Latest Odisha News

BREAKING NEWS

Yearly Archives

2023

କୋର୍ଟରୁ ମିଳୁନି ଆଶ୍ୱସ୍ତି; ମେ ୨୩ ଯାଏ ବଢିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ରିମାଣ୍ଡ ଅବଧି ବଢ଼ି ଚାଲିଛି।  ଆଜି ପୁଣି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ସିସୋଦିଆଙ୍କୁ ମେ’ ୨୩ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।…

‘ଶାସନ ବ୍ୟବସ୍ଥା’କୁ ନେଇ ଧର୍ମେନ୍ଦ୍ରଙ୍କ କଥାକୁ ଦୋହରାଇଲେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ?

ଭୁବନେଶ୍ୱର: ରାଜ୍ଯରେ ଶାସନ ଭାରକୁ ନେଇ ଧର୍ମେନ୍ଦ୍ର ଉପନିର୍ବାଚନ ପ୍ରଚାର ବେଳେ ଯେଉଁ ପ୍ରଶ୍ନ କରିଥିଲେ, ତାକୁ ଏବେ ବିଜେଡି ବିଧାୟକ ତଥା ଦଳର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଦୋହରାଇଲେ କି? ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ 'ଜାନକୀ-ବସନ୍ତ…

‘ଛତିଶଗଡ଼ ରାଜନୀତି’, ନନ୍ଦଙ୍କୁ ହରେଇ ବିଳିବିଳଉଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ରେ ନିର୍ବାଚନ ପାଖେଇ ଆସୁଥିବାରୁ ଦଳବଦଳ ଓ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହେଲାଣି। ବିଜେପିର ଟାଣୁଆ ନେତା ତଥା ପ୍ରମୁଖ ଆଦିବାସୀ ଚେହେରା ନନ୍ଦ କୁମାର ସାଏ କଂଗ୍ରେସରେ ମିଶିବା ପରେ ରାଜ୍ୟର ରାଜନୈତିକ ଚିତ୍ର ବଦଳୁଥିବା କୁହାଯାଉଛି। ଏହା ବିଜେପିକୁ…

ଟିଲୁ ତାଜପୁରିଆ ହତ୍ୟା ଘଟଣା; ୭ ପୁଲିସ କର୍ମୀ ନିଲମ୍ବିତ

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଗ୍ୟାଙ୍ଗଷ୍ଟାର ଟିଲୁ ତାଜପୁରିଆ ହତ୍ୟା ଘଟଣାରେ ୭ ପୁଲିସ କର୍ମୀ ନିଲମ୍ବିତ କରାଯାଇଛି। ନିଲମ୍ବନ ସହ ସେମାନଙ୍କୁ ତାମିଲନାଡୁକୁ ପଠାଇ ଦିଆଇଛି। ଏହି ପୁଲିସ କର୍ମୀମାନେ ତିହାର ଜେଲ୍‌ରେ ମୁତୟନ ଥିଲେ। ମେ ମାସ ୨ ତାରିଖରେ ତିହାର ଜେଲ୍‌ର କଡ଼ା ସୁରକ୍ଷା…

ରାଜସ୍ଥାନ ରାଜନୀତିରେ ହଲଚଲ, ପାଇଲଟ ଗଢିବେ ନୂଆ ଦଳ!

ଭୁବନେଶ୍ୱର: ରାଜସ୍ଥାନ ରାଜନୀତିରେ ଖୁବ ଶୀଘ୍ର ଏକ ବଡ଼ ଧରଣର ହଲଚଲ ହେବାକୁ ଯାଉଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଲଢେ଼ଇ ଖୁବ ଶୀଘ୍ର ବିସ୍ଫୋରକ ରୂପ ନେବ ବୋଲି ଆଲୋଚନା ହେଉଛି। ରାଜସ୍ଥାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ…

କଂଗ୍ରେସର ରାହୁଲ କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ଏଥର କଂଗ୍ରେସ ସମ୍ପୂର୍ଣ୍ଣ ଷ୍ଟ୍ରାଟେଜି ଅନୁଯାୟୀ ସବୁ କରୁଥିବା କୁହାଯାଉଛି। କିଛି ପ୍ରମୁଖ ରଣନୀତିକାରଙ୍କୁ ନେଇ ଦଳ ପ୍ରଚାରଠୁ ଆରମ୍ଭ କରି ପ୍ରତ୍ୟେକ ମନ୍ତବ୍ୟ ଯୋଜନାବଦ୍ଧ ଢଙ୍ଗରେ ଦେଉଥିବା ଆଲୋଚନା ହେଉଛି। ଏସବୁ ଷ୍ଟ୍ରାଟେଜି ମଧ୍ୟରେ ରାହୁଲ…

ଶ୍ରୀମନ୍ଦିର ସଂସ୍କାରକୁ ନେଇ ମାମଲାର ଅନ୍ତ ଘଟାଇଲେ ସୁପ୍ରିମକୋର୍ଟ

ପୁରୀ: ୫ ବର୍ଷ ଧରି ଚାଲିଥିବା ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାକୁ ସୋମବାର ସୁପ୍ରିମକୋର୍ଟ ୨୬ଟି କାର୍ଯ୍ୟ ଦିବସରେ ବନ୍ଦ କରିଦେଇଛନ୍ତି। ଶ୍ରୀମନ୍ଦିର କମିଟି ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ବିଚାରକୁ ନେଇ ଦ୍ୱାଦଶ ଶତାବ୍ଦୀର ଶ୍ରୀମନ୍ଦିର ପରିଚାଳନାକୁ ଉନ୍ନତ…

କର୍ଣ୍ଣାଟକରେ ସରିଲା ପ୍ରଚାର, ଡବଲ ଇଞ୍ଜିନକୁ ବନ୍ଦ କରିଦେବନି ତ ଦୁର୍ନୀତି କାର୍ଡ?

ଭୁବନେଶ୍ୱର: କର୍ଣ୍ଣାଟକରେ ପ୍ରଚାର ଶେଷ ହେବା ସହ ଆରମ୍ଭ ହୋଇଛି ଅନେକ କଳ୍ପନାଜଳ୍ପନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହାଇଭୋଲ୍ଟେଜ ପ୍ରଚାରରେ ଦୀର୍ଘ ଦିନ ଧରି କର୍ଣ୍ଣାଟକ ମୈଦାନ କମ୍ପୁଥିଲା। ଏପରିକି କଂଗ୍ରେସ ଓ ବିଜେପିର ଅନେକ ନେତା ଜୋରଦାର…

ଆନ୍ତର୍ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶା ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର: ବେଙ୍ଗାଲୁରୁରେ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ଏହି ଚାମ୍ପିୟନଶିପରେ ଭାରତ ଦଳରେ ସ୍ଥାନ ପାଇଥିବା ଓଡିଶା ପାରା ଆଥଲେଟଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରଛି । ଓଡିଶାର ୪ଜଣ ଆଥଲେଟ ଏଥିରେ ଅଂଶଗ୍ରହଣ କରି ଦେଶ ପାଇଁ ୮…

୨୦୨୭ ସୁଦ୍ଧା ଡିଜେଲ୍ କାର୍ ବ୍ୟାନ୍ କରିବାକୁ ସରକାରୀ କମିଟିର ସୁପାରିଶ୍

ନୂଆଦିଲ୍ଲୀ: ଦେଶରେ ପ୍ରଦୂଷଣ ହ୍ରାସ କରିବାକୁ ହେଲେ ଭାରତରେ ଡିଜେଲ୍ ଚାଳିତ କାର୍ ବ୍ୟାନ୍ କରିବାକୁ ହେବ। ୨୦୨୭ ସୁଦ୍ଧା ଦେଶରେ ଡିଜେଲ୍ କାର୍ ବ୍ୟାନ୍ କରି ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ କିମ୍ବା ଗ୍ୟାସ୍ ଚାଳିତ କାର୍ ବ୍ୟବହାର କରିବା ଦରକାର। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ…