Latest Odisha News

BREAKING NEWS

Yearly Archives

2023

୮ ରାଜ୍ୟରେ ମାଡୁଛି କରୋନା, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର

ନୂଆଦିଲ୍ଲୀ: ନିକଟରେ ସମଗ୍ର ଭାରତରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ-୧୯ ସ୍ଥିତିର ଆକଳନ ଲାଗି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ଅଧ୍ୟକ୍ଷତା କରିଥିଲେ ଯେଉଁଠାରେ ବଢୁଥିବା କୋଭିଡ-୧୯କୁ ପ୍ରତିହତ ଲାଗି…

ନବୀନ ଜିନ୍ଦଲ ନେତୃତ୍ଵାଧୀନ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଦ୍ବାରା ଗୌହାଟି ମିଲିଟାରୀ ଷ୍ଟେସନରେ ମନୁମେଣ୍ଟାଲ ପତାକା…

ଗୌହାଟି: ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ବିହୁ ଅବସରରେ ଗୌହାଟିର ନାରଙ୍ଗି ମିଲିଟାରୀ ଷ୍ଟେସନରେ ଆଉ ଏକ ସ୍ମାରକୀ ପତାକା ଉତ୍ସର୍ଗ କରିଛି । ଶିଳ୍ପପତି…

ବ୍ରିଜ୍ ଉପରେ କଲୋନୀ: ଶତାଧିକ ଲୋକ କରୁଛନ୍ତି ବସବାସ

ଚୀନ: ବ୍ରିଜ୍ ଉପରେ ଛୋଟ ଦୋକାନ କିମ୍ବା କିଏ ପଲିଥିନ ଟାଣି ରହୁଥିବା ଦେଖିଥିବେ, କିନ୍ତୁ ବ୍ରିଜ ଉପରେ ପୂରା କଲୋନୀର ଲୋକେ ରହୁଥିବା ଦେଖିଛନ୍ତି କି? କିନ୍ତୁ ଚୀନ୍‌ରେ ଏକ ବ୍ରିଜ ଉପରେ ଏକ କଲୋନୀ ରହିଛି, ଯେଉଁଠି ଲୋକେ ଘର କରି ରହୁଛନ୍ତି । ଆଜିକାଲି ଏହି କଲୋନୀ ବେଶ୍ ଚର୍ଚ୍ଚାରେ ।…

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ବରିଷ୍ଠ କିରାଣି । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବରିଷ୍ଠ କିରାଣି ରଘୁନାଥ ବିଷୋୟୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ପାୱାର ଆଟର୍ଣ୍ଣିଂ ଲାଗି ବରିଷ୍ଠ କିରାଣି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ…

ବିବାହକୁ ନେଇ ପାପାରାଜିଙ୍କ ପ୍ରଶ୍ନରେ ପରିଣୀତିଙ୍କ ପ୍ରତିକ୍ରିୟା ହେଲା ଭାଇରାଲ

ମୁମ୍ବାଇ: ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢାଙ୍କ ସହ ସମ୍ପର୍କ ନେଇ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ଗତ କିଛି ଦିନ ମଧ୍ୟରେ ଦୁହେଁ ଏକାଠି ଅନେକ ଥର ନଜର ଆସିଛନ୍ତି, ଯାହା ପରେ ଉଭୟଙ୍କ ବିବାହ ଗୁଜବ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନିକଟରେ…

ଚିକେନ୍ ଡ଼୍ୟାନ୍ସ କଲେ ଯୁବକ, ଲୋକେ ହସି ହସି ବେଦମ

ଯଦି କୌଣସି ଉତ୍ସବରେ ନାଚଗୀତ ନ ଥାଏ,ତେବେ ସେହି କାର୍ଯ୍ୟକ୍ରମ ଫିକା ଫିକା ଲାଗେ । ବିଶେଷକରି କିଛି ଲୋକ ଏମିତି ନୃତ୍ୟ ପ୍ରଦର୍ଶନ କରନ୍ତି ଯାହାଦ୍ୱାରା ସେମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିନ୍ନ ପ୍ରକାରର ଚିକେନ୍ ଡ଼୍ୟାନ୍ସର ଭିଡିଓ ଭାଇରାଲ…

ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍‌ ସେଣ୍ଟର’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ୍‌ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍‌ଘାଟନ କରିଛନ୍ତି । ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି । ଜୟପୁର ଫୁଟ୍‌ର କୃତ୍ରିମ…

‘ପଠାନ’ ଫିଲ୍ମ ପାଇଁ ଶାହରୁଖ ଖାନ ନେଇ ନ ଥିଲେ ଫି : କଲେ ୨୦୦ କୋଟି ଟଙ୍କା ରୋଜଗାର

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ଼ କରିଥିଲା । ଘରୋଇ ଟିକେଟ୍ ୱିଣ୍ଡୋରେ ଏହି ଫିଲ୍ମ ୫୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏଥି ସହିତ ସର୍ବଭାରତୀୟ ସ୍ତରରେ ଏହି ଫିଲ୍ମ ମୋଟ ୧୦୫୦.୩ କୋଟି ରୋଜଗାର କରିଥିଲା । ବିଶେଷ କଥା ହେଉଛି ଶାହାରୁଖ…

୪୩ ଡିଗ୍ରୀ ଉପରେ ରାଜ୍ୟର ୧୧ ସହର, ବାରିପଦା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଅସହ୍ୟ ତାତି, ଅସମ୍ଭାଳ ଖରା । ତାତିରେ ଆଉଟୁ ପାଉଟୁ ସାରା ଓଡ଼ିଶା । ଉପକୂଳରୁ ପଶ୍ଚିମ ଓ ଦକ୍ଷିଣ ସବୁଠି ରୌଦ୍ର ତାପ । ଆଜି ରାଜ୍ୟର ୩୦ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ୧୧ ସହରରେ ପାରଦ ୪୩ ଡେଇଁଥିବା ବେଳେ ୪୪.୫ ଡିଗ୍ରୀ ତାପମାତ୍ରାରେ ଭାଜି ହୋଇଛି ବାରିପଦା ।…

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ବିସ୍ଫୋରକ ବୟାନ ! ଅକ୍ଷୟ ପରିଜା ଚକ୍ରାନ୍ତକାରୀ, ସମୟ ଆସିଲେ ସବୁ କହିବୁ

ଭୁବନେଶ୍ୱର : ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣି ଜଗବନ୍ଧୁ କହିଛନ୍ତି, ଆମ ମୁଣ୍ଡରେ ଅଠା ବୋଳାଯାଇଛି । ସବୁ ସେଇ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ ବୋଲି ବୁଧବାର ଭୁବନେଶ୍ବର…