Latest Odisha News

BREAKING NEWS

Yearly Archives

2023

ସତ୍ୟ, ଶିବ ଓ ସୁନ୍ଦରର ସଙ୍ଗମ : ତ୍ରିଲୋଚନ କାନୁନଗୋ

ଏକାଦଶାହ ଉପଲକ୍ଷେ ସ୍ମୃତି ପଟ୍ଟନାୟକଙ୍କ ଆଲେଖ୍ୟ ସତ୍ୟ ଶିବ ଓ ସୁନ୍ଦରର ସଙ୍ଗମ ଘଟିଥିଲା ବହୁମୁଖୀ ପ୍ରତିଭାରେ ପରିପୂର୍ଣ୍ଣ ମହାନ୍ ଜନନାୟକ ତ୍ରିଲୋଚନ କାନୁନଗୋଙ୍କ କ୍ଷେତ୍ରରେ । ସତ୍ୟ ଓ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସେ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାଲ୍ୟ ଜୀବନ ରୁ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧)

ମୂଳ ଇଂରାଜୀ : ଅନନ୍ତିନୀ 'ଝୁମ୍ପା' ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନ୍ୟୁୟର୍କର ମୁଖ୍ୟସ୍ଥାନ ମନହଟ୍ଟନରେ ଏକଦମ୍ ସାଧାରଣ ଦିନଟିଏ । ଏଗାର ଆଭେନ୍ୟୁ, ବୟାଳିଶ ଷ୍ଟ୍ରୀଟ୍ ରେ ଥିବା ଘରମାନଙ୍କରେ ନିସ୍ତବ୍‌ଧତା ରାଜୁତି କରୁଥିଲା ସତ କିନ୍ତୁ କାମଦାମ ଚାଲିଥିବାର ହାଲ୍‌କା କୋଳାହଳ ବି…

କବିତା : ତୁମେ ଏମିତି

ସୁମିତା ବେହେରା ବାପି  ଦେଖିକି କାହାକୁ ସପନେ ହସୁଛ ପଚାରିଲି ଯେବେ କୁହ ନା ତୁମେ କୁହ ‘ଥରେ ପଚାର ମନକୁ ତୁମକୁ କି ଏହା ଅଜଣା’ ? ନାଲି ଶାଢ଼ୀ ପିନ୍ଧି ପଚାରେ ତୁମକୁ କେମିତି ଦିଶୁଛି କୁହ ନା ସତୃଷ୍ଣ ନୟନେ ଚାହିଁ ରୁହ ଖାଲି କିଛି ବି ଉତ୍ତର ପାଏନା । ପଚାରେ ତୁମକୁ ଭଲପାଅ…

ଭାଷା ଭାଗବତ : ଆମର ବଦଭ୍ୟାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହାର ଚିତ୍ତ ବିଚଳିତ ହୋଇପାରେନି କର୍ମରତ କେବଳ ବଚନ ବିଳାସ କରି ସେ ହୋଇଯାଏ ଶେଷ ଲୋକହସାକୁ ଡରି, ଡରି ଯଦି ନ ପାରୁଁ କିଛି କରି ନିଜେ କରିବା ଅନୁତାପ ନ ଥିବେ ଅଜା, ମାଆଁ, ବାପ ସ୍ବେଚ୍ଛାରେ ମୁଂଡାଇ ଦାୟିତ୍ବ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପରମ୍ପରା ଯେତିକି ବ୍ୟାପକ ସେତିକି ରୋମାଞ୍ଚକ ମଧ୍ୟ। ଏହି ସେବା ଓ ସେବକ ଗୋଷ୍ଠୀମାନଙ୍କ ମଧ୍ୟରେ ଥିବା ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ଯୋଗୁ କିଛି ସେବା…

ମୋଦୀଙ୍କ ସୁରକ୍ଷାରେ ତ୍ରୁଟି: ଗାଡି ଉପରକୁ ମୋବାଇଲ ଫିଙ୍ଗିଲେ ମହିଳା, ଜାଣନ୍ତୁ ପୂରା ଘଟଣା

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ଏକ ବଡ଼ ତ୍ରୁଟି। କର୍ଣ୍ଣାଟକର ମହୀଶୂରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମୋବାଇଲଫୋନ୍ ଫିଙ୍ଗିବା ମାମଲା ସାମ୍ନାକୁ ଆସିଛି। ନିର୍ବାଚନ ପ୍ରଚାର କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମହୀଶୂରରେ ରୋଡ୍ ଶୋ କରୁଥିଲେ। ସୋସିଆଲ…

ଶ୍ରମମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ନେତ୍ରୀଙ୍କୁ କଲ୍ୟାଣ ବୋର୍ଡରେ ନିଯୁକ୍ତି ଦିଆଗଲା: ବିଜେପି

ଭୁବନେଶ୍ୱର: ବିଜେଡି ନେତ୍ରୀ ସଞ୍ଜୁକ୍ତା ମହଲଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଯିଏକି ନିକଟରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କୁ ଏବେ ବିଭିନ୍ନ ପଦରେ ଥାଇଥାନ…

ପ୍ରଧାନମନ୍ତ୍ରୀ କହିଲେ ଇସ୍ତଫା ଦେବାକୁ ରାଜି: ବ୍ରିଜଭୂଷଣ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ସପ୍ତାହେ ଧରି ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧା ଧାରଣାରେ ବସିଛନ୍ତି। ବିରୋଧୀ ବିଜେପି ସାଂସଦଙ୍କ ଇସ୍ତଫା ଦାବି କରିବା ସହ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ତେବେ…

ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା

ନୂଆଦିଲ୍ଲୀ: ସ୍ପେନର ଏକ ବିମାନବନ୍ଦର ନିକଟରେ ଦୁଇଟି ଅଲଟ୍ରାଲାଇଟ୍ ବିମାନ ଧକ୍କା ହେବାରୁ ଚାରି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତର-ପୂର୍ବ ସ୍ପେନରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ବିମାନବନ୍ଦରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ବାର୍ସିଲୋନାର ଉତ୍ତରରେ ଥିବା ମୋୟା…

ଗଡଚିରୋଲିରେ ନକ୍ସଲ-ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ, ୩ ନକ୍ସଲଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଜଙ୍ଗଲରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଗୁଳିବିନିମୟ ହୋଇଛି। ସୁରକ୍ଷାବାହିନୀର ଏନକାଉଣ୍ଟରରେ ୩ ନକ୍ସଲଙ୍କ ମୃତ୍ୟୁ ଘଟିଛି। ହତ୍ୟାର ଶିକାର ନକ୍ସଲମାନଙ୍କ ଉପରେ ୩୬ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଭାମରାଗର ତାଲୁକାରେ ସି୬୦…