Latest Odisha News

BREAKING NEWS

Yearly Archives

2023

ଘରକୁ ଫେରିବାକୁ ପୋଲ ଉପରେ ଛିଡ଼ା ହୋଇଥିବା ବେଳେ ଗୁଳିମାଡ଼ରେ ଗୌରୀଙ୍କର ମୃତ୍ୟୁ

ରାୟଗଡା: ଗୁଣପୁର ସହରରେ ଗୁଳିମାଡ଼ରେ ଆଶା ନାମକ ସଂସ୍ଥାର ନିର୍ଦ୍ଦେଶକ ଗୌରୀ ମିଶ୍ର (୫୫) ହତ୍ୟାର ଶିକାର ହୋଇଛନ୍ତି। ସ୍ଥାନୀୟ ବଂଶଧାରା ନଦୀ ପୋଲ ଉପରରେ ନିଜ ସାଙ୍ଗ ସାଥୀଙ୍କ ଗହଣରେ ଉପସ୍ଥିତ ଥିଲେ ଗୌରୀ। ଘରକୁ ଫେରୁଥିବା ସମୟରେ କେହି ଜଣେ ଅଜ୍ଞାତ ଲୋକ ଗୁଳି ମାରି ତାଙ୍କୁ ହତ୍ୟା…

ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ଏବେ ପୁରୀକୁ ସମ୍ପ୍ରସାରିତ

ଭୁବନେଶ୍ୱର: ମେ' ୧୫ ଠାରୁ ପୁରୀ ପର୍ଯ୍ୟନ୍ତ ଗଡ଼ିବ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ। ଅର୍ଥାତ ଏହା ବାରିପଦା ବାଙ୍ଗିରିପୋଷି ପଟୁ ଆସୁଥିବା ଏହି ଟ୍ରେନର ଅନ୍ତିମ ଷ୍ଟପେଜ ପୁରୀ ରହିବ। ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଯାହା ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରୁ…

ମହିଳା ଲିଗ ଫୁଟବଲ: କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ, ଗୋକୂଳମ କେରଳକୁ ଭେଟିବ ଓଡିଶା

ଅହମ୍ମଦାବାଦ: ଚଳିତ ଭାରତୀୟ ମହିଳା ଲିଗ ଫୁଟବଲର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ଅନ୍ତିମ ଲିଗ ମୁକାବିଲାରେ ଓଡିଶା ଏଫସି ଓ ସେଥୁ ମଦୁରାଇ ମଧ୍ୟରେ ମୁକାବିଲା ଗୋଲ ଶୂନ୍ୟ ଭାବେ ଶେଷ ହୋଇଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ଯଶୋଦା ମୁଣ୍ଡା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ…

ପ୍ରଭସିମ୍ରନଙ୍କ ଶତକ ସତ୍ୱେ ଦିଲ୍ଲୀ ସମ୍ମୁଖରେ ୧୬୮ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ ୧୬୮ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ଏହି ମ୍ୟାଚରେ ପ୍ରଭସିମ୍ରନ ସିଂ ଆକର୍ଷଣୀୟ ଶତକ ହାସଲ କରିବା ସତ୍ୱେ ଦଳ ବଡ ଟାର୍ଗେଟ ଦେବାରେ ବିଫଳ ହୋଇଥିଲା । ପ୍ରଭସିମ୍ରନ ୬୫ ବଲରେ…

କଳିଙ୍ଗନଗରରେ ୫ଟି ଶ୍ରେଣୀଗୃହ ଦାନ କଲା ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଉପକୃତ ହେବେ ୨୦୦ ଶିକ୍ଷାର୍ଥୀ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗରରେ ୨ଟି ପ୍ରକଳ୍ପ ଭେଟି ଦେଇଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ । ବାରଗାଡ଼ିଆ ପଞ୍ଚାୟତରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ୫ଟି ଶ୍ରେଣୀଗୃହ ସହ ଏକ ଗୋଷ୍ଠୀ ପୋଖରିର ଉନ୍ନତିକରଣ କରାଯାଇଛି । ଏହାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ…

୭୨ ବର୍ଷ ବୟସରେ ସ୍ନାତକୋତ୍ତର ହାସଲ କଲେ ବୃଦ୍ଧ

ଜର୍ଜିଆ: ବୟସ କେବଳ ଏକ ସଂଖ୍ୟା, ଏହାକୁ ପ୍ରମାଣିତ କରି ଦେଖାଛନ୍ତି ଜଣେ ୭୨ ବର୍ଷ ବୟସର ବୃଦ୍ଧ । ଏହି ବୟସରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଡ଼ିଗ୍ରୀ ଗ୍ରହଣ କରିବା ସମୟରେ ଆୟୋଜିତ ଉତ୍ସବରେ ତାଙ୍କର ୯୮ ବର୍ଷ ବୟସ୍କା ମାଆ ମଧ୍ୟ ଉପସ୍ଥିତ ଥିଲେ । ସେ ହାତରେ ଡିଗ୍ରୀ ନେବା…

କିନ୍‍ସରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ ସାଇନ୍‌ସେସ୍ (କିନ୍‌ସ) ପକ୍ଷରୁ ଶୁକ୍ରବାର ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ସେବିକାଙ୍କ ମଧ୍ୟରେ ଦୟା ଓ କରୁଣା ମନୋଭାବ ସବୁଠୁ…

ଥାଇଲାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଫାଇନାଲରେ ପ୍ରମୋଦ ଭଗତ

ଭୁବନେଶ୍ୱର: ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ ଥାଇଲାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଏସଏଲ୩ ସେମିଫାଇନାଲରେ ପ୍ରମୋଦ ଜାପାନର ଡାଇସୁକେ ଫୁଝହାରାଙ୍କୁ ୨୧-୧୨, ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ପ୍ରମୋଦ…

ସମ୍ ଅଲ୍ଟିମେଟ୍‌ରେ ଆନ୍ତର୍ଜାତୀୟ ନର୍ସେସ୍ ଦିବସ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନର୍ସମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ । ସେମାନେ…

ଜେଜେବାପା ମହିଳାଙ୍କ ପରି ମେକଅପ ନିଅନ୍ତି, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଚୀନ: କୁହାଯାଏ ମଣିଷ ପରିସ୍ଥିତିର ଦାସ । ପରିସ୍ଥିତି ଅନୁଯାୟୀ ମଣିଷ ଏକ ମୋଡ଼ ନେଇଥାଏ । ପରିସ୍ଥିତି କାହାକୁ ସବୁଠାରୁ ଶକ୍ତିଶାଳୀ କରିଥାଏ ତ ଆଉ କାହାକୁ ଅସହାୟ । ଚୀନ୍‌ର ଜଣେ ବୃଦ୍ଧ ନିଜକୁ ମହିଳାଙ୍କ ପରି ଏମିତି ସଜ୍ଜେଉଛନ୍ତି, ଯାହାର କାରଣ ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହୋଇଯିବେ ।…