ସତ୍ୟବାଦୀ ନା କଟକ- କେଉଁଠି ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ?
ଭୁବନେଶ୍ୱର: କେଉଁଠି ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ ? ସତ୍ୟବାଦୀ ବକୁଳ ବନରେ ନା କଟକରେ ? ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବା ପୂର୍ବରୁ ଉଠିଛି ଏମିତି ଦ୍ୱନ୍ଦ୍ୱ । ୨୦୧୮ ମସିହାରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ । ଆଜିଯାଏ ଏହି କାମ ବିଶେଷ…