Latest Odisha News

BREAKING NEWS

Yearly Archives

2023

ଆଜିଠୁ ସଂସଦର ଶୀତକାଳୀନ ଅଧିବେସନ, ୨୧ଟି ପ୍ରସଙ୍ଗରେ ହେବ ଆଲୋଚନା

ଭୁବନେଶ୍ଵର: ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ । ୧୭ତମ ଲୋକସଭାର ଚତୁର୍ଦ୍ଦଶ ଅଧିବେଶନ ଭାବେ ଏହି ଅଧିବେଶନ ଆଜି ଠାରୁ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୯ ଦିନ ଧରି ଚାଲିବ। ଅଧିବେଶନରେ ୨୧ଟି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରୁ ୧୯ଟି ବିଧେୟକ ଓ…

ବଳ ଗୋଟାଉଛି ବାତ୍ୟା ’ମିଗଜୋମ’, ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ଵର: ସମୁଦ୍ର ଭିତରେ ବଳ ଗୋଟାଉଛି ବାତ୍ୟା ମିଗଜୋମ । ଏହା ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇପାରେ । ଏବେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ସାମୁଦ୍ରିକ ଝଡ଼ । ଆଜି ମଧ୍ୟାହ୍ନରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର…

କାହା ହାତରେ ରହିବ ମିଜୋରାମର ଶାସନ ଭାର, ଆରମ୍ଭ ହେଲା ଭୋଟ୍ ଗଣତି

ମିଜୋରାମ: କିଏ ମାରିବ ବାଜି । କାହା ହାତରେ ରହିବ ମିଜୋରାମର ଶାସନ ଭାର । ଆଜି ଆସିବ ମିଜୋରାମର ନିର୍ବାଚନ ଫଳାଫଳ । ଆରମ୍ଭ ହେଲା ମିଜୋରାମର ବିଧାନସଭା ନିର୍ବାଚନ ଭୋଟ୍ ଗଣତି । ପ୍ରଥମେ ହେଉଛି ପୋଷ୍ଟାଲ୍ ବାଲାଟ୍ ଭୋଟ୍ ଗଣତି । ୮.୩୦ ରୁ ହେବ ଇଭିଏମ୍ ଗଣନା । ଗତ ୭ ନଭେମ୍ବରରେ ମିଜୋରାମର…

କବିତା : ଉଠ ଅର୍ଜୁନ

ପ୍ରସେନଜିତ ସେଠୀ ସୁସଜ୍ଜିତ ରଣକ୍ଷେତ୍ରେ, ଯୋଉଟି ନ୍ୟାୟ ହେବାର ଅଛି, ସତ୍ୟ ଓ ଧର୍ମର, ଯୋଉଟି ନାଶ ହେବାର ଅଛି, ଅନ୍ୟାୟ, ଅସତ୍ୟର, ସେଠି ଅର୍ଜୁନ ସାଜିଲେ କି ହେବ!! ଶୁଭେ ଘନଘନ ଶତ୍ରୁର ଗର୍ଜନ, ଯୋଉଟି ପ୍ରତିଶୋଧ ନେବାର ଅଛି, ହତ୍ୟାର, ଆପଣା ଜନର, ଯୋଉଟି ଗଢିବାର…

ଭାଷା ଭାଗବତ : ସର୍ବମୂଳ ସତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସତ୍ୟବାଦୀ ସଦା ଏକାକୀ ଥାଇ ହୁଏ ସର୍ବଦା ସୁଖୀ ମନୋଭାବ ସେ ରଖେ ଲେଖି ହୋଇଥାଏ କାଳର ସାକ୍ଷୀ ଲୋକସଂଗ କରେନି ଯେଣୁ ବଜାଏ ସେ ସତ୍ୟର ବେଣୁ ତହୁଁ ପାଏ ଅସରା ସୁଖ ଦେଖିପାରେ ସତ୍ୟର ମୁଖ ସତ୍ୟାନୁଭବ ହେବା ପରେ କାହାକୁ କେବେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିତ୍ୟା ନିତ୍ୟ ପୁରୁଷ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ନିତ୍ୟା ନିତ୍ୟ ପୁରୁଷ ଶ୍ରୀଜଗନ୍ନାଥ, ଏକଥା କହିବାର ଅଭିପ୍ରାୟ ଏହିକି ଯେ ସଚରାଚର ବିଶ୍ୱ ନିତ୍ୟ ପୁରୁଷଙ୍କ ସ୍ଥୁଳ ରୂପ (ସୃଷ୍ଟି ସ୍ୱରୂପ )ଏବଂ ଏହାର ସୃଷ୍ଟିକର୍ତ୍ତା (ସୃଷ୍ଟି ସଂରଚନାର କାରଣ…

ଏମିତି ପ୍ରାଣୀ, ଯିଏ ୩୦ ଫୁଟ ଯାଏଁ ଡେଇଁପାରେ

ଦୁନିଆରେ ଭିନ୍ନ ଭିନ୍ନ ପ୍ରାଣୀ ଅଛନ୍ତି । ସେଥିମଧ୍ୟରୁ ସିଫାକାସ୍ ଅନ୍ୟତମ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ପ୍ରାଣୀ । ଏହି ପ୍ରାଣୀ ଗଛ ମଧ୍ୟରେ ୩୦ ଫୁଟ ପର୍ଯ୍ୟନ୍ତ ଡେଇଁପାରେ । ଏହାର ଚାଲିବାର ଶୈଳୀ ମଧ୍ୟ ଅଦ୍ଭୁତ । ସିଫାକାସ ଶରୀରର ଗୋଟିଏ ପାର୍ଶ୍ୱକୁ ଡେଇଁ ଡ଼େଇଁ ଯାଇଥାଏ । ଏହି କାରଣରୁ…

ଅଜବ ଟ୍ରେଣ୍ଡ୍‌: ଭୋଜିରେ ରୁଟି କରି ଖାଇଲେ ଅତିଥି

ସମୟ ବଦଳିବା ସହିତ ବିଭିନ୍ନ ଭୋଜିର ଟ୍ରେଣ୍ଡ୍ ମଧ୍ୟ ବଦଳିବାରେ ଲାଗିଛି । ନିକଟରେ ସେମିତି ଏକ ଭୋଜିର ଭିଡ଼ିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭୋଜିରେ ଅତିଥିମାନେ ରୁଟି ନିଜେ ତିଆରି କରି ଖାଉଛନ୍ତି । ଦିନ ଥିଲା ଯେତେବେଳେ ବିବାହ ହେଉ ବା ଅନ୍ୟ…

ଏରୋପ୍ଲେନ୍ ବ୍ୟାଗ୍‌, ଦାମ ଜାଣିଲେ ଉଡ଼ିଯିବ ହୋସ୍

ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଜିନିଷ ଦେଖିବାକୁ ମିଳିଥାଏ । ଏବେ ସେମିତି ଏକ ବ୍ୟାଗ ଲଞ୍ଚ କରାଯାଇଛି, ଯାହାର ଦାମ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ସେହି ମୂଲ୍ୟରେ ଭାରତର ଜଣେ ସାଧାରଣ ବ୍ୟକ୍ତି ଗୋଟିଏ ଫ୍ଲାଟ୍ କିଣି ଦେଇପାରିବ ।ଏହି ବ୍ୟାଗର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ହ୍ୱିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ କଲେ ମହିଳା

ମୁମ୍ବାଇ: ଅଧିକାଂଶ ଲୋକଙ୍କ ବିଭିନ୍ନ ଦେଶ ଭ୍ରମଣ କରିବା ସଉକ ଥାଏ । ହେଲେ ପଞ୍ଜାବର ଏମିତି ଜଣେ ମହିଳା ଅଛନ୍ତି, ଯିଏ ନିଜ ସଉକ ପୂରଣ କରିବା ପାଇଁ ହ୍ୱିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ କରିଛନ୍ତି । ମୁମ୍ବାଇରେ ରହୁଥିବା ୫୨ ବର୍ଷୀୟା ପର୍ବିନ୍ଦର ଚାୱଲା ଛୋଟବେଳୁ ସମସ୍ତ ସ୍ପୋର୍ଟସରେ…