ମହିଳା ଫୁଟବଲ ଲିଗ: ଗ୍ରୁପ ଏରେ ସ୍ପୋର୍ଟ୍ସ ଓଡିଶା
ଭୁବନେଶ୍ୱର: ଅଖିଳ ଭାରତୀୟ ଫୁଟବଲ ମହାସଂଘ ଶୁକ୍ରବାର ମହିଳା ଫୁଟବଲ ଲିଗ ନିମନ୍ତେ ୧୬ଟିମର ନାମ ଘୋଷଣା କରିଛନ୍ତି । ସମସ୍ତ ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ସ୍ପୋର୍ଟ୍ସ ଓଡିଶା ଗ୍ରୁପ ଏରେ ସ୍ଥାନ ପାଇଛି । ସେହିପରି ଓଡିଶା ଏଫସି ଗ୍ରୁପ ବି’ରେ ସ୍ଥାନ ପାଇଛି । ଏହି ଲିଗ ଏପ୍ରିଲ ୨୫ରୁ…