ନକଲି ସାର୍ଟିିଫିକେଟ ପ୍ରସଙ୍ଗ: ନିରପେକ୍ଷ ତଦନ୍ତ ଦାବି କଲେ ଭର୍ତ୍ତୃହରି, ସିବିଆଇ ତଦନ୍ତକୁ କେନ୍ଦ୍ରମନ୍ତ୍ରୀଙ୍କ…
କଟକ: ନକଲି ସାର୍ଟିଫିକେଟ ରାକେଟରେ ବିଜୁ ଜନତା ଦଳର ସମ୍ପୃକ୍ତି ଥିବା ଅଭିଯୋଗ ରାଜ୍ୟ ରାଜନୈତିକକୁ ଉଷ୍ମ କରିଥିବା ବେଳେ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦଳର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଗୁରୁବାର ଦାବି କରିଛନ୍ତି।
କଟକ ସାଂସଦ କହିଛନ୍ତି, ପୂର୍ବରୁ ଉତ୍ତର ପ୍ରଦେଶ ଓ…