Latest Odisha News

BREAKING NEWS

Yearly Archives

2023

କେଉଁ ସମୟରେ ବ୍ୟାୟାମ କରିବା ଉଚିତ୍‌ ?

ସୁସ୍ଥ ଶରୀର ପାଇଁ ପ୍ରତିଦିନ ବ୍ୟାୟାମ କରିବା ନିହାତି ଆବଶ୍ୟକ । ବିଶେଷ କରି ସକାଳ ସମୟରେ ବ୍ୟୟାମ କରିବା ଶରୀର ପାଇଁ ଅଧିକ ଫାଇଦାବନ୍ତ ହୋଇଥାଏ । ତେବେ ବ୍ୟାୟାମର ସଠିକ ସମୟ ହେଉଛି ଧ୍ୟାନ। ଆପଣ କେତେବେଳେ ବ୍ୟାୟାମ ପାଇଁ ସମୟ ବାହାର କରିପାରୁଛନ୍ତି ସେଇଟା ହିଁ ଗୁରୁତ୍ୱପୂର୍ଣ୍ଣ । ତେଣୁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରାର ଅନ୍ୟତ୍ତମ ସେବକ ଭାବରେ ଆଜି ଆଲୋଚନା କରିବା "ଆସ୍ଥାନ ପ୍ରତିହାରୀ (ପଢ଼ିଆରୀ )ଙ୍କ କଥା। ଆଗରୁ ଆମେ ଜାଣିଥିଲେ ପ୍ରତିହାରୀମାନେ ଦ୍ୱାରପାଳ ସେଵା…

୪୦ ବର୍ଷ ପରେ କର୍ଣ୍ଣାଟକରେ ରେକର୍ଡ ସଂଖ୍ୟକ ଭୋଟ୍ ହାତେଇ ଖୁସିରେ ଗଦ ଗଦ ହେଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟର ପରିମାଣ ୩୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଉଭୟ ଆସନ ଓ ଭୋଟ୍ ହାର ଦୃଷ୍ଟିରୁ ଏକ ରେକର୍ଡ। ଦଳ ୪୨.୯ ପ୍ରତିଶତ ଭୋଟ୍ ସହ ୧୩୭ଟି ଆସନରେ ବିଜୟୀ ହୋଇଛି। ଯାହାକି ୨୦୧୮ ତୁଳନାରେ ୫୭ଟି ଅଧିକ। କଂଗ୍ରେସ ଏହିପରି ଏକ ପ୍ରଦର୍ଶନ…

ଦେଶର ସମସ୍ତ ବନ୍ଦରକୁ ପଛରେ ପକାଇ ‘ସାଗର ଶ୍ରେଷ୍ଠ ସମ୍ମାନ’ ହାତେଇଲା ପାରାଦୀପ

ପାରାଦୀପ (କମର୍ଜିତ ଜେନା): ଜଗତସିଂହପୁର ଜିଲ୍ଲାରେ ଥିବା ପାରାଦୀପ ବନ୍ଦରକୁ ଭାରତର ସମସ୍ତ ପ୍ରମୁଖ ବନ୍ଦର ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି ହାର ହାସଲ କରିଥିବାରୁ ବନ୍ଦର, ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ ପାଇଁ ସମ୍ମାନଜନକ 'ସାଗର ଶ୍ରେଷ୍ଠ ସମ୍ମାନ' ପ୍ରଦାନ କରାଯାଇଛି। ବନ୍ଦର…

ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ କିଏ ହେବେ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କିଏ ହେବେ  ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ, ମୁଖ୍ୟ ଭିଜିଲାନ୍ସ କମିଶନର ଏବଂ ଲୋକପାଳ ମୁଖ୍ୟ। ଏଥିପାଇଁ ଶନିବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି.ଓ୍ୱାଇ…

କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଲେ ସଲମାନ ଖାନ୍

କୋଲକାତା: ବଲିଉଡ ସୁପରଷ୍ଟାର ସଲମାନ ଖାନ ଶନିବାର ସନ୍ଧ୍ୟାରେ କାଲିଘାଟ ବାସଭବନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଶନିବାର ସନ୍ଧ୍ୟାରେ ସଲମାନ ଖାନ କାଲିଘାଟରେ ଥିବା ତାଙ୍କ ବାସଭବନରେ ପହଞ୍ଚିଥିଲେ। ମମତା ବାନାର୍ଜୀ…

କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଆଜି କଂଗ୍ରେସ ବିଧାୟକ ଦଳର ବୈଠକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ବିଜୟୀ ହେହା ପରେ ଏବେ ଆଜି ରାଜ୍ୟରେ ଏହାର ନୂଆ ନିର୍ବାଚିତ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ବୈଠକରେ ବିଚାର ବିମର୍ଶ ପରେ ବିଧାନସଭା ଦଳର ଜଣେ ନୂଆ ନେତା ନିର୍ବାଚିତ ହେବେ। ଫଳାଫଳ ବାହାରିବା ପରେ ଶନିବାର ସାମ୍ବାଦିକ ସମ୍ମିଳନୀକୁ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବାସଭରାଜ ବୋମ୍ମାଇ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟିର ପରାଜୟ ସହିତ ଦକ୍ଷିଣ ଭାରତ ରାଜ୍ୟରେ ଏହି ଦଳ ବର୍ତ୍ତମାନ କ୍ଷମତାରୁ ହଟିଛି। ଯଦିଓ ଅନ୍ୟତମ ଦକ୍ଷିଣ ଭାରତରେ ଥିବା କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଜେପି କ୍ଷମତାରେ ରହିଛି। କିନ୍ତୁ କର୍ଣ୍ଣାଟକ ଭଳି ବଡ ରାଜ୍ୟରେ ଦଳ କ୍ଷମତାରୁ…

ଚଳିତ ଆଇପିଏଲରେ କିଏ ଯିବ ପ୍ଲେ ଅଫକୁ, ଜାଣନ୍ତୁ ୧୬ ପଏଣ୍ଟ ପାଇଁ କେମିତି ରହିଛି ଦଳ ଦଳ ମଧ୍ଯରେ ଛକାପଞ୍ଝା

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୫୯ତନ ମ୍ୟାଚ୍ ଶେଷ ହୋଇଛି। ବାକି ରହିଛି ୧୧ଟି ଲିଗ୍ ପର୍ଯ୍ୟାୟ ମ୍ୟାଚ। ଲିଗ୍ ରାଉଣ୍ଡରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୩୧ ରନ୍ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ରେସରୁ ବାହାରି ଯାଇଛି। ଯଦିଓ,…

ଡଙ୍ଗରିଆ ମହିଳାଙ୍କଠୁ ଲାଞ୍ଚ ନେବା ଘଟଣା, ଖବର ପ୍ରକାଶ ପରେ ଟଙ୍କା ଫେରାଇଲେ କର୍ତ୍ତୃପକ୍ଷ

ରାୟଗଡା: ଓପିଲିପି କର୍ମଚାରୀ ଲାଞ୍ଚ ନେଇଥିବା ଟଙ୍କା ଫେରାଇଲେ ଟିମିଙ୍କୁ। ଅତିରିକ୍ତ ଜିଲ୍ଲାପାଳଙ୍କୁ ବାବୁ ଟଙ୍କା ମିଳିଲା କି, ବୋଲି ଟିମି ପଚାରିବାର ୨୪ ଘଣ୍ଟା ନପୂରୁୁଣୁ ତାଙ୍କ ନିକଟରେ ଶନିବାର ସକାଳୁ ସକାଳୁ ଟଙ୍କା ପହଞ୍ଚିଯାଇଥିଲା।ଲାଞ୍ଚ ବାବଦକୁ ନେଇଥିବା ଟଙ୍କା ଯେଉଁ ଦୁଇ ଜଣଙ୍କ…