Latest Odisha News

BREAKING NEWS

Yearly Archives

2023

ଆଜି ବାବା ଲିଙ୍ଗରାଜଙ୍କୁ ଦର୍ଶନ କରି ଓଡିଶାବାସୀଙ୍କ ବିକାଶ ଓ ସମୃଦ୍ଧି କାମନା କଲେ ନୂଆ ରାଜ୍ୟପାଳ :୧୧ଟା ୪୫ରେ ନେବେ…

ଭୁବନେଶ୍ବର : ଆଜି ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ  ।  ସକାଳ ୧୧ଟା ୪୫ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି। ଏହା ପୂର୍ବରୁ ସେ ଆଜି  ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି  । ଦର୍ଶନ କରିବା ସହ…

କୋରାପୁଟ ବନ୍ଧୁଗାଁ ପଞ୍ଚାୟତ ଅଫିସରେ ପଶି ଲୁଟି ନେଲେ ଦୁର୍ବୃତ୍ତ

କୋରାପୁଟ: କୋରାପୁଟ ଜିଲ୍ଲାରେ କିଛି ଦୁର୍ବୃତ୍ତ ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ୍ କରିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଲୁଟପାଟ ପଛରେ ସ୍ଥାନୀୟ ଲୁଟେରାଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଶନିବାର ରାତିରେ ହୋଇଥିବା ଏହି ଲୁଟର ଅଭିଯୁକ୍ତକୁ ପୋଲିସ…

ମନୋଜ ମିଶ୍ର ବିବାଦରେ ଓଲିଉଡ ଦୁଇ ଫାଳ!

ଭୁବନେଶ୍ବର: ଓଲିଉଡ କଳି ଏବେ ଚରମସୀମାରେ। ଗୋଟିଏ ପଟେ ମନୋଜ ମିଶ୍ରଙ୍କୁ ଓଲିଉଡର କିଛି ବ୍ୟକ୍ତି ବିରୋଧ କରୁଥିବା ବେଳେ ଆଉ କିଛି ମନୋଜଙ୍କ ଉପରେ ହୋଇଥିବା ବାସନ୍ଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଓଡ଼ିଶାରେ ପୂର୍ବ, ପଶ୍ଚିମ ଭଳି କୌଣସି ଦିଗ ନାହିଁ ସମସ୍ତେ ଅଖଣ୍ଡ ଓଡ଼ିଶା ଉପରେ…

ଆତଙ୍କ ଖେଳାଇଛି ବାଘ: ପ୍ରଥମେ ଶିଶୁ ଏବେ ଗାଇ, ଭୟଭୀତ ଗ୍ରାମବାସୀ

ନୂଆପଡା: ନୂଆପଡାରେ ଆତଙ୍କ ଖେଳାଇଛି ବାଘ । ଗତକାଲି ସନ୍ଧ୍ୟାରେ ଗାଁରେ ପଶି ଏକ ୭ବର୍ଷର ଶିଶୁକୁ ଝାମ୍ପିନେଇ ମାରିଦେଇଥିବା ବେଳେ ଆଜି ଗୁହାଳରେ ପଶି ଏକ ଗାଇକୁ ମାରି ଖାଇଛି ମଣିଷଖିଆ ବାଘ । ଯାହାକୁ ନେଇ ସାରା ଅଞ୍ଚଳରେ ଏବେ କୋକୁଆ ଭୟ ଖେଳିଯାଇଛି । ଭୟରେ ଲୋକେ ଘର ଭିତରୁ ବାହାରିବା ବନ୍ଦ…

ବିଶ୍ୱକପ ଟାଇଟଲ: ବୁମ୍ରା ଓ ସାମି ଦେଖାଉଛନ୍ତି ଟିମ୍ ଇଣ୍ଡିଆ ପାଇଁ ରାହା!

ଲକ୍ଷ୍ନୌ: ରବିବାର ରାତିରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛନ୍ତି। ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମି ଚମତ୍କାର ବୋଲିଂ କରି ସାତ ଓ୍ୱିକେଟ୍ ଅକ୍ତିଆର କରିଥିଲେ। ଚଳିତ ବିଶ୍ବକପରେ ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା।…

ଆଜି ରାଷ୍ଟ୍ରୀୟ ଏକତା ଦିବସ, ଲୌହ ମାନବ ସର୍ଦ୍ଦା ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ । ଆଜିର ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଆଜି ସାରା ଦେଶରେ ରନ୍ ଫର ୟୁନିଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବିବିଧତା ମଧ୍ୟରେ ଏକତାର ଭାବନାକୁ ପ୍ରୋତ୍ସାହିତକରିବା ଏବଂ ଜାତୀୟ ଅଖଣ୍ଡତାକୁ…

ସିସୋଦିଆଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ପରେ କେଜ୍ରିଓ୍ବାଲଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ନଭେମ୍ବର 2 ତାରିଖରେ ପଚରାଉଚରା ପାଇଁ ସମନ କରିଛି। ଚଳିତ ମାସ ପ୍ରାରମ୍ଭରେ ଇଡି ସୁପ୍ରିମକୋର୍ଟରେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ ମଦ ଦୁର୍ନୀତିରେ ଯେଉଁ…

ଭୟଙ୍କର ଦୁର୍ଘଟଣା, ଅକାଳରେ ଚାଲିଗଲା ଗୋଟିଏ ପରିବାରର ୫ଜଣଙ୍କ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭରସ୍ୟାମ ହରାଇ ଗଛରେ ପିଟିହେଲା କାର । ଅକାଳରେ ଚାଲିଗଲା ଗୋଟିଏ ପରିବାରର ୫ଜଣଙ୍କ ଜୀବନ । ଆଜି ସକାଳେ ଉତ୍ତରପ୍ରଦେଶର ହାରଡୋଇ ଅଞ୍ଚଳରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ…

ସନେଟ : ସୁନାରୀ ଅପ୍ସରୀ

ଅନୀତା ପାଣି ସଜ ସକାଳର କଅଁଳ ଖରାରେ ଗାଇ ମହୁମିଶା ଗୀତ, ସୁନେଲି ଚାମର ଲହରେଇ ଢାଳୁ ସମୀରେ ବସିଛୁ ମିତ । ଖରା ଋତୁଫୁଲ ଫୁଟିଗଲା ପରେ ଆସିଛୁ ହଳଦୀ ଗୋରୀ, କଞ୍ଚା ହଳଦୀରେ କୁଆଁରୀ କନିଆଁ ପାହାନ୍ତି ଗାଧୁଆ ସାରି । ଫୁଲର ତୋରଣ ସଜେଇ ଦେଇଛୁ ଚଲାପଥ ଦୁଇ ଧାରେ, ସୁନାରୀ ଅପ୍ସରୀ…

ଭାଷା ଭାଗବତ : ଭଜନ ନିରଂତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବନରେ ଗଛଟିଏ ହୋଇ ମୁଁ ନିଜେ ପାରିବି କି ରହି ? ଦିଅଂତି, ପାଆଂତି ଆନଂଦ ରହଂତାନାହିଁ ଦ୍ବିଧା, ଦ୍ବଂଦ୍ବ ଏଠାରେ ସରିଲେ ଜୀବନ ହେ ପ୍ରଭୁ! ବାଛି ତପୋବନ ମୋତେ କରିବ ଗୋଟେ ଗଛ ମୋର ଏ ଇଚ୍ଛା ନୁହେ ମିଛ ମହାବନରେ ବୃକ୍ଷମାନ…