘଟିଛି । ସୁଚନା ଅନୁଯାୟୀ, ବାଗଡିଆ ଗାଁର ରଞ୍ଜନ ବିଶିଙ୍କ ଘରେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ରୋଷେଇ ଘରେ ନିଆଁ ଲାଗି…

ପରଲୋକରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଡାକ୍ତର ସଞ୍ଜୟ ଶତପଥୀ

ଭୁବନେଶ୍ୱର:ପୂର୍ବତନ ରଣଜୀ ଟ୍ରଫି ପ୍ଲେୟାର ଡାକ୍ତର ସଞ୍ଜୟ ଶତପଥୀଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ଉପସ୍ଥିତ ଥିଲେ । ଡାକ୍ତର ଶତପଥୀ ଜଣେ ରଣଜୀ ପ୍ଲେୟାର ହେଲେ ମଧ୍ୟ ପେଷାରେ ଜଣେ ଡାକ୍ତର । ସେ…

ପରଲୋକରେ ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ

ଭୁବନେଶ୍ୱର : ଧର୍ମପଦ ପୁରସ୍କାରପ୍ରାପ୍ତ ପ୍ରବୀଣ ଡିଜାଇନର ତଥା ଚିତ୍ରକର ଲଲାଟ ମୋହନ ପଟ୍ଟନାୟକଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ଡିଜାଇନର ଓ ଚିତ୍ରଶିଳ୍ପୀ ଭାବେ ଖ୍ୟାତ ଥିଲେ । ବନାରସ, ବମ୍ବେ,…

ଆସନ୍ତାକାଲି ଭକ୍ତଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ : ଆସନ୍ତାକାଲି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥି । ମହାପ୍ରଭୁଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ୨ୟ ଭୋଗମଣ୍ଡପ ଭୋଗ ଶେଷ ପରେ ଆରମ୍ଭ ହେବ ଏହି ନୀତି । ତେଣୁ କାଲି ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ତେବେ ସନ୍ଧ୍ୟା ୬ଟାରୁ ରାତି…

ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ ଫଳାଫଳ ପ୍ରକାଶ ପାଇବ । ମଧ୍ୟାହ୍ନ ୧୨ଟାରେ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବ ସାଇଟରୁ ପାଇପାରିବେ । ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ୧୮…