ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୩ରୁ ଜାପାନ ଗସ୍ତରେ ଯିବେ
ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ମଧ୍ୟରେ ଏପ୍ରିଲ ୩ରୁ ରାଜ୍ୟ ପାଇଁ ପୁଞ୍ଜିନିବେଶ ପାଇଁ ଏକ ସପ୍ତାହ ପାଇଁ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୯ ତାରିଖରେ ସେ ନୂଆଦିଲ୍ଲୀ ଦେଇ ଭୁବନେଶ୍ୱର ଫେରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଏପ୍ରିଲ ୩ରୁ…