Latest Odisha News

BREAKING NEWS

Yearly Archives

2023

ହୀରା ଚାଖିଲେ ହୁଏ ମୃତ୍ୟୁ, ଏହା ସତ ନା କଳ୍ପନା

ପୃଥିବୀର ସବୁଠୁ ମହଙ୍ଗା ଜିନିଷ ଭିତରୁ  ହୀରା ହେଉଛି ଅନ୍ୟତମ । ଏହା ଅଳଙ୍କାର ତିଆରି ଏବଂ କାଚ କାଟିବା ପରି ଅନେକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଆପଣ ନିଶ୍ଚୟ ବିଜ୍ଞାନରେ ପଢିଥିବେ ଯେ ହୀରା ପୃଥିବୀର ସବୁଠୁ କଠିନ ପଦାର୍ଥ । ଏହା ବ୍ୟତୀତ ହୀରାକୁ କାର୍ବନର ଶୁଦ୍ଧ ରୂପ ମଧ୍ୟ କୁହାଯାଏ ।…

ଶୃଙ୍ଖଳିତ ହେବେ ସରକାରୀ ସ୍କୁଲ ପିଲା: ଛାତ୍ରୀ ବାନ୍ଧିବେ ରିବନ ଫିତା, ଛାତ୍ର କାଟିବେ ସାଇଡ କଟ

ଭୁବନେଶ୍ୱର:ଏଣିକି ସରକାରୀ ସ୍କଲକୁ ପିଲା ଆଉ ବିଶୃଙ୍ଖଳିତ ହୋଇ ସ୍କଲକୁ ଆସିବେ ନାହିଁ । ଝିଅପିଲାମାନେ ଚୁଟି ଖୋଲା କରିବେନି । ମୁଣ୍ଡରେ ରିବନ ଫିତା ବାନ୍ଧିବେ ନଚେତ ହେୟାର କ୍ଲିପ ଲଗାଇବେ । ଛାତ୍ରମାନେ ସାଇଡ କଟ ଚୁଟି ରଖିବେ । ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ…

ଫ୍ଲିପକାର୍ଟ ସମେତ ୨୦ଟି ଅନଲାଇନ ଔଷଧ ବିକ୍ରି କରୁଥିବା କମ୍ପାନୀକୁ ନୋଟିସ

ନୂଆଦିଲ୍ଲୀ: ଆମାଜନ ଏବଂ ଫ୍ଲିପକାର୍ଟ ହେଲଥ ପ୍ଲସ୍ ସହିତ ୨୦ଟି ଅନଲାଇନ୍ କମ୍ପାନୀକୁ ନୋଟିସ। ବିନା ଲାଇସେନ୍ସରେ ଔଷଧ ବିକ୍ରି ଅଭିଯୋଗରେ ନୋଟିସ ଜାରି କରିଛି ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)। ଏହି ନିୟମ ଉଲ୍ଲଂଘନ ବୋଲି ଦର୍ଶାଇ ଡିସିଜିଆଇ ଏହି କମ୍ପାନୀମାନଙ୍କୁ…

ରାଜ୍ୟସଭାରେ ଜୟା ବଚ୍ଚନ କାହାକୁ ଏପରି ଅଙ୍ଗୁଳି ନିର୍ଦ୍ଦେଶ କଲେ?

ନୂଆଦିଲ୍ଲୀ: ରାଜ୍ୟସଭାରେ ଫେବୃଆରୀ ୯ ତାରିଖରେ ହୋଇଥିବା ଏକ ଘଟଣାକ୍ରମକୁ ନେଇ ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚା। ଭାଇରାଲ ହେଉଥିବା ଭିଡିଓ ଏବଂ ଫଟୋରେ ସାଂସଦ ଜୟା ବଚ୍ଚନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ…

ରାତିରେ କମିବ, ଦିନରେ ବଢ଼ିବ ତାପମାତ୍ରା: ଫେବୃଆରୀରେ ଏପ୍ରିଲ-ମେ’ର ଅନୁଭୂତି!

ଭୁବନେଶ୍ୱର: ରାତିରେ ଶୀତ, ଦିନରେ ଖରା। ଏପରି କିଛି ସ୍ଥାନରେ ଅନୁଭୂତ ହେବ ତାପମାତ୍ରା। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାତିରୁ ୨ ଦିନ ଯାଏ ପାରଦ ପାଖାପାଖି ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ତେଣୁ କିଛି ସ୍ଥାନରେ ହାଲୁକା ଶୀତ ଅନୁଭୁବ ହେବ। ଅନ୍ୟପଟେ ରାଜ୍ୟରେ ଦିନର ତାପମାତ୍ରା…

ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ଏମସି ଷ୍ଟାନ

ନୂଆଦିଲ୍ଲୀ : ଲୋକପ୍ରିୟ ରିଆଲିଟି ସୋ' ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ଏମସି ଷ୍ଟାନ । ଗ୍ରାଣ୍ଡ ଫିନାଲେରେ ବାଜି ମାରି ନେଇଛନ୍ତି ଷ୍ଟାନ୍‌। ରବିବାର ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ସିଜନ୍‌ ରାତି ୧୨ଟା ୩୧ରେ ଶୋ’ର ହୋଷ୍ଟ ସଲମାନ ଖାନ୍‌ ଷ୍ଟାନ୍‌ ଓ୍ବିନର ଏବଂ ଶିବ ଠାକ୍ରେଙ୍କୁ…

ଜଷ୍ଟିସ ନାଜିର ହେଲେ ରାଜ୍ୟପାଳ, କଂଗ୍ରେସ କହିଲା ଯିଏ ମୋଦୀ ପାଇଁ କାମ କରନ୍ତି… ରାଜ୍ୟପାଳ ହୁଅନ୍ତି

ନୂଆଦିଲ୍ଲୀ: ୨୦୧୯ରେ ଐତିହାସିକ ଅଯୋଧ୍ୟା ରାୟ ପ୍ରଦାନ କରିଥିବା ବେଞ୍ଚର ସଦସ୍ୟଙ୍କ ମଧ୍ୟରେ ଥିବା ଜଷ୍ଟିସ ଏସ ଅବଦୁଲ ନାଜିର ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୀ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏହାପରେ ଏହାକୁ ନେଇ ରାଜନୈତିକ ବୟାନବାଜି…

ପତ୍ନୀ, ଝିଅକୁ ହତ୍ୟା ପରେ ବାପାର ଆତ୍ମହତ୍ୟା!

ଲକ୍ଷ୍ମୀପୁର : କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୋୟାପୁଟ ଗାଁରେ ରବିବାର ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ଘର ଭିତରେ ଝୁଲି ରହିଥିବା ବେଳେ ସ୍ତ୍ରୀଙ୍କ ମୃତଦେହ ସୋଫା ସେଟ୍ ଉପରେ ପଡ଼ିଥିଲା। ଉଭୟଙ୍କ ଚାରି ବର୍ଷର ଝିଅ ମୃତଦେହ ମଧ୍ୟ ସୋଫା ତଳେ ପଡ଼ିଥିବା…

ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଉଦଘାଟିତ ହେବ ମେଡିକାଲ କଲେଜ

କେନ୍ଦୁଝର : ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଉଦଘାଟିତ ହେବ ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ । ଏଥିସହ ଜିଲ୍ଲାବାସୀଙ୍କୁ ୪ହଜାର ୭ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଗସ୍ତ…

ଗୁଜରାଟରୁ ଫେରିଲା ଗୋପାଳ, ଆଜି ସରୁଛି ରିମାଣ୍ଡ ଅବଧି

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଗୁଜରାଟରୁ ଫେରିଛି। ଗତକାଲି ଭାୟା ରାୟପୁର ହୋଇ ଝାରସୁଗୁଡାକୁ ଫେରିଛି। କଡ଼ା ସୁରକ୍ଷା ମଧ୍ୟରେ ଗୋପାଳ ଦାସକୁ ବିମାନବନ୍ଦର ଥାନାରେ ରଖାଯାଇଛି। ଗାନ୍ଧୀନଗରରୁ ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ପୋଲିସ କଡ଼ା…