ଡିସେମ୍ବର ସୁ୍ଦ୍ଧା ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ପୋଲ; କାମର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ: ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଚେନାବ ନଦୀ ଉପରେ ନିର୍ମାଣାଧୀନ ଦୁନିଆର ସର୍ବୋଚ୍ଚ ରେଳ ବ୍ରିଜ୍ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବ୍ରିଜର ନିର୍ମାଣକାର୍ଯ୍ୟର ସମୀକ୍ଷା ପାଇଁ ଯାଇଥିବେଳେ ଚେନ୍ନାବ ନଦୀ କୂଳରେ ସମ୍ବାଦିକମାନଙ୍କୁ ଏହି ବୃହତ୍ତମ ରେଳବ୍ରିଜ ସମ୍ପର୍କରେ…