Latest Odisha News

BREAKING NEWS

Yearly Archives

2023

୩୨ ବର୍ଷରେ ୧୦୦ ବିବାହ, କାହାକୁ ଦେଇ ନାହାନ୍ତି ଛାଡ଼ପତ୍ର

ଇଟାଲି; ସାଧାରଣତଃ ଲୋକମାନେ ବିବାହ ବିଷୟରେ ଥଟ୍ଟା କରନ୍ତି । ଏମିତି କି କିଛି ବ୍ୟକ୍ତି ବିବାହ କରି ଭୁଲ କରିଥିବା କହି କାନ ବି ଧରନ୍ତି । କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ତାଙ୍କ ଜୀବନରେ ମୋଟ ୧୦୦ ଜଣଙ୍କୁ ବିବାହ କରିଛନ୍ତି । ସବୁଠୁ ଖୁସିର କଥା ସେ କାହାକୁ ଛାଡ଼ପତ୍ର…

ବିସିସିଆଇ ଅଧିକାରୀଙ୍କୁ ଏଥର ମିଳିବା ମୋଟା ଅଙ୍କର ଅର୍ଥ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଅଧିକାରୀମାନଙ୍କୁ ଏଥର ମୋଟା ଅଙ୍କର ଅର୍ଥ ମିଳିବ । ରିପୋର୍ଟ ମୁତାବକ ବିସିସିଆଇର ସଭାପତି, ସେକ୍ରେଟାରୀ ଏବଂ ଅନ୍ୟ ଅଧିକାରୀଙ୍କୁ ଦେଶ କିମ୍ବା ବିଦେଶରେ ଗୋଟିଏ ବୈଠକ ପାଇଁ ୪୦,୦୦୦ ଟଙ୍କା ମିଳିବ । ସେହିପରି ସିଇଓଙ୍କୁ ପ୍ରତ୍ୟେକ ବିଦେଶ ଗସ୍ତ…

କୋ-ୱିନ୍ ପୋର୍ଟାଲରେ ଉପଲବ୍ଧ ହେବ ‘କୋଭୋଭାକ୍ସ’ ଟିକାର ବୁଷ୍ଟର୍ ଡୋଜ୍

ନୂଆଦିଲ୍ଲୀ : ଦିନକୁ ଦିନ ଦେଶର ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୋମବାର ସେରମ୍ ଇନଷ୍ଟିଚ୍ୟୁଟର ‘କୋଭୋଭାକ୍ସ’ ଟିକାକୁ ବୁଷ୍ଟର୍ ଡୋଜ୍ ଭାବେ କୋ-ୱିନ୍ ପୋର୍ଟାଲରେ ଉପଲବ୍ଧ କରାଇବା ପାଇଁ ଅନୁମତି ଦେଇଛି । ଆଗାମୀ କିଛି ଦିନ ଭିତରେ…

‘ରାଜ୍ୟ ବିଜେପି’ ସତରେ ଲଢ଼ିବ ନା ଖାଲି ଲଢେଇ କଥା କହିବ?

ଭୁବନେଶ୍ୱର: ଓଡିଶାକୁ ନେଇ ବିଜେପିର ସ୍ୱତନ୍ତ୍ର ପ୍ଲାନ କଣ ? ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ଦାୟିତ୍ୱ ନେଇ ମନମୋହନ ସାମଲ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ଓଡିଶା ଫେରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଁ…

ଘରୋଇ ପ୍ରତିଯୋଗିତାର କାର୍ଯ୍ୟସୂଚୀ ଘୋଷିତ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସୋମବାର ଘରୋଇ ପ୍ରତିଯୋଗିତାର କାର୍ଯ୍ୟସୂଚୀ ଘୋଷଣା କରିଛି । ୨୦୨୩-୨୪ ଘରୋଇ ସିଜନ ୨୮ ଜୁନରୁ ଦୁଲୀପ ଟ୍ରଫି ମାଧ୍ୟମରେ ଆରମ୍ଭ ହେବ । ସେହିପରି ପ୍ରତିଷ୍ଠିତ ରଣଜୀ ଟ୍ରଫି ଆସନ୍ତା ବର୍ଷ ୫ ଜାନୁୟାରୀରୁ ଆରମ୍ଭ ହେବ । ଗତ ସଂସ୍କରଣରେ ବେଙ୍ଗଲକୁ…

ବିଜେପି ଉପରେ ସତ୍ୟପାଲଙ୍କ ରାଗ କାହିଁକି?

ଭୁବନେଶ୍ୱର: କାହିଁକି ବିଜେପି ଉପରେ ଖପ୍ପା ପୂର୍ବତନ ବିଜେପି ନେତା ସତ୍ୟପାଲ ମଲ୍ଲିକ। ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବିଧାୟକ, ସାଂସଦ ତଥା ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ବହୁ ବର୍ଷ କାର୍ଯ୍ୟ କରିଥିବା ସତ୍ୟପାଲ କାହିଁକି ଲଗାତର ଭାବେ ବିଜେପିକୁ ଟାର୍ଗେଟ କରୁଛନ୍ତି ତାକୁ ନେଇ…

ଯାଞ୍ଚ ହେବ ସମସ୍ତ ଓକିଲଙ୍କ ଡିଗ୍ରୀ ସାର୍ଟିଫିକେଟ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଯାଞ୍ଜ ହେବ ଆଇନଜୀବୀଙ୍କ ଆଇନ ଡିଗ୍ରୀ ସାର୍ଟିଫିକେଟ । ସୋମବାର ସୁପ୍ରିମକୋର୍ଟ ଏନେଇ ଯାଞ୍ଚ କରିବାକୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହି କମିଟିରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଓ ହାଇକୋର୍ଟର ଦୁଇ ଜଣ…

୨ ମାସରେ ୧୫ କିଲୋ ଓଜନ ହ୍ରାସ କଲେ ଅଭିନେତ୍ରୀ ସ୍ନେହାଲ

ମୁମ୍ବାଇ: ‘ଇଶ୍କ କା ରଙ୍ଗ ସଫେଦ୍‌', ‘ଇଛାପ୍ୟାରୀ ନାଗିନ୍‌', ‘ବିଶ୍ୱ' ଆଦି ଧାରାବାହିକରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସ୍ନେହାଲ ରାୟ ମାତ୍ର ଦୁଇ ମାସ ମଧ୍ୟରେ୧୫ କିଲୋ ହ୍ରାସ କରିଛନ୍ତି । ଏହି ସୂଚନା ଦେବା ସହ ସ୍ନେହାଲ ନିଜେ ଫିଟନେସ ବିଷୟରେ କହିଛନ୍ତି ।…

ମୋଦିଙ୍କ ସମର୍ଥନରେ ଶରଦ !

ଭୁବନେଶ୍ୱର: ଦେଶର ଜଣେ ପ୍ରମୁଖ ରାଜନୈତିକ ଚେହେରା ହେଉଛନ୍ତି ଶରଦ ପାୱାର। ତାଙ୍କ ନେତୃତ୍ୱରେ ଚାଲୁଥିବା ଦଳ ଏନସିପିର ଉପସ୍ଥିତି ବିଭିନ୍ନ ରାଜ୍ୟରେ ରହିଛି। ଭାରତୀୟ ରାଜନୀତିର ଏହି ଅନୁଭବୀ ନେତାଙ୍କ ଯୋଗୁ ବିଜେପି ବିରୋଧୀ ମଞ୍ଚ ବେଶ ଶକ୍ତିଶାଳୀ ହେଉଥିବା ଦେଖାଯାଉଥିଲା। ଏପରିକି…

‘କର୍ଣ୍ଣାଟକ ନିର୍ବାଚନ’ ଖେଳୁଛି କଂଗ୍ରେସ, ଭାବୁଛି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି କଂଗ୍ରେସ ବିଜେପି ଲଢେଇ ସେତିକି ତୀବ୍ର ହେଉଛି। ତିନି ଦିନ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ହେବ। ଗୋଟିଏ ପଟେ କଂଗ୍ରେସ ୨୨୪ ଆସନ ମଧ୍ୟରୁ ୧୬୬ ସିଟ ପାଇଁ…