Latest Odisha News

BREAKING NEWS

Yearly Archives

2023

ଆସ ବୁଲିଯିବା ଓଡିଶା: ମାଲକାନଗିରି ଜିଲ୍ଲାର ସତୀଗୁଡ଼ା ନଦୀବନ୍ଧ

ମାଲକାନଗିରି: ଆସିଛି ପର୍ଯ୍ୟଟନ ଋତୁ । ବର୍ଷର ସରି ଆସୁଥିବାରୁ ଆରମ୍ଭ ହୋଇଛି ପିକନିକ୍ ମଜା ।  ଗୋଟିଏ ପଟେ ବଢୁଛି ଶୀତର ପ୍ରକୋପ ତ ଅନ୍ୟପଟେ ପ୍ରାକୃତିକ ବିଭବକୁ ଅନୁଭବ କରିବାକୁ ଆରମ୍ଭ ହୋଇଛି ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକଙ୍କ ଆଗମନ । ତେବେ ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ମଧ୍ୟରେ ପ୍ରଚଳିତ ପୂଜା ବିଧିକୁ ନିୟନ୍ତ୍ରିତ କରୁଥିବା ଗ୍ରନ୍ଥ ନୀଳାଦ୍ରି ମହୋଦୟର ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ରୀତିନୀତି ଆଲୋଚନା ଜାରି ଅଛି । ଏହି…

ଶୀତ ଋତୁରେ କିପରି ନେବେ ତ୍ୱଚାର ଯତ୍ନ, ଆପଣାନ୍ତୁ କିଛି ଘରୋଇ ଟିପ୍ସ

ଭୁବନେଶ୍ଵର: ଆରମ୍ଭ ହୋଇଗଲାଣି ଶୀତଋତୁ। ଏହି ଋତୁରେ ଥଣ୍ଡା ପବନ ବହିବା ଦ୍ୱାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ଏବଂ ଧିରେ ଧିରେ ଫାଟିବାକୁ ଲାଗେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାର ଉପଯୋଗରେ ଶୀତଦିନରେ ଆପଣ ତ୍ୱଚାର ଚମକ୍ ଆଣିପାରିବେ। ଥଣ୍ଡା…

କାଟ୍ରିନାଙ୍କ ଶାଢି ଆଲିଆଙ୍କୁ ହେଲା ପସନ୍ଦ

ବମ୍ବେ: ବଲିଉଡ଼ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଶାଢି ଆଲିଆଙ୍କୁ ଆସିଛି ପସନ୍ଦ । ଏହି ଶାଢିକୁ ପ୍ରଶଂସା କରିବା ସହ ନିଜର ପ୍ରତିକ୍ରିୟା ଦେଇଛନ୍ତି । କାଟ୍ରିନାଙ୍କ ସ୍ୱାମୀ ଭିକିଙ୍କ ପୂର୍ବତନ ପ୍ରେମିକା ସତ୍ତ୍ୱେ ଦୁହିଁଙ୍କ ମଧ୍ୟରେ ରହିଛି ଭଲ ସମ୍ପର୍କ । ଦିନ ଥିଲା ରଣବୀର କପୁରଙ୍କ ସହ…

ନିଖୋଜ ମଣିଷକୁ ଖୋଜିବ କ୍ୟୁଆର ଲକେଟ

ମୁମ୍ବାଇ: ବିଭିନ୍ନ ଖବରକାଗଜ ହେଉ ବା ସୂଚନା ଫଳକରେ ନିଖୋଜ ବ୍ୟକ୍ତିଙ୍କ ବିଜ୍ଞାପନ ଦିଆଯାଉଥିବା ଆପଣ ନିଶ୍ଚୟ ଦେଖିଥିବେ । ନିଖୋଜ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଏହି ବିଜ୍ଞାପନ ଦିଆଯାଇଥାଏ । ଏଥିରେ ଉକ୍ତ ବ୍ୟକ୍ତିଙ୍କ ଫଟୋ ସହ ବୟସ, ଉଚ୍ଚତା, କେବେଠାରୁ ନିଖୋଜ ଅଛନ୍ତି ସବିଶେଷ ତଥ୍ୟ…

ସିଂଘମ ଏଗେନ୍‌’ରେ ରଣବୀରଙ୍କ ଲୁକ୍ ଆଉଟ୍‌

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଂଘମ ଏଗେନ୍‌’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ପୁଣି ଥରେ ସିଂଘମ ଅର୍ଥାତ୍ ଅଜୟ ଦେବଗନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ଏଥର ଫିଲ୍ମ ଷ୍ଟାର କାଷ୍ଟ ମଧ୍ୟ ବହୁତ ଭଲ । ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କୁ ମଧ୍ୟ ‘ସିଂଘମ…

ନିର୍ବାଚନ ଲଢିବେ ସୁପରଷ୍ଟାର ପୱନ ସିଂ

ପାଟନା: ଆଗାମୀ ନିର୍ବାଚନ ଲଢିବେ ସୁପରଷ୍ଟାର ପୱନ ସିଂ । ସେ ଆରାରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବର୍ତ୍ତମାନ ପୱନ ସିଂ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କୌଣସି ଦାବି କରିନାହାଁନ୍ତି । କିନ୍ତୁ ଯେତେବେଳେ ତାଙ୍କୁ…

ନଭେମ୍ବର ୮କୁ ଘୁଞ୍ଚିଲା ବସ ଧର୍ମଘଟ ନିଷ୍ପତ୍ତି

ଭୁବନେଶ୍ବର: ଘରୋଇ ବସ ମାଲିକ ସଂଘର ବଡ ନିଷ୍ପତ୍ତି । ରାଜ୍ୟରେ ବସ୍ ଧର୍ମଘଟ ନେଇ ଆସନ୍ତା ୮ ତାରିଖରେ ନିଆଯିବ ନିଷ୍ପତ୍ତି । ଅଲ୍ ଓଡିଶା ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକ‌ ଶେଷ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳୀ ମାଧ୍ୟମରେ ଘୋଷଣା କରିଛି ଘରୋଇ ବସ୍ ମାଲିକ ସଂଘ ।…

ରିଲିଜ୍ ହେଲା ‘ଦି ଲେଡି କିଲର’ଟ୍ରେଲର , ଭିନ୍ନ ଲୁକ୍‌ରେ ନଜର ଆସିଲେ ଅର୍ଜ୍ଜୁନ

ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜ୍ଜୁନ କପୁର ତାଙ୍କ ଆଗାମୀ ଫିଲ୍ମ ‘ଦି ଲେଡି କିଲର’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ସୋମବାର ରିଲିଜ ହୋଇଯାଇଛି । ଏଥିରେ ଅର୍ଜ୍ଜୁନଙ୍କ ନାୟିକା ସାଜିଛନ୍ତି ଅଭିନେତ୍ରୀ ଭୂମି ପେଡେନକର । ଏହାକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହି…

ଦୀପାବଳୀରେ କାହିଁକି ଜଳାଯାଏ ମାଟି ଦୀପ? ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ବ…

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଦିପାବଳୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ରୀତିନୀତି ଅନୁଯାୟୀ ଦେବୀ ଲକ୍ଷ୍ମୀ ଏବଂ ପ୍ରଭୁ ବିଘ୍ନବିନାଶକଙ୍କୁ ପୂଜା କରାଯାଏ । ଏହା ପୂର୍ବରୁ ଘକୁ ସୁଦ୍ଧପୂତ ଭାବେ ସଫା କରି ଲୋକମାନେ ନୂତନ ପୋଷାକ ପିନ୍ଧନ୍ତି । ରଙ୍ଗୋଲିରେ ସମଗ୍ର ଘରକୁ ସଜାନ୍ତି, ଏହା ପରେ…