Latest Odisha News

BREAKING NEWS

Yearly Archives

2023

ରାହୁଲଙ୍କୁ ବିଦେଶ ମନ୍ତ୍ରୀଙ୍କ ଟାର୍ଗେଟ: ଯେଉଁ ଅଞ୍ଚଳରେ ଚୀନ ନିର୍ମାଣ କରୁଛି ତାକୁ ୧୯୬୨ରେ ବେଆଇନ କବଜା କରି…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଟାର୍ଗେଟ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ମଙ୍ଗଳବାର ଏକ ସାକ୍ଷାତକାରରେ ରାହୁଲଙ୍କ ପ୍ରଶ୍ନର ଉତ୍ତର  ଦେଇ କହିଥିଲେ ଆମେ ଚୀନକୁ ଡରୁନାହୁଁ । ଯଦି ଡରୁଥାନ୍ତୁ ତେବେ ଏଲଏସିରେ ଏତେ ସୈନ୍ୟ ମୁତୟନ କରିନ ଥାନ୍ତୁ । ଚୀନ…

ଆପଣଙ୍କର ବାହାଘର ହୋଇପାରୁନି କି ! ତେବେ ଆପଣାନ୍ତୁ ଏହି ଉପାୟ….

ବିବାହ ଏକ ପବିତ୍ର ବନ୍ଧନ । ସମସ୍ତଙ୍କ ମନରେ ଇଚ୍ଛା ରହିଥାଏ ଯେ ବିବାହ ଦିନ କେବେ ଆସିବ । ଆଉ ସେହି ବିବାହ କିପରି ଧୁମ୍‌ ଧାମ୍‌ରେ ହେବ ସେନେଇ ସମସ୍ତେ ଖୁବ୍‌ ତତ୍ପର ରହିଥାଆନ୍ତି । ମାତ୍ର କେତେକ ସମୟରେ ଦେଖାଯାଏ, ଅନେକ ଯୁବକ ଓ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ। ଜାତକରେ ଗ୍ରହ ଦୋଷ…

ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ ଦେଖିବେ ଦୁଇ ଦେଶର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ମାର୍ଚ୍ଚ ୯ ରୁ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି…

ଏକନାଥ ସିନ୍ଦେ ଶିବସେନାର ଅଧ୍ୟକ୍ଷ ନିର୍ବାଚିତ, ଆଜି ସୁପ୍ରିମକୋର୍ଟରେ ଉଦ୍ଧବଙ୍କ ଆବେଦନର ଶୁଣାଣି

 ମୁମ୍ବାଇ: ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ କରିଥିଲେ। ଏହି ସଭାରେ ଏକନାଥ ସିନ୍ଦେ ଦଳର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ନିକଟରେ ନିର୍ବାଚନ ଆୟୋଗ ତାଙ୍କ ଦଳକୁ ପ୍ରକୃତ ଶିବସେନା ଭାବରେ ସ୍ୱୀକୃତି ଦେଇଥିଲେ ଏବଂ…

ଏମିତି ଆମ ଜରିମାନା ବ୍ଯବସ୍ଥା! ଗାଡି ଚାଳକ ସିଟ୍ ବେଲ୍ଟ ବାନ୍ଧିନଥିବାରୁ ଫାଇନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ଜଣେ ସ୍କୁଟି ଚାଳକଙ୍କ ଚାଲାଣ କଟିଛି।  ରାଜଗାଙ୍ଗପୁରର ଜଣେ ସ୍କୁଟି ଚାଳକ ତଥା ସ୍କୁଟି ମାଲିକ ଅଭିଶେକ କରଙ୍କ ନାଁରେ ଏପରି ଚାଲାଣ କଟିଛି। ଯାହାକୁ ନେଇ ସେ ଏବେ ଚିନ୍ତାରେ। ମିଳିଥିବା ସୂଚନା ଅନୁଯାୟୀ, ସିଟ୍ ବେଲ୍ଟ ନ…

୫ ହଜାର ବର୍ଷ ତଳର ମଧୁଶାଳା ଠାବ

ଏବେ ଠାବ ହୋଇଛି ୫ ହଜାର ବର୍ଷ ତଳର ପବ୍ ବା ମଧୁଶାଳା । ଏହି ମଧୁଶାଳାରେ ସେ ସମୟରେ ବିରାଟକାୟ ଓଭନ ତାସହିତ ଡ଼ାଇନିଂ ଟେବୁଲ, ପରସା ଯିବା ପାଇଁ ଡ଼ିସ୍ ଆଦି ସାମ୍ନାକୁ ଆସିଛି । ନିକଟରେ ଦକ୍ଷିଣ ଇରାକ୍‌ର ଏକ ଉପାନ୍ତ ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦ୍ୟତମ ଖନନରେ ଚମକାଇ ଦେଲା ଭଳି ଏଭଳି…

ଓଲଟା ବଢୁଛି ଗଛ,ଦେଖିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ସୃଷ୍ଟିର ନିୟମ ଅନୁସାରେ ସବୁ ଗଛ ସୂର୍ଯ୍ୟ ଆଲୋକ ଆସୁଥିବା ଦିଗକୁ ବଢିଥାନ୍ତି । ଅର୍ଥାତ୍ ସବୁ ଗଛ ଉପରକୁ ଉପରକୁ ଆକାଶ ଆଡ଼କୁ ବଢ଼ିଚାଲେ । ଏହି ବଢିବା ପ୍ରକ୍ରିୟା ସମୟରେ ଗଛର ଚେର ଭୂମିକୁ ଜାବୁଡି ଧରିଥାଏ । ଭୂମି ତଥା ସୂର୍ଯ୍ୟକିରଣର ବ୍ୟବହାର କରି ଗଛ ଉପର ଆଡ଼କୁ ବଢେ । ଜାଣିଲେ ଆଶ୍ଚର୍ଯ୍ୟ…

ଦେଶର ୫ ଉତ୍ତପ୍ତ ସହର ମଧ୍ୟରେ ଭୁବନେଶ୍ୱର, ଫେବ୍ରୁଆରୀରେ ୩୮ ଛୁଇଁଲା ପାରଦ

ଭୁବନେଶ୍ୱର: ପଶ୍ଚିମାଝଡ଼ର କମ୍ ପ୍ରଭାବ ଯୋଗୁ ଚଳିତ ବର୍ଷ ଫେବ୍ରୁଆରୀରେ ସୂର୍ଯ୍ୟଙ୍କ ପ୍ରକୋପ ଦେଖିବାକୁ ମିଳିଛି । ଆଜି ରାଜଧାନୀ ଭୁବନେଶ୍ୱରର ପାରଦ ୩୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଏଥିସହ ଭୁବନେଶ୍ୱର ଦେଶର ୫ ଉତ୍ତପ୍ତ ସହର ମଧ୍ୟରେ ରହିଛି ।…

ଖୋଲାରେ ବିଲେଇ ମଳତ୍ୟାଗ କରିବାରୁ ପାଳିତଙ୍କ ନାଁରେ ଥାନାରେ ମାମଲା

ବ୍ରହ୍ମପୁର: ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ମିଲିକ ବିରୋଧରେ ଥାନାରେ ଏତଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ସହରର ଶଙ୍କର ମଠ ସାହି ପାଣି କଲୋନୀରେ। ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି। ଆଉ ବିଲେଇମାନେ ଏଣେ…

ନଦୀରୁ ମିଳିଲା ୧୮ କେଜି ଓଜନର ବିରାଟ ମାଛ : ଆଶ୍ଚର୍ଯ୍ୟ ହେଲେ ମତ୍ସ୍ୟଜୀବୀ

ଦୁନିଆରେ ଅନେକ ଅଦ୍ଭୁତ ପ୍ରାଣୀ ଅଛନ୍ତି । ଯେତେବେଳେ ସେଗୁଡ଼ିକୁ ଆଖି ସାମ୍ନାରେ ଦେଖୁ ସ୍ୱାଭାବିକ ଭାବରେ ଆମେ ଆଶ୍ଚର୍ଯ୍ୟ ହୋଇଯାଉ । ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶର ଏକ ଛୋଟ ନଦୀରୁ ବିରାଟକାୟ ମାଛ ଧରିଛନ୍ତି ମତ୍ସ୍ୟଜୀବୀ, ଯାହାକୁ ଦେଖି ନିଜେ ମତ୍ସ୍ୟଜୀବୀମାନେ ବି…