Latest Odisha News

BREAKING NEWS

Yearly Archives

2023

ମହକୁଥିଲା ମାଟି, ଝଲସୁଥିଲା ଚମକ: ଦେଖିବା ଲୋକେ କହୁଥିଲେ..‘ଏତେ ସୁନ୍ଦର’

ଭୁବନେଶ୍ୱର:ମାଟିର ମହକରେ ଝଲସୁଥିଲା ପ୍ରଦର୍ଶନୀ ପଡିଆ । କେଉଁଠି ରଙ୍ଗବେରଙ୍ଗର ଦୀପ ତ କେଉଁଠି ଚିକମିକ ଦୀପଦାନୀ  । କେଉଁଠି କାରୁକାର୍ଯ୍ୟ ବିମଣ୍ଡିତ ଚାବି ଷ୍ଟାଣ୍ଡ ତ କେଉଁଠି ଆକର୍ଷଣୀୟ  ଚୂଲି। ପୁଣି କେଉଁଠି ସୁନ୍ଦର ମନଲୋଭା ଗାର୍ଡେନ ପଟ୍ ଆଉ ଘରସଜା ଉପକରଣ ।   ସତେ  ଯେମିତି ଦର୍ଶକର…

ବାଲେଶ୍ୱରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ, ୯ ଜଣଙ୍କୁ ଝୁଣି ପକାଇଲେ

ବାଲେଶ୍ବର: ଚାରିଆଡେ ଏବେ ବୁଲା କୁକୁରଙ୍କ ଉତ୍ପାତ ବଢିବାରେ ଲାଗିଛି । ଯେଉଁଠି ଦେଖିଲେ ସେଠାରେ ଖାଲି ମାଳ ମାଳ କୁକୁର ପଲ । ଗାଡ଼ି ଓ ପଦଚାରୀଙ୍କ ପାଇଁ ଏବେ ଆତଙ୍କ ପାଲଟିଛନ୍ତି ଏହି କୁକୁର ଦଳ । ଯେଉଁଥିପାଇଁ ଅନେକ ସମୟରେ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକେ । ବର୍ତ୍ତମାନ…

ବେକରେ ଏୟାର ପ୍ୟୁରିଫାୟର୍ ପିନ୍ଧନ୍ତୁ, ଦୂଷିତ ବାୟୁରୁ ରକ୍ଷା ପାଆନ୍ତୁ

ନୂଆଦିଲ୍ଲୀ: ଶୀତ ଋତୁରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ବଢିଯାଏ। ଏହି ସମୟରେ ସମସ୍ତେ ବାୟୁ ବିଶୋଧନକାରୀ ବିଷୟରେ ଚିନ୍ତା କରନ୍ତି। ଆଉ କିପରି ବାୟୁକୁ ବିଶୋଧନ କରିହେବ ସେନେଇ ଏକ ବଡ଼ ମେସିନ୍ କିମ୍ବା ମାସ୍କ ବିଷୟରେ ଭାବନ୍ତି। ସବୁବେଳେ ଏହି ଦୁଇଟିକୁ ବହନ କରିବା ଟିକେ କଷ୍ଟକର ମନେହୁଏ।…

ସାମ୍ବାଦିକାଙ୍କୁ ମାଡ ଘଟଣା: ଥାନାକୁ ଆସିଲେ ଟୁଟୁ ନାୟକ, ସେପଟେ ମହିଳା କମିଶନ ନିଜ ଆଡୁ ରୁଜୁ କଲା ମାମଲା

ଭୁବନେଶ୍ୱର: ଥାନାରେ ପହଞ୍ଚିଲେ ପ୍ରଯୋଜକ ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ମାଡି ମାରିଥିବା ଅଭିଯୋଗରେ  ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିବା ସୂଚନା ଦେଇଛି ଖାରବେଳ ନଗର ଥାନା ପୋଲିସ । ଘଟଣା ସମ୍ପର୍କରେ ତାଙ୍କୁ ଜେରା ଚାଲିଛି । ତେବେ ଟୁଟୁ ନାୟକ ନିଜେ ଆସି ନାହାନ୍ତି, ତାଙ୍କୁ ଅଣା…

ପାକିସ୍ତାନର ଏୟାରବେସରେ ଆତଙ୍କବାଦୀ ଆକ୍ରମଣ, ୩ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନରେ ବଡ଼ ଆତଙ୍କୀ ହମଲା । ଏୟାରବେସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ। ମିଆଁୱାଲିର ସମଗ୍ର ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି । ୩ ଏୟାରକ୍ରାଫ୍ଟ ନଷ୍ଟ। ଇନ୍ଧନ ଟ୍ୟାଙ୍କର ମଧ୍ୟ କ୍ଷତିଗ୍ରସ୍ତ। ସୂଚନା ଅନୁସାରେ, ସକାଳ ସମୟରେ ୫ରୁ ୬…

ପୁଣି ନୂଆପଡାରେ ବାଘ ଆତଙ୍କ, ଜଣେ ମହିଳା ମୃତ

ନୂଆପଡା: ପୁଣି ନୂଆପଡାରେ ବାଘ ଆତଙ୍କ । ଗତ ତିନି ଦିନ ପୂର୍ବେ ଜଣେ ନାବାଳକର ଶିକାର କରିଥିବା ବେଳେ, ଆଜି (ଶନିବାର) ପୁଣି ଜଣେ ମହିଳାଙ୍କୁ ଝାମ୍ପି ନେଇ ମାରିଥିବା ଖବର ଆସିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିରିଆରୀବାହାରା ଗ୍ରାମରେ । ଖବରମୁତାବକ, ଗତକାଲି…

ପେଟିଏମରୁ ପେମେଣ୍ଟ ବେଳେ ଫୋନ ନମ୍ବର ହାଇଡ କରିବାକୁ ଚାହାଁନ୍ତି କି ? ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଆଜିକାଲି ଯେକୌଣସି ବ୍ୟକ୍ତିଙ୍କ ସହ ନିଜର ବ୍ୟକ୍ତିଗତ ବିବରଣୀ ସେୟାର କରିବା ଅତ୍ୟନ୍ତ ବିପଜ୍ଜନକ ହୋଇପଡିଛି। ଏପରି ପରିସ୍ଥିତିରେ ଫୋନ୍ ନମ୍ବର ହେଉଛି ବ୍ୟକ୍ତିଗତ ବିବରଣୀ ମଧ୍ୟରୁ ଗୋଟିଏ, ଯେଉଁଥିରେ ସମସ୍ତ ଡକ୍ୟୁମେଣ୍ଟ୍ ଲିଙ୍କ୍ ହୋଇଥାଏ। ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିବା…

ସାରା ଓଡ଼ିଶା ସରକାରଙ୍କର, ଲୋପାମୁଦ୍ରା କ’ଣ ଓଡ଼ିଶାର ନୁହେଁ ? ହିଟ ଆଣ୍ଡ ରନ ମାମଲାରେ ବିଜେଡିକୁ ଏମିତି ଟାର୍ଗେଟ…

 ଭୁବନେଶ୍ୱର: ଭୁବନେଶ୍ୱର ପାୱାର ହାଉସ ଛକରେ ଗତ ୩୧ ତାରିଖ ରେଞ୍ଜ ରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟିବା ପରେ ଘନଉଛି ବିବାଦ । ଏହି ବେପରୁଆ ଗାଡି ଚାଳନା ଯୋଗୁ ଲୋପାମୁଦ୍ରା ସାହୁଙ୍କର ଶୁକ୍ରବାର ମୃତ୍ୟୁ ଘଟିଥିବାବେଳେ ଆହତ ଅବସରପ୍ରାପ୍ତ ସିଆଇଏସଏଫ୍ ଯବାନ କାହ୍ନୁଚରଣ ନାୟକ ମୃତ୍ୟୁ…

ଟାଇଗର ୩ରେ ହ୍ରିତକ !

ମୁମ୍ବାଇ: ସଲମାନ ଖାଁ, କ୍ୟାଟ୍ରିନ କୈଫ ଓ ଇମ୍ରାନ ହାସମୀ ଅଭିନୀତ ଟାଇଗର ୩ ନୂତନ ପ୍ରୋମୋ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ଆଉ ଏକ ଖବର ପ୍ରକାଶିତ ହୋଇଛି ଯେ, ହ୍ରିତିକ ରୋଶନ ଟାଇଗର ୩ରେ କ୍ୟାମିଓ କରିପାରନ୍ତି । ଅବଶ୍ୟ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କାମ ଶୀଘ୍ର ସାରିବାକୁ ତତ୍ପର ସରକାର; ବଡି ଭୋରରୁ ପୁରୀରେ ପହଞ୍ଚିଲେ ପାଣ୍ଡିଆନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କାମ ଶୀଘ୍ର ସାରିବାକୁ ତତ୍ପର ହୋଇ ପଡିଛନ୍ତି ସରକାର । ତେଣୁ ଆଜି ଭୋରରୁ ପହଞ୍ଚିଛନ୍ତି ପୁରୀରେ । ପ୍ରକଳ୍ପ କାମ ସମୀକ୍ଷା କରିଥିଲେ । କାମ ତୁରନ୍ତ ସାରିବା ପାଇଁ  କହିଥିଲେ । ଦରକାର ପଡିଲେ ଅଧିକ ଲୋକ ଲଗାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ…