ଏଟିଏମରେ ଟଙ୍କା ଡିପୋଜିଟ୍ ନାଁରେ ୪୫ ଲକ୍ଷ ଟଙ୍କା ହଡପ: ସିଏମଏସ୍ ଇନଫୋ ସିଷ୍ଟମର କ୍ୟାସ୍ ଡିପୋଜିଟର ଦୀପକ ପାଢୀ…
ବ୍ରହ୍ମପୁର : ଏଟିଏମରେ ଟଙ୍କା ଡିପୋଜିଟ୍ ନାଁରେ ୪୫ ଲକ୍ଷ ଟଙ୍କା ହଡପ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋପାଳପୁର ଅଞ୍ଚଳରେ । ଘଟଣାରେ ସିଏମଏସ୍ ଇନଫୋ ସିଷ୍ଟମର କ୍ୟାସ୍ ଡିପୋଜିଟର ଦୀପକ ପାଢୀଙ୍କୁ ପୋଲିସ ଗିରଫ କରିଛି ।
ବିଭିନ୍ନ ବ୍ୟାଙ୍କ ଏଟିଏମରେ ଟଙ୍କା…