ଗାଡି ନମ୍ବର ପ୍ଲେଟରେ କାହିଁକି ଲେଖାଯାଏ ଆଇଏନଡି? ଜାଣନ୍ତୁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?
ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି ଯେ କାର କିମ୍ବା କୌଣସି ଗାଡି କିଣିବା ପରେ ଏହାକୁ ପଞ୍ଜିକରଣ କରିବା ଆବଶ୍ୟକ । ତାପରେ ଯାଇ ଆମେ ନମ୍ବର ପ୍ଲେଟ୍ ପାଇଥାଉ ଯେଉଁଥିରେ କିଛି କୋଡ୍ ଏବଂ ନମ୍ବର ଲେଖାଯାଇଥାଏ । ଭାରତର ପ୍ରତ୍ୟେକ ଯାନ, ମୋଟର ଯାନ ଅଧିନିୟମ ୧୯୮୯ ଅନୁଯାୟୀ ପଞ୍ଜିକୃତ ହୋଇଛି । ଆପଣ…