Latest Odisha News

BREAKING NEWS

Yearly Archives

2023

ଧାନ ଜଗିଥିବାବେଳେ ଯୁବକଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ : ମାତିଛନ୍ତି ହାତୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ଚାଲିଗଲା ଜଣକ ଜୀବନ । ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟ ହୋଇଛି । ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା। ଗତକାଲି ସେ ଗାଁ ନିକଟ ଜମିରେ…

ଜୀବନର ଦୁଃଖ ଓ ଯନ୍ତ୍ରଣା ମତେ କବିତା ମନସ୍କ କରିଛି : ବୀରେନ୍ଦ୍ର ନାୟକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ବୀରେନ୍ଦ୍ର ନାୟକଙ୍କ ସହ ‘ସ୍ୱଳ୍ପ ଆଳାପ’…

ଗଳ୍ପ : ମେକପ୍

ତନ୍ମୟୀ ପଣ୍ଡା ୟୁନିସେକ୍ସ ପାର୍ଲରର ଯାହା ବିଶେଷତ୍ବ , ସେଥିରେ ଥାଏ ଅଭିଜ୍ଞତା ପ୍ରଚୁର । ଅଭିଜ୍ଞ ଓ ପ୍ରଶିକ୍ଷିତ ହାତ । ପୁଣି ଏସବୁ ଗୋଟେଗୋଟେ ଟ୍ରେନିଂ ସେଣ୍ଟର ମଧ୍ୟ । ଆଉ ସହରର ସବୁତକ ଭିଡ଼ ସେଇଠି ଯେମିତି । ଖର୍ଚ୍ଚ ମଧ୍ୟ ସେମିତି । ନୟନିକା କହିବ - " ସ୍ତ୍ରୀ ଲୋକର ସବୁ…

ସମ୍ବଲପୁରବାସୀଙ୍କୁ ମିଳିଲା ଆଶ୍ୱସ୍ତି, ହଟିଲା କର୍ଫ୍ୟୁ

ସମ୍ବଲପୁର : କଟକଣାରୁ ମୁକ୍ତ ହେଲେ ସମ୍ବଲପୁରବାସୀ । ୧୪ ଦିନ ପରେ ଉଠିଲା କର୍ଫ୍ୟୁ । ଆଉ ୨ଟି ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ । ପୂର୍ବରୁ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ବେଳେ ଆଜି ଧନୁପାଲି ଓ ଟାଉନ୍‌ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇଛନ୍ତି ଉପଜିଲ୍ଲାପାଳ । ହନୁମାନ ଜୟନ୍ତୀ…

ଶିଶୁ କବିତା : ସ୍କୁଲ ହେଲା ଛୁଟି

ତରୁଣ କୁମାର ମିଶ୍ର  ସ୍କୁଲ ହେଲା ଛୁଟି , ଆସରେ ପିଲେ ଖେଳିବା ଆମେ , ଘର ପାଖରେ ବସି । ଖରାକୁ ଜମା ଯିବା ତ ନାହିଁ , ବହୁଛି ଝାଞ୍ଜି ତାତି' ଗୋଡ଼ରେ ଜୋତା ମୁଣ୍ଡରେ ଛତା , ପାଣି ବୋତଲ ସାଥୀ । ସ୍କୁଲ ହେଲା ଛୁଟି । ପଶୁ ପକ୍ଷୀଏ ପାଣି ନପାନ୍ତି ଶୋଷରେ ସୁଖେ ତଣ୍ଟି , ଘର…

କବିତା : ଅମୃତ ବିଷ

ଗଦାଧର ସାହୁ ଅମୃତ ଜୀବନେ ବିଷ ଭରିଅଛ ପାନ କର ନିତିଦିନ, ବିଷୟା ଭାବର ସର୍ପର ଦଂଶନେ ଏ ଜୀବନ ଶିରିହିନ । ଆମେ ଭାବୁ ଥାଉ ଆମକୁ ବିବେକି ଅବିବେକି କାର୍ଯ୍ୟକରି, ନିଜ ସ୍ବାର୍ଥ ପାଇଁ ଆନର ଗଳାରେ ଭୁସି ଦେଉଥାଉ ଛୁରି । କେବେ ସୁଧୁରିବ କିଏ ସେ କହିବ ନିଜେ ନିଜକୁ…

ଭାଷା ଭାଗବତ : ଧର୍ମହାନି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କେହି ନୁହଂତି କାହା ଭଳି ତେବେ ବି ସ୍ବଧର୍ମ ସଂଭାଳି ସଂସାରେ ଯାଉଥାଂତି ଚଳି ନ କରି କାହା ସଂଗେ କଳି କରିବା ନିଜ ମତେ କର୍ମ ଅଟଇ ସର୍ବୋତ୍ତମ ଧର୍ମ ଏ ନୁହେ ଆଲୋଚ୍ୟ ବିଷୟ ଯାହା କେବଳ ଶବ୍ଦମୟ ଯାହା ବି ଅଛି ଯେତେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ପରମ୍ପରା ବିଷୟରେ ଆଲୋଚନା ପ୍ରସଙ୍ଗ ମାଧ୍ୟମରେ ଆମେ ଜାଣୁଥିଲେ ସୁପକାର ସେବକ ଗୋଷ୍ଠୀର କିଛି ନିଆରା ସେବକଙ୍କ ବିଷୟରେ। ଅର୍ଥାତ ରୋଷ କାର୍ଯ୍ୟରେ ବିଶେଷ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମୁଗ ଡାଲି

ସମସ୍ତ ପ୍ରକାର ଡାଲି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ ହୋଇଥାଏ । ଡାଲି ମଧ୍ୟରେ ମୁଗ ଡାଲି ସର୍ବୋତ୍ତମ। ଡାଲିରେ ଯେତେ ପୁଷ୍ଟିକର ଉପାଦାନ ଅଛି ତାହା କ୍ଷୀରରେ ମଧ୍ୟ ନଥାଏ । ତେଣୁ ଡାକ୍ତରମାନେ ଡା଼ଲି ଖାଇବାକୁ ପରାମର୍ଶ ଦେଇଥାଆନ୍ତି । ଡାଲିକୁ ପ୍ରୋଟିନର ଭଣ୍ଡାର ବୋଲି କହନ୍ତି । ଏଥିରେ…

ଗୁଲାମଙ୍କ ବହିରେ ଲୁଲୁ କଥା, ଭାବବିହ୍ୱଳ ହେଲେ ଝିଅ ଉପାସନା ମହାପାତ୍ର

ଭୁବନେଶ୍ୱର: ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ବହିରେ ସ୍ୱର୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ସ୍ମୃତି ଚାରଣ ହୋଇଛି। କିଭଳି ଲୁଲୁ ଗୁଲାମଙ୍କୁ ମହାବାତ୍ୟା ସମୟରେ ସ୍ବାଗତ କରିଥିଲେ ଏବଂ କିଭଳି ତାଙ୍କର ନେତୃତ୍ୱ ଥିଲା ଆଦି 'ଆଜାଦ୍' ବହିରେ ସ୍ମୃତି ଚାରଣ ହୋଇଛି। ଲୁଲୁଙ୍କ ଝିଅ…