Latest Odisha News

BREAKING NEWS

Yearly Archives

2023

ନକଲି ବନ୍ଧୁକ ଦେଖାଇ ଭିଣୋଇର କାର ଲୁଟ୍ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ବନ୍ଧୁକ ମୁନରେ ଜଣେ ଯୁବକ ତାଙ୍କ ଭିଣୋଇଙ୍କ ଠାରୁ କାର୍ ଲୁଟ୍ କରିବା ପରେ ଶୁକ୍ରବାର ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରୁଦ୍ର ପ୍ରତାପ ମହାନ୍ତି। ସୂଚନା ଅନୁଯାୟୀ, ରୁଦ୍ର ମହାନ୍ତିଙ୍କର କାର୍ ପ୍ରତି ଭଲପାଇବା ଥିଲା। ତେଣୁ…

ରଜନୀକାନ୍ତ କଲେ ଭବିଷ୍ୟବାଣୀ: ବିଶ୍ୱକପ୍ ଜିତିବ ଭାରତ

ମୁମ୍ବାଇ: ବୁଧବାର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରନ୍ ଝଡ଼ ଭିତରେ ନ୍ୟୁଜିଲାଣ୍ଡ୍‌କୁ ବୁଡ଼ାଇ ଦେଇ ମ୍ୟାଚ୍ ଜିତିଛି ଭାରତ । ଏବେ ସମସ୍ତେ ଉତ୍ସାହର ସହିତ ନଭେମ୍ବର ୧୯ ତାରିଖକୁ ଅପେକ୍ଷା କରିଛନ୍ତି । କାରଣ ଏହି ଦିନ ଅପରାହ୍ନ ୨ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ-୨୦୨୩ ର…

ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ଵ, ହେଲେ ସିଏମଓଙ୍କ ମୁଖ୍ୟ ପରାମର୍ଶଦାତା

ଭୁବନେଶ୍ୱର: ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଏହି ନିଯୁକ୍ତି ପାଇବା ପରେ ସେ ଓଇଆର୍‌ସି ଅଧ୍ୟକ୍ଷ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ…

ଖେଳନା ଘୋଡ଼ାରେ ବସି ବିବାହ କରିବାକୁ ଆସିଲେ ବର

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ସେହିପରି ବିବାହ ସମୟରେ ବର କାର, ଘୋଡ଼ାଗାଡ଼ି, ଟ୍ରକ୍‌,…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉନ୍ମୋଚିତ ହେଲା ନୂଆ ରୋପ୍ ଓ୍ବେ ସୁବିଧା

ଭୁବନେଶ୍ୱର: ବହୁ ପ୍ରତିକ୍ଷା ପରେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏହାର ନବୀକରଣ ହୋଇଥିବା ରୋପ୍ ଓ୍ୱେ ବ୍ୟବସ୍ଥାର ଉନ୍ମୋଚନ ହୋଇଛି। ଯାହା ଦର୍ଶକଙ୍କୁ ଚିଡ଼ିଆଖାନାରୁ ଉଦ୍ଭିଦ ଉଦ୍ୟାନକୁ ଏକ ଆନନ୍ଦଦାୟକ ଯାତ୍ରା ପ୍ରଦାନ କରୁଛି। କିଛି ସମୟ ଧରି ଏହି ରୋପ୍ ଓ୍ବେର ବ୍ୟାପକ…

ଓଦା ଓ ଶୁଖିଲା ଅଳିଆ ଅଲଗା ହୋଇନଥିଲେ ନେବନି ବିଏମସି ସଫେଇ ଗାଡି

ଭୁବନେଶ୍ୱର: ଓଦା, ଶୁଖିଲା ଅଲଗା ଅଲଗା କରିନଦେଲେ ବିଏମସି ଅଳିଆ ଗାଡି ବର୍ଜ୍ୟବସ୍ତୁକୁ ଗ୍ରହଣ କରିବ ନାହିଁ। କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ଏହି…

ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୮ ପ୍ରକଳ୍ପକୁ ମଞ୍ଜୁରୀ, ୨୮୬୦ ଜଣ ପାଇବେ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୮ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ। ରାଜ୍ୟରେ ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ସଫଳତା। ୮ ପ୍ରକଳ୍ପରେ ନିବେଶ ହେବ ମୋଟ ୧୩୯୭ କୋଟି ୧୮ ଲକ୍ଷ ଟଙ୍କା। ୮ ଶିଳ୍ପ ପ୍ରକଳ୍ପରେ ନିଯୁକ୍ତି ପାଇବେ ମୋଟ ୨୮୬୦ ଜଣ। ମୁଖ୍ୟ ଶାସନ ସଚିବ…

ସୋନମଙ୍କ ପାର୍ଟିରେ ଫୁଟବଲ ତାରକା ଡେଭିଡ୍ ବେକ୍‌ହାମ୍‌

ମୁମ୍ବାଇ: ମୁମ୍ବାଇ ଗସ୍ତରେ ଆସିଛନ୍ତି ଆନ୍ତର୍ଜାତିକ କିଂବଦନ୍ତି ଫୁଟ୍‌ବଲ୍ ତାରକା ଡେଭିଡ୍ ବେକହାମ୍ । ସେ ଅଭିନେତ୍ରୀ ସୋନମ କପୁରଙ୍କ ଘରେ ଅତିଥି ଭାବେ ଯୋଗ ଦେଇଥିଲେ । ଦୀପାବଳି ପର୍ବ ଅବସରରେ ଏକ ରାତ୍ରିଭୋଜନରେ ଆପ୍ୟାୟିତ କରିବା ଲାଗି ଅଭିନେତ୍ରୀ ସୋନମ ଓ ତାଙ୍କ ଉଦ୍ୟୋଗୀ ସ୍ୱାମୀ…

ବିଶ୍ୱକପ ଫାଇନାଲ ପାଇଁ ସମସ୍ତ ବିଶ୍ୱ ବିଜେତା ଅଧିନାୟକଙ୍କୁ ନିମନ୍ତ୍ରଣ

ଅହମ୍ମଦାବାଦ: ନଭେମ୍ବର ୧୯ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଏହି ମୁକାବିଲା ପାଇଁ ସମସ୍ତ ବିଶ୍ୱବିଜେତା ଅଧିନାୟକଙ୍କୁ ଆଇସିସି ପକ୍ଷରୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଛି । ସେମାନଙ୍କୁ ଏକ ସ୍ୱତନ୍ତ୍ର ଧରଣର ବ୍ଲେଜର ପ୍ରଦାନ…

ରାଜସ୍ଥାନରେ ନିର୍ବାଚନ ଲଢ଼ୁଥିବା ଏହି ପ୍ରାର୍ଥୀମାନଙ୍କର ରହିଛନ୍ତି ୨ଜଣ ଲେଖାଏଁ ସ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ନେଇ ମାହୋଲ ପୂରା ସରଗରମ ରହିଛି । ଏଭଳି ସମୟରେ କିଛି ରୋଚକ ଘଟଣା ବି ସାମ୍ନାକୁ ଆସିଛି । ରାଜ୍ୟର ମେୱାଡ-ବାଗଡ଼ ଅଞ୍ଚଳର ୨୮ଟିରୁ ୬ଟି ଏଭଳି ନିର୍ବାଚନ ମଣ୍ଡଳୀ ରହିଛି, ଯେଉଁଠି ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ୭ଜଣ ପ୍ରାର୍ଥୀଙ୍କର ଦୁଇ ଦୁଇ ଜଣ…