ଆତ୍ମ ସମର୍ପଣ କରିବ ଅମ୍ରିତପାଲ; ଭିଡିଓ ଜାରି କରି ରଖିଲା ୩ ସର୍ତ୍ତ
ଚଣ୍ଡିଗଡ଼: ଆତ୍ମ ସମର୍ପଣ କରିପାରେ ଖଲିସ୍ତାନ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହ। ସପ୍ତାହେରୁ ଅଧିକ ଦିନ ହେବା ପୁଲିସ ଆଖିରେ ଧୂଳି ଦେଇ ଖସି ଚାଲିଥିବା ଅମ୍ରିତପାଲ୍ ଶେଷରେ ପଞ୍ଜାବ ଫେରିଆସିଛି। ସେ ଅମୃତସରରେ ଗୋଲ୍ଡେନ୍ ଟେମ୍ପଲ ପାଖରେ ଆତ୍ମ ସମର୍ପଣ କରିପାରେ ବୋଲି କୁହାଯାଉଛି।…