Latest Odisha News

BREAKING NEWS

Yearly Archives

2023

ଗ୍ରେଟାଙ୍କୁ ବିବାହ କଲେ ମାର୍ଶ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର ବିସ୍ଫୋରକ ଅଲରାଉଣ୍ଡର ମିଚେଲ ମାର୍ଶ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ଦୀର୍ଘ ଦିନର ବାନ୍ଧବୀ ଗ୍ରେଟା ମ୍ୟାକଙ୍କୁ ବିବାହ କରିଛନ୍ତି । ବିବାହ ପାଇଁ ସେ ଆଇପିଏଲ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । କିଛି ଦିନ ପତ୍ନୀଙ୍କ ସହ ସମୟ…

‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ନିଷ୍ପତ୍ତି: ରାଜ୍ୟ ରାଜନୀତି ସରଗରମ, ଘେରିଲେ ବିରୋଧୀ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କ 'ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ' ଗଠନ ନିଷ୍ପତ୍ତିକୁ ନେଇ ସମାଲୋଚନା କରିଛନ୍ତି। ଯାହା ଏହି ପଦକ୍ଷେପକୁ ବିବାଦୀୟ କରିପକାଇଛି। ବିଜେପି ଓ କଂଗ୍ରେସ ଦଳ ଅଭିଯୋଗ କରିଛନ୍ତି ଯେ, ସରକାର ରାଜନୈତିକ ଫାଇଦା ପାଇଁ…

ବିବାହ ପୂର୍ବରୁ ଅଜବ ସର୍ତ୍ତ ରଖିଲା ପ୍ରେମିକା: ବିବାହ ପରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ପ୍ରେମିକ

ଚୀନ୍‌: ଅନେକ ଯୁବତୀ ଅଛନ୍ତି ଯେଉଁମାନେ ବିବାହ ପରେ ଶାଶୁଘରୂୁ ଟଙ୍କା ଓ ସୁନା ଅଳଙ୍କାର ଧରି ଫେରାର ହୋଇଯାଆନ୍ତି । ଠିକ୍ ସେମିତି ଏବେ ଚୀନର ଜଣେ ଯୁବତୀ ଏମିତି କିଛି କାରନାମା କରି ଚର୍ଚ୍ଚାକୁ ଆସିଛନ୍ତି । ଯୁବତୀ ଜଣକ ବିବାହ ପୂର୍ବରୁ ତାଙ୍କ ଭାବି ସ୍ୱାମୀଙ୍କ ପାଖରେ ଅଜବ ସର୍ତ୍ତ…

କୋହଲି, ଡୁ ପ୍ଲେସି, ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ବାଙ୍ଗାଲୋର: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୧୩ ରନର ବିଜୟ ଲକ୍ଷ୍ୟ ଲକ୍ଷ୍ନୌ ସୁପର ଜ୍ୟାଂଟସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଟିମ ନିର୍ଦ୍ଧାରିତ ଓଭରରେ ୨ ୱିକେଟ ହରାଇ ୨୧୨ ରନ କରିଥିଲା । ଦୁଇ ଓପନର ବିରାଟ କୋହଲି ଓ…

ନିଜକୁ ପୀଡ଼ିତା କହିବା ସହିତ ଟ୍ରୋଲରଙ୍କୁ ଜବାବ ଦେଲେ ଅଭିନେତ୍ରୀ ବର୍ଷା

ଭୁବନେଶ୍ୱର: ସ୍ବାମୀ ସହ ପାରିବାରିକ ସମ୍ପର୍କକୁ ନେଇ ବିବାଦୀୟ ହୋଇପଡ଼ିଥିବା ସାମାଜିକ କର୍ମୀ ତଥା ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜକୁ ପୀଡ଼ିତା ବୋଲି କହିଛନ୍ତି। ମିଥ୍ୟା ଅପପ୍ରଚାର ସେ ଶିକାର ହୋଇଛନ୍ତି। ଅନେକ ଭିତ୍ତିହୀନ ଆଲୋଚନା ଥିବାରୁ ସେ ପ୍ରତିକ୍ରିୟା…

୧୦ ବର୍ଷ ବୟସରେ ଚିତ୍ର ଆଙ୍କି ଚର୍ଚ୍ଚିତ : ଗୋଟେ ସପ୍ତାହରେ ରୋଜଗାର କଲେ ୬୫ ଲକ୍ଷ ଟଙ୍କା

ନ୍ୟୁୟର୍କ : ସାଧାରଣତଃ ୧୦ ବର୍ଷ ବୟସରେ ପିଲାମାନେ ସାଙ୍ଗମାନଙ୍କ ସହିତ ଖେଳିବା ଏବଂ ସମୟ ବିତାଇବାରେ ବ୍ୟସ୍ତ ଥାନ୍ତି । କିନ୍ତୁ ଅଳ୍ପ ବୟସର ଏକ କୁନି ଝିଅ ଏପରି କାର୍ଯ୍ୟ କରିଛନ୍ତି ଯାହା ବୟସ୍କମାନେ କରିବା ସମ୍ଭବ ନୁହେଁ । ସେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଲୋକଙ୍କୁ ଆକର୍ଷିତ…

ଉର୍ଫିଙ୍କୁ ଘର ଭଡ଼ା ଦେବାକୁ ରାଜି ହେଉନାହାନ୍ତି ମାଲିକ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଉର୍ଫି ଜାଭେଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ଚର୍ଚ୍ଚାର ପରିଧି କୌଣସି ଡ଼୍ରେସ ଡ଼ିଜାଇନ ନୁହେଁ ବରଂ ତାଙ୍କ ମନ୍ତବ୍ୟକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କୁ କୌଣସି ଘର ମାଲିକ ଭଡ଼ା…

ଆପକୁ ମିଳିଲା ଜାତୀୟ ରାଜନୈତିକ ଦଳର ମାନ୍ୟତା, ମମତା ଓ ପାଓ୍ୱାରଙ୍କ ପାର୍ଟିକୁ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି (ଆପ)କୁ ମିଳିଲା ଜାତୀୟ ଦଳର ମାନ୍ୟତା। ସୋମବାର ନିର୍ବାଚନ କମିସନ ଏହି ମାନ୍ୟତା ପ୍ରଦାନ କରିଛନ୍ତି। ଏଥିସହ ଶରଦ ପାଓ୍ୱାରଙ୍କ ଏନସିପି, ସିପିଆଇ ଏବଂ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଜାତୀୟ ଦଳ…

ଥାଇଲାଣ୍ଡରେ ପ୍ରତ୍ୟାଶାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ, ଜିତିଲେ ୨ୟ ରୌପ୍ୟ

ଭୁବନେଶ୍ୱର: ବ୍ୟାଙ୍କକରେ ଚାଲିଥିବା ଥାଇଲାଣ୍ଡ ଏଜ ଗ୍ରୁପ ସନ୍ତରଣ ଚାମ୍ପିୟନଶିପରେ ଓଡିଶାର ପ୍ରତ୍ୟାଶା ରାୟ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତୀୟ ଇଭେଂଟରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି । ୨୦ ବର୍ଷୀୟା ଏହି…

୪୦.୪ ଡିଗ୍ରୀ ସହ ସୋମବାର ଝାରସୁଗୁଡା ପାଲଟିଲା ଉତ୍ତପ୍ତ ସହର

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସାରା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ସୂର୍ଯ୍ୟାସ୍ତ ପୂର୍ବରୁ ଝାରସୁଗୁଡ଼ା ସହରରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୪୦ ଡିଗ୍ରୀ…