Latest Odisha News

BREAKING NEWS

Yearly Archives

2023

କବିତା : ସ୍ୱପ୍ନଭୁକ୍

ରାଜ କିଶୋର ଦାସ ଫେରେଇ ଦେବାର କଳା ଜାଣି ହୋଇନି ବୋଲିତ ଯେତେ ନିବୁଜ କରି ଆଖି ବନ୍ଦ କଲେ ବି ଭରିଯାଏ ଆଖିରେ ଆଖିଏ ସ୍ୱପ୍ନ । ଘର କେଉଁଠି ତା’ର ଯେ ବେଧଡ଼କ ଚାଲି ଆସେ ନିଦ, ଅଧାନିଦ, ବେ ନିଦ ଦି ନିଦ ଫରକ ପଡ଼େନି। ରାତି ପାହାନ୍ତା ସକାଳ ଯେତେବେଳେ , ସେତେବେଳେ ରାଜ…

ଭାଷା ଭାଗବତ : ନିଜର ସହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଆୟୁଷ ଯଦି ଜଣା ନାହିଁ ବୟସ ଗଣିବି କିପାଇଁ ତ୍ରିକାଳ ମୋଠାରେ ମିଳିତ ହୋଇ ତ ଅଛଂତି ଜୀବିତ କେବେ ମୁଁ ଯାହା ଭାବୁଥିଲି ଏବେ ତା ସତେ ହୋଇଗଲି କିଛି ତ ଯାଇନି ବଦଳି ସ୍ବଦେହ ଅଛି ଆଗ ଭଳି ଭାଟକୁ କହିଲି ମୁଁ ' ଭାଗ୍‌ ନିଜ କାମରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରଂବ୍ରହ୍ମଙ୍କ ଉପଲବ୍ଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁରୂପ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଉପାସନା ବିନା ଶାସ୍ତ୍ର ନିର୍ଦ୍ଦେଶିତ ପରଂବ୍ରହ୍ମଙ୍କୁ ସର୍ବୋତ୍ତ ଭାବେ ଜାଣିବା କଷ୍ଟକର । ଆପଣ ଯେତେ ପାପ ବା ପୁଣ୍ୟ କରନ୍ତୁ ଶ୍ରୀଜଗନ୍ନାଥଙ୍କ ଶରଣ ବିନା…

ଧାର୍ମିକ ଫିଲ୍ମ କରିବାକୁ ଚାହୁଁଛି: ବାବା ବିଶ୍ୱନାଥଙ୍କ ଦର୍ଶନ ପରେଏମିତି କଲେ ସନ୍ନି ଲିଓନି

ମୁମ୍ୱାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସନ୍ନି ଲିଓନି । ନିକଟରେ ସେ ବାରାଣାସୀରେ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏଥିସହିତ ସେ ଗଙ୍ଗା ଆଳତୀରେ ଭାଗ ନେଇଥିଲେ, ଯାହାର ଭିଡିଓ ସନ୍ନି ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ବ୍ୟତୀତ…

ରାସ୍ତାରେ ଗଡୁଛି ଅଜବ କାର, ଭିଡ଼ିଓ ଭାଇରାଲ

ଆଜିକାଲି ସୋସିଆଲ ମିଡିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ବି ଆଖି ବିଶ୍ୱାସ କରିପାରେ ନାହିଁ । ଏଥିରୁ କିଛି ଭିଡିଓ ଆମକୁୁ ଚକିତ କରିଦେବା ପରି ହୋଇଥାଏ । ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ଏକ କାର ଚଳାଉଥିବାର ନଜର…

ସବୁଠୁ ଲମ୍ବା ୱିଗ୍ ତିଆରି କରି ଯୁବତୀ କଲେ ବିଶ୍ୱ ରେକର୍ଡ

ଅବୁଜା: ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏବେ ସେମିତି ନାଇଜେରିଆ ଜଣେ ଯୁବତୀ ସବୁଠୁ ଲମ୍ବା ୱିଗ୍ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ଏମିତି କି ବିଶ୍ୱ ରେକର୍ଡ଼ ମଧ୍ୟ ସୃଷ୍ଟି କରିଛନ୍ତି । ଏହି ଯୁବତୀଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି…

ଆଲିଆ-ରଣବୀରଙ୍କ ସମ୍ପର୍କରେ ଫାଟ : ପ୍ରତିକ୍ରିୟା ରଖିଲେ ଆଲିଆ

ମୁମ୍ବାଇ: ନିକଟରେ ଆଲିଆ ଭଟ୍ଟ କରଣ ଜୋହରଙ୍କ ଶୋ କଫି ୱିଥ୍ କରଣରେ ଅଂଶଗ୍ରହଣ କରିଥିଲେ । ଏହି ଶୋ’ରେ ଆଲିଆ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ କହିଥିଲେ । ଏହି ଶୋ’ରେ ସେ ତାଙ୍କ ବିବାହିତ ଜୀବନ ବିଷୟରେ କହିଥିଲେ । ତାଙ୍କ ସହିତ ଏହି ଶୋକୁ ଆସିଥିଲେ ନଣନ୍ଦ କରୀନା କପୁର ।…

ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା, ଅକ୍ଷୟ ମହାନ୍ତିଙ୍କ ଗୀତରେ ଝୁମିଲେ ଶ୍ରୋତା

ଭୁବନେଶ୍ୱର: ଆଜି ଥିଲା ପିକକ୍ ଶିଶୁମେଳାର ଚତୁର୍ଥ ସନ୍ଧ୍ୟା । କୁନି କୁନି କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ । ଆଜିର କାର୍ଯ୍ୟକ୍ରମକୁ ପିକକ୍ ଓ…

ଆଉ ନାହାନ୍ତି ଯାତ୍ରା କମେଡିଆନ୍ ରବି ଶତପଥୀ

ଜଗତସିଂହପୁର: ଆଉ ନାହାନ୍ତି ଘରେ ଘରେ ପରିଚିତ ଓଡିଆ ଯାତ୍ରା କଳାକାର ତଥା କମେଡିଆନ୍ ରବି ଶତପଥୀ। ଜଗତସିଂହପୁର ଜିଲ୍ଲାର ଏହି ନାମକରା ଓଡିଆ ଯାତ୍ରା କଳାକାରଙ୍କର ଶୁକ୍ରବାର ଦିନ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ରବି…

ଦୁର୍ଘଟଣା ପରେ ଟ୍ରାଫିକ ପୋଲିସ ଆକ୍ରମଣର ଶିକାର, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

ଭୁବନେଶ୍ୱର: ଶୁକ୍ରବାର ଜଣେ ପଥଚାରୀ ମାଡ ମାରିବା ଫଳରେ ଜଣେ ଟ୍ରାଫିକ୍ ପୁଲିସ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆକ୍ରମଣକାରୀକୁ ଅଟକ ରଖି ପଚରାଉଚରା କରାଯାଉଛି। ଭରତପୁର ଟ୍ରାଫିକ୍ ପୋଷ୍ଟ ନିକଟରେ ଏକାଧିକ କାର୍ ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ…