Latest Odisha News

BREAKING NEWS

Yearly Archives

2023

ମୁଖ୍ୟମନ୍ତ୍ରୀ ଚତୁରତାର ସହ ଅନ୍ୟଜଣକୁ ମୋହରା ବନାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି –ଚେଲ୍ଲା କୁମାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଅତି ଚତୁରତାର ସହିତ ଅନ୍ୟଜଣକୁ ମୋହରା ବନାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସମସ୍ତ ଅନୀତି ଓ ଅପକର୍ମର ସେ ହେଉଛନ୍ତି ମୁଖ୍ୟ ସ୍ଥପତି । ଏମିତି କହି ମୁଖ୍ୟମନ୍ତୀ ଏବଂ ପାଣ୍ଡିଆନଙ୍କୁ କଡା ସମାଲୋଚନା କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଡା. ଏ ଚେଲ୍ଲା କୁମାର ।…

ରିଲିଜ୍ ହେଲା ‘ଅପୂର୍ବା’, ଓଟିଟିରେ ତାରାଙ୍କ ଏଣ୍ଟ୍ରି

ମୁମ୍ବାଇ: ରିଲିଜ ହେଲା ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆଙ୍କ ଆଗାମୀ ସର୍ଭାଇଭାଲ ଥ୍ରିଲର ଫିଲ୍ମ ‘ଅପୂର୍ବା’ର ଟେଲର । ଏହି ଫିଲ୍ମ ଜରିଆରେ ତାରା ଓଟିଟିରେ ଏଣ୍ଟ୍ରି କରିଛନ୍ତି । ନିଖିଲ ନାଗେଶ ପଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାରା ବଞ୍ଚିବା ପାଇଁ ଅନେକ ପରିସ୍ଥିତିକୁ ସମ୍ମୁଖୀନ…

କୋଟିଏ ଟଙ୍କାରେ ନିଲାମ ହେଲା ଟିପୁ ସୁଲତାନଙ୍କ ଖଣ୍ଡା

ଇଂଲଣ୍ଡ: ନିଲାମ ହେଲା ମହୀଶୂରର ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନଙ୍କ ଖଣ୍ଡା । ଏହି ଖଣ୍ଡା କୋଟିଏ ଟଙ୍କାରେ ନିଲାମ ହୋଇଥିବା ଜଣାଯାଇଛି । ଇଂଲଣ୍ଡର ଖ୍ରୀଷ୍ଟି ନିଲାମ ହାଉସରୁ ରତ୍ନ ଓ ଏନାମେଲରେ ନିର୍ମିତ ଖଣ୍ଡା ୧୦୦,୮୦୦ବ୍ରିଟିଶ ପାଉଣ୍ଡ ଅର୍ଥାତ୍ ୧,୯ କୋଟି ଟଙ୍କା ରେ ନିଲାମ ହୋଇଛି…

ଥାନା ଭିତରେ ଥାନା ଅଧିକାରଣୀଙ୍କୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ କୋର୍ଟ ଚାଲାଣ

ମୟୂରଭଞ୍ଜ: ମୟୂରଭଞ୍ଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ବିଶୋଇ ଥାନା ଭିତରେ ଥାନା ଅଧିକାରିଣୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଅଭିଯୁକ୍ତ । ଏଥିରେ ଥାନା ଅଧିକାରିଣୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସେ ଲହୁଲୁହାଣ ହୋଇଛନ୍ତି । ତେବେ ଘଟଣା ଘଟାଇଥିବା…

ରୋମାଂଚକ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୫ ରନରେ ହରାଇଲା ଅଷ୍ଟ୍ରେଲିଆ

ଧର୍ମଶାଳା: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଖେଳାଯାଇଥିବା ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆ ୫ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୩୮୯ ରନର ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୯ ୱିକେଟ ବିନିମୟରେ ୩୮୩ ରନ କରିବାକୁ ସକ୍ଷମ ହୋଇଥିଲା । ଶେଷ ଓଭରରେ ନ୍ୟୁଜିଲାଣ୍ଡ ବିଜୟ…

ଭୋଟର ସଚେତନତା: ଭବାନୀପାଟଣାରେ ‘ପଥ ଉତ୍ସବ’ ଅନୁଷ୍ଠିତ

ଭବାନୀପାଟଣା: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା କଡ଼ରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ଉପଲକ୍ଷେ ପଥଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାକୁ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ…

ବ୍ରହ୍ମପୁରରେ ଘରେ ପଶି ମା’ ଓ ପୁଅଙ୍କୁ ଆକ୍ରମଣ ଘଟଣା, ୨ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗାଁରେ ଘରେ ପଶି ମା’ ଓ ଦୁଇ ପୁଅଙ୍କୁ ଆକ୍ରମଣ ଘଟଣା । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୁନିଆ ସାହୁ । ଏନେଇ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି…

ବାଂଲାଦେଶ ସମ୍ମୁଖରେ ୨୩୦ ରନର ଲକ୍ଷ୍ୟ ରଖିଲା ନେଦରଲାଣ୍ଡ

ଇଡେନଗାର୍ଡେନ: ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ସମ୍ମୁଖରେ ୨୩୦ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ଟିମ ୫୦ ଓଭରରେ ୨୨୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ସ୍କଟ ଏଡୱାର୍ଡସ ୮୯ ବଲରେ ୬୮…

ଗାଜା ସୀମାରେ ପ୍ରବେଶ କଲା ଆଇଡିଏଫ, ଘନ ଘନ ମିସାଇଲ ଆକ୍ରମଣ

ଗାଜା: ପ୍ରଥମ ଥର ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ସୀମାରେ ପ୍ରବେଶ କରିଥିବା ସ୍ୱୀକାର କରିଛନ୍ତି । ରିପୋର୍ଟ ମୁତାବକ ଗାଜ ସୀମାରେ ପ୍ରବେଶ କରିବା ପରେ ଇସ୍ରାଏଲ ସେନା ପକ୍ଷରୁ ଘନ ଘନ ମିସାଇଲ ମାଡ କରାଯାଉଛି । ଉତର ଗାଜା ସୀମାରେ ସେନା, ଆର୍ମର ଓ ଇଞ୍ଜିନିୟରିଂ ୟୁନିଟ ପ୍ରବେଶ…

୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର, ଏହି ସରକାର କଲେ ବଡ ଘୋଷଣା

ଲକ୍ଷ୍ନୌ: ଯୋଗୀ ସରକାରଙ୍କ ବଡ ନିଷ୍ପତି । ଏଣିକି ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର । ୨୦୨୩ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଯେଉଁ ପୋଲିସ କର୍ମଚାରୀଙ୍କର ବୟସ ୫୦ ବର୍ଷ ପାର ହୋଇଯାଇଛି ସେମାନଙ୍କ ଟ୍ରାକ୍ ରେକର୍ଡ ଦେଖି ସେମାନଙ୍କୁ ଅବସର ଦିଆଯିବ । ଏଡିଜି ସଂଜୟ…