ବିମାନରେ କ୍ରୁ ସଦସ୍ୟଙ୍କୁ ମଦ୍ୟପ ଯାତ୍ରୀଙ୍କ ଅସଦାଚରଣ, ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: ଗତ କିଛିଦିନ ହେବ ବିମାନରେ ଉଡ଼ାଣ ସମୟରେ ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି ଯେଉଁଥିରେ ଯାତ୍ରୀମାନେ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରୁଛନ୍ତି । ତେବେ ପୁଣି ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ । ଇଣ୍ଡିଗୋ ଫ୍ଲାଇଟ୍ ନମ୍ବର 6E…