କର୍ଣ୍ଣାଟକ ନିର୍ବାଚନ: ବିଜେପିରୁ ବିଦ୍ରୋହ କରି କଂଗ୍ରେସରେ ଯୋଗ ଦେଇଥିବା ନେତା ଜିତିଲେ ନା ହାରିଲେ ?
ନୂଆଦିଲ୍ଲୀ: ଗତକାଲି କର୍ଣ୍ଣାଟକ ନିର୍ବାଚନ ଶେଷ ହୋଇଛି। ଏଥିରେ ବିଜେପିକୁ ପରାସ୍ତ କରି କଂଗ୍ରେସର ବିପୁଳ ବିଜୟ ହୋଇଛି। ଦଳ ୧୩୭ ଆସନରେ ବିଜୟ ହୋଇଥିବା ବେଳେ ବିଜେପି ମାତ୍ର ୬୫ରେ ସୀମିତ ରହିଯାଇଛି। ତେହେ ଏହି ନିର୍ବାନରେ ଯେଉଁ ନେତାମାନେ ଟିକେଟ୍ ନ ମିଳିବାରୁ ବିଦ୍ରୋହ କରି କଂଗ୍ରେସରେ…