Latest Odisha News

BREAKING NEWS

Yearly Archives

2023

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା, ଦିଲ୍ଲୀ ପହଞ୍ଚିଲେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବାର୍ତ୍ତା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୦ ଅର୍ଥାତ୍‌ ସୋମବାର ଦ୍ୱିତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଯେଉଁଥିରେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ସୋମବାର ସକାଳେ…

ଭାରତ ଆସୁଥିବା ଜାହାଜକୁ ଅପହରଣ କରିନେଲେ ‘ହାଉତି’ ବିଦ୍ରୋହୀ, ୨୫ ଚାଳକ ବନ୍ଧକ

ନୂଆଦିଲ୍ଲୀ:ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲାଲ ସାଗରରେ ଏକ ମାଲବାହନୀ ଜାହାଜକୁ ହାଇଜାକ କରି ନେଇଛନ୍ତି । ଏଥିସହିତ ଚାଳକ ଦଳକୁ ମଧ୍ୟ ବନ୍ଧକ ରଖିଛନ୍ତି । ବିଦ୍ରୋହୀମାନେ ହେଲିକପ୍ଟରରେ ଆସି ମଝି ସମୁଦ୍ରରେ ମାଲବାହୀ ଜାହାଜ ଗାଲାକ୍ସି ଲିଡରରେ ଓହ୍ଲାଇ, ୨୫ ଜଣିଆ ଚାଳକ ଟିମକୁ…

ଭାଇରାଲ ହେଉଛି ବିଶ୍ୱକପ ଟ୍ରଫି ଉପରେ ମିଚେଲ ମାର୍ଶଙ୍କ ଗୋଡ ଥୋଇଥିବା ଫଟୋ

ଅହମ୍ମଦାବାଦ: ଭାରତକୁ ହରାଇ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ କ୍ରିକେଟରେ ଷଷ୍ଠ ଥର ପାଇଁ ଚାମ୍ପିୟନ ହୋଇଛି । ଭାରତୀୟ ଶିବିରରେ ଦୁଃଖର ପରିବେଶ ଥିବା ବେଳେ ଅଷ୍ଟ୍ରେଲିଆ ବିଜୟ ଉତ୍ସବ ମନାଇବାରେ ବ୍ୟସ୍ତ । ଏହି ଅବସରରେ ସେମାନେ ବିଶ୍ୱକପ ଟ୍ରଫିକୁ ଅସମ୍ମାନ କରିବାକୁ ପଛାଇ ନାହାନ୍ତି । ଏ ନେଇ…

ସୁଡଙ୍ଗ ଭିତରେ ୯ମ ଦିନ; ଭାଙ୍ଗୁଛି ଫସି ରହିଥିବା ଶ୍ରମିକଙ୍କ ମନୋବଳ, ଦିଆଯାଉଛି ମଲ୍ଟି ଭିଟାମିନ ଓ ଆଣ୍ଟିଡିପ୍ରେସନ…

ଉତ୍ତରକାଶୀ: ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧ ଶ୍ରମିକ ସୁଡଙ୍ଗ ଭିତରେ ଆଜକୁ ୯ ଦିନ ହେଲା ଫଶି ରହିଛନ୍ତି । ଉଦ୍ଧାର କାମରେ ଲାଗିଛନ୍ତି ୫ଟି ଏଜେନ୍ସି । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ୫ଟି ପ୍ଲାନ ପ୍ରସ୍ତୁତ କରାଯାଇଛି । ଏ ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ…

କ୍ରିକେଟ ଖେଳ ନିଶା ହେଲା କାଳ: ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ

ଯାଜପୁର : କ୍ରିକେଟ ଖେଳ ନିଶା ହେଲା କାଳ। ଭାରତର ପରାଜୟ କୁ ସହ୍ୟ ନ କରି ପାରି ଜୀବନ ହାରିଲେ ୨୩ବର୍ଷୀୟ ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରୀ ପଞ୍ଚାୟତ କୁଳସାହି ଗାଁରେ । ମୃତକ ଗାଁର ନୀଳମଣି ଦାସ ଙ୍କ ସାନ ପୁଅ ଦେବରଞ୍ଜନ ଦାସ ବୋଲି…

ପୁଣି ଅଲୋଡା ହେଲା ଶିଶୁ କନ୍ୟା: ପୋଲତଳୁ ମିଳିଲା ନବଜାତକର ମୃତଦେହ

ବାଲେଶ୍ବର : ପୁଣି ଅଲୋଡା ହେଲା ଶିଶୁ କନ୍ୟା  । ଏମିତି କିଛି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଅରଡ ବଜାରରୁ । ଲୁଣିଆ ଝୋଡି ପୋଲ ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । କିଏ ଓ କାହିଁକି ଏଠାରେ ମୃତଦେହ ଫିଙ୍ଗିଛି , ତାହା ବର୍ତ୍ତମାନ…

କଡା ସୁରକ୍ଷା ମଧ୍ୟରେ ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ବାରିପଦା ପୋଲିସ ପଡ଼ିଆରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ମୁର୍ମୁ  । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଏଠାରେ  ପହଞ୍ଚିଛନ୍ତି ରାଷ୍ଟ୍ରପତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଷ୍ଟ୍ରପତିଙ୍କୁ   ବାରିପଦା…

ରହସ୍ୟମୟୀ ଗଣେଷ ମନ୍ଦିର,ଯେଉଁଠି ପ୍ରଭୂଙ୍କ ମୁଖକୁ କରାଯାଏ ପୂଜାର୍ଚ୍ଚନା

ନୂଆଦିଲ୍ଲୀ : ସାଧାରଣତଃ ଆମ ଭାରତବର୍ଷରେ ମନ୍ଦିରମାଳିନୀର ଦେଶ  । ଏଠାରେ ସବୁ ଧର୍ମର ଲୋକ ବସବାସ କରୁଥିବାବେଳେ ଏଠାରେ ଦେଖିବାକୁ ମିଳେ ଅନେକ ମଠ , ମନ୍ଦିର  । ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ଲୋକ ବୁଲିବାକୁ ଆସନ୍ତି । ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି।…

ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ

ନୟାଗଡ : ଥମୁନି ବାଘ ଛାଲ ବେପାରୀଙ୍କ ପ୍ରାର୍ଦୁଭାବ  । ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡି ବସିଲା ଏସଟିଏଫ୍ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଅଞ୍ଚଳରେ ।  ସୂଚନା ଅନୁସାରେ ଦୁଇ ଜଣ ବାଘ ଛାଲ ବେପାରୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକିବାକୁ…

ବଲାଙ୍ଗୀରରେ ବନ ବିଭାଗର ଗଜସାଥୀଙ୍କୁ କଚାଡିଲା ହାତୀ

ବଲାଙ୍ଗୀର: ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ବଲାଙ୍ଗୀରରୁ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା  । ହାତୀ ଆକ୍ରମଣରେ ବନ ବିଭାଗର ଗଜସାଥୀ ଗୁରୁତର ହୋଇଛନ୍ତି । ଗୁରୁତର ଜଙ୍ଗଲ ବିଭାଗ…