ଭାଷା ଭାଗବତ : ମାଳ ମାଳ ବହି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଲାଂଚ, ଉତ୍କୋଚ, ବଟି, ଚାଂଦା
ଗ୍ରହଣକାରୀ ନିଜ ଧଂଦା
ଛାଡ଼ିବା ହୋଇନି ସଂଭବ
କିପରି ଦେଶୋନ୍ନତି ହେବ ?
ଅପରାଧୀ ନ ପାଇ ଶାସ୍ତି
କରିଲେ ମଉଜ ଓ ମସ୍ତି
ରାଜ୍ୟରେ ଭାଇଚାରା ପ୍ରୀତି
କେବେ ବି ଲଭିବ କି ବ୍ୟାପ୍ତି ?
ପ୍ରଶ୍ନ ପଚାରି…