Latest Odisha News

BREAKING NEWS

Yearly Archives

2023

ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଉ ଜଣଙ୍କ ମୃତ୍ୟୁ

ଯାଜପୁର: ବିଦ୍ୟୁତ୍ ଆଘାତରେ ଚାଲିଗଲା ୨ ଜଣଙ୍କ ଜୀବନ । ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଆଉ ଜଣଙ୍କ ପ୍ରାଣ । ଘର ନିକଟରେ ଥିବା ଜିଆଇ ତାରରେ ଲୁଗା ଶୁଖାଇବା ବେଳେ ପ୍ରଧାନଶିକ୍ଷୟିତ୍ରୀ ନିତୁ ମାରାଣ୍ଡି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲା । ଶିକ୍ଷୟିତ୍ରୀଙ୍କୁ…

ଇଣ୍ଡିଆ ଟୁଡେ ମାଗାଜିନରେ ଦୂତି ଚାନ୍ଦ; ପ୍ରେମିକାଙ୍କୁ ପିନ୍ଧାଇଲେ ସିନ୍ଦୂର

ନୂଆଦିଲ୍ଲୀ:ପୁଣି ଚର୍ଚ୍ଚାରେ ଦୌଡରାଣୀ ଦୂତି ଚାନ୍ଦ । ହେଲେ ଏଥର ଖେଳକୁ ନେଇ ନୁହେଁ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛି ଦୂତି।  ଇଣ୍ଡିଆ ଟୁଡେ ମାଗାଜିନ ତାର କଭର ଷ୍ଟୋରିରେ ଦୂତି ଓ ତାଙ୍କ ପ୍ରେମିକାଙ୍କୁ ସ୍ଥାନ ଦେଇଛି । ଏଥିରେ ଦୂତି ତାଙ୍କ ପ୍ରମିକା ମୋନାଲିସଙ୍କୁ…

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ; ପାସ ହାର ୯୩.୧୨ %

ନୂଆଦିଲ୍ଲୀ: ଦ୍ୱାଦଶ ପରୀକ୍ଷା ଫଳ ବାହାରିବାର କିଛି ସମୟ ପରେ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏ ନେଇ ସିବିଏସଇ ୱେବସାଇଟରେ ସୂଚନା ଦିଆ ଯାଇଛି । ପରୀକ୍ଷାର ଲିଙ୍କ ମଧ୍ୟ ସେୟାର କରାଯାଇଛି । ଛାତ୍ରଛାତ୍ରୀମାନେ  ସିବିଏସଇର ଅଫିସିଆଲ ୱେବସାଇଟ cbseresults.nic.in କିମ୍ବା…

ବିଜୁଳି ନେଲା ୪ ହାତୀଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ଦୁଇ ଦନ୍ତା

ଗୁଣପୁର : ବିଜୁଳି ନେଇଗଲା ଚାରି ହାତୀଙ୍କ ଜୀବନ। ଅଳ୍ପକେ ବର୍ତ୍ତିଲେ ଦୁଇ ଦନ୍ତା। ଟ୍ରାନ୍ସଫରମ ବିଦ୍ୟୁତ ଆଘାତରେ ହାତୀ ମୃତ । ଏଭଳି ଘଟଣା ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାଟ୍ରାଗଡା ନିକଟରେ ଘଟିଛି। ସୂଚନା ଅନୁଯାୟୀ, ଆଜି ଭୋର ସକାଳେ କାଟ୍ରାଗଡା ଅଞ୍ଚଳରେ ୬…

ଆସନ୍ତା ୧୮ରେ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ !

ଭୁବନେଶ୍ୱର: ଓଡ଼ିଶାରେ କେବେ ଗଡ଼ିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ । ଏନେଇ ଏବେ ବି ସସପେନ୍ସ ଲାଗି ରହିଥିବା ବେଳେ ତାରିଖକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ପ୍ରଥମେ ମେ ୧୫ ତାରିଖରେ ପୁରୀରୁ ହାୱଡ଼ାକୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବ ବୋଲି ସ୍ଥିର ହୋଇଥିବା ବେଳେ ପୁଣି ତାରିଖ…

ଥରେ ଓଟିଇଟି ପାସ୍ କଲେ ଜୀବନବ୍ୟାପି ବୈଧ

ଭୁବନେଶ୍ୱର: ଶିକ୍ଷକ ଆଶାୟୀଙ୍କୁ ଆଶ୍ୱସ୍ତି । ରାଜ୍ୟ ସରକାର ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (OTET) ପାସ୍ ସାର୍ଟିଫିକେଟର ବୈଧତା ବୃଦ୍ଧି କରିଛନ୍ତି । ପୂର୍ବରୁ ଓଟିଇଟି ପାସ୍ ସାର୍ଟିଫିକେଟର ବୈଧତା ୭ ବର୍ଷ ରହିଥିବା ବେଳେ ଏବେ ଜୀବନବ୍ୟାପି ବୈଧ ରହିବ । ମୁଖ୍ୟମନ୍ତ୍ରୀଙ୍କ…

ଇମ୍ରାନଙ୍କୁ ମୁକ୍ତି ନିର୍ଦ୍ଦେଶ ଦେଇଥିବା ବିଚାରପତିଙ୍କୁ ଧମକ-‘ତୁମେ ପଦ ଛାଡିଦିଅ..ତୁମ ଘର ଜଳିଯିବ’

ନୂଆଦିଲ୍ଲୀ: ଇମ୍ରାନ ଖାନଙ୍କ ଗିରଫକୁ ନେଇ ଜଳୁଥିଲା ପାକିସ୍ତାନ । ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଏହା ଥମିନି । ପାକିସ୍ତାନ ରାଜନୀତିରେ ଦେଖା ଦେଇଛି ହଟଚମଟ । ଇମ୍ରାନଙ୍କ ମୁକ୍ତି ନିର୍ଦ୍ଦେଶ ଦେବା ପରେ ସୁପ୍ରିମ କୋର୍ଟ ବିଚାରପତିଙ୍କ ଉପରେ ବର୍ଷିଛନ୍ତି ପାକ ମସ୍ତ୍ରୀ  ମାରିୟମ…

ଆଇପିଏଲ୍‌ରେ ସବୁଠାରୁ ଦ୍ରୁତ ଶତକ ହାସଲ କରି ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ

କୋଲାକାତା: ଆଇପିଏଲ୍‌ରେ ଇତିହାସ ରଚିଲେ ଭାରତୀୟ ବ୍ୟାଟର ଜଶସ୍ୱୀ ଜୟସ୍ୱାଲ୍। ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରି କଲେ ରେକର୍ଡ। ମାତ୍ର ୧୩ ବଲ୍‌ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ସେ ପ୍ରଥମ ବ୍ୟାଟର ହୋଇଛନ୍ତି। ଏହା ପୂର୍ବରୁ କେ.ଏଲ୍ ରାହୁଲ ଓ ପାଟ୍‌ କମିନ୍ସ ୧୪ ବଲ୍‌ରେ ଅର୍ଦ୍ଧଶତକ…

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବନି ପାକିସ୍ତାନ ଟିମ୍; ମନା କଲେ ପିସିବି ମୁଖ୍ୟ ନଜମ ସେଠୀ

ନୂଆଦିଲ୍ଲୀ: ପୁଣିଥରେ ପୁରୁଣା କଥା ଦୋହରାଇଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ଜନମ ସେଠୀ। ପାକିସ୍ତାନ ୨୦୨୩ ବିଶ୍ୱକପ ଖେଳିବାକୁ ଭାରତ ଯିବ ନାହିଁ ବୋଲି ନଜମ କହିଛନ୍ତି। ଯଦି ଏସିଆପ କପ୍ ଖେଳିବାକୁ ଭାରତ ପାକିସ୍ତାନ ଆସିବ ପାରିବ ନାହିଁ ତେବେ ପାକିସ୍ତାନ ମଧ୍ୟ ବିଶ୍ୱକପ୍‌ ଖେଳିବାକୁ…