କଣ୍ଟ ପୂରିବା ପୂର୍ବରୁ ସରକାରୀ ବଙ୍ଗଳା ଛାଡିଲେ ରାହୁଲ ଗାନ୍ଧୀ; ଟ୍ରକ୍ରେ ଜିନିଷପତ୍ର ଲଦି ଚାଲିଲେ ୧୦ ଜନପଥ
ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ସରକାରୀ ବାସଭବନ ଛାଡ଼ିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗତକାଲି (ଏପ୍ରିଲ ୧୪) ଦିଲ୍ଲୀର ୧୨ ତୁଗଲକ୍ ଲେନ୍ରେ ଥିବା ତାଙ୍କର ସରକାରୀ ବାସଭବନକୁ ଖାଲି କରିଦେଇଛନ୍ତି ରାହୁଲ। ଏକ ଟ୍ରକ୍ ଯୋଗେ ସବୁ ଜିନିଷପତ୍ର ବୋହି ନେଇ ୧୦ ଜନପଥକୁ ଚାଲିଯାଇଛନ୍ତି…