Latest Odisha News

BREAKING NEWS

Yearly Archives

2023

5ଟି ସଚିବ ଭି.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବେ ଅବସର ନେଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭେ.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ବୋଲି ସୋମବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ଭି.କେ ପାଣ୍ଡିଆନ ଗତ କିଛି ମାସ ଧରି ସାରା…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ବିଜୟଧାରାକୁ ଫେରିଲା ଓଡିଶା

ମୁମ୍ବାଇ: ସୟେଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟରେ ସୋମବାର ୭ ୱିକେଟରେ ବିହାରକୁ ହରାଇ ଓଡିଶା ପୁନର୍ବାର ବିଜୟଧାରାକୁ ଫେରିଛି । ଗୋବିନ୍ଦ ପୋଦ୍ଦାରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ଦେବବ୍ରତ ପ୍ରଧାନଙ୍କ ଚମତ୍କାର ବୋଲିଂ ଯୋଗୁ ବିହାର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୧୮ ରନ କରିବାକୁ ସକ୍ଷମ…

ଦିଲ୍ଲୀରେ ଗୁରୁବାରରୁ ‘ରେଡ ଲାଇଟ ଅନ, ଗାଡି ଅଫ’ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀରେ ଅହେତୁକ ଭାବେ ବୃଦ୍ଧି ପାଉଛି ପ୍ରଦୂଷଣର ମାତ୍ରା । ଯାହାକୁ ନେଇ ଅସ୍ତବ୍ୟସ୍ତ ରାଜଧାନୀ ବାସୀ । ଆଉ ଏହାର ମାତ୍ରା କମ କରିବା ନେଇ ସରାକରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ହେଲେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗୁଛି ସିନା ହେଲେ କମିବାରେ ନାଁ ଧରୁନି । ସେନେଇ…

ଅଳିଆ ଗଦାରେ ପ୍ରେମୀଯୁଗଳଙ୍କ ପ୍ରି ୱେଡିଂ ଫଟୋଶୁଟ୍‌

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ…

ବଙ୍ଗୋପସାଗରରେ ଭୟଙ୍କର ହେବାରେ ଲାଗିଛି ହାମୁନ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ହାମୁନ। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ସତର୍କ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ। ଆଇଏମଡି କହିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଗଭୀର ଅବପାତ…

ପ୍ରେମିକାଙ୍କୁ ମୁଦି ପିନ୍ଧାଇ ଚୁମ୍ବନ ଦେଲେ ଅରମାନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ଅରମାନ ମଲିକ । ତାଙ୍କ ଲୁକ୍ ଓ କଣ୍ଠ ପାଇଁ ସେ ଅନେକ ଯୁବତୀଙ୍କ ହୃଦୟ ଉପରେ ରାଜ କରନ୍ତି । ତାଙ୍କ ପାଇଁ ସାରା ଦୁନିଆ ପାଗଳ । ସେ ନିଜ ସ୍ୱର ସହିତ ସମସ୍ତଙ୍କୁ ବିସ୍ମିତ କରିଛନ୍ତି । ଏବେ ସେ ତାଙ୍କ ପ୍ରେମିକା ଫ୍ୟାଶନ ଇନଫ୍ଲୁଏନସର ଆଶନା ଶ୍ରଫଙ୍କୁ ମୁଦି…

ଶେଷରେ ପାୱାର ପ୍ଲେରେ ଛକା ମାରିଲା ପାକିସ୍ତାନ

ଚେନ୍ନାଇ: ଦୀର୍ଘ ଦିନ ଧରି ପାକିସ୍ତାନ କ୍ରିକେଟ ଟିମ ପାୱାର ପ୍ଲେରେ ଛକା ମାରି ନ ପାରି ଅପମାନିତ ହେଉଥିଲା । ଚଳିତ ବିଶ୍ୱକପରେ ସୋମବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଦଳକୁ ଏହି ଅପବାଦରୁ ମୁକ୍ତ କରିଛନ୍ତି । ୨୦୨୩ରେ ପାକିସ୍ତାନ ଟିମ ପାୱାର ପ୍ଲେରେ ଛକା ମାରି…

ଭାରତରେ ପାକିସ୍ତାନୀ କଳାକାରଙ୍କୁ କରାଗଲା କି ସମ୍ପୂର୍ଣ୍ଣ ବ୍ୟାନ ?

ମୁମ୍ବାଇ: ଭାରତକୁ ଆସୁଥିବା ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଖାରଜ କରିଛନ୍ତି ବୋମ୍ବେ ହାଇକୋର୍ଟ। କୋର୍ଟ କହିଛନ୍ତି, ଦେଶପ୍ରେମୀ ହେବା ପାଇଁ ପଡୋଶୀ ଦେଶ ପ୍ରତି ଶତ୍ରୁତା କରିବାର କୌଣସି ଆବଶ୍ୟକତା ନାହିଁ। ସାଂସ୍କୃତିକ ସମନ୍ୱୟ, ଏକତା ଏବଂ ଶାନ୍ତି ପ୍ରତିଷ୍ଠା…

ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍, ୧୫ ଆହତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା ଯାତ୍ରୀବାହୀ ବସ । ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଆହାତ ହୋଇଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, କେସିଙ୍ଗା ପୋଲିସ…

୪୮ ବର୍ଷରେ ପଦାର୍ପଣ କଲେ ମଲାଇକା, ଏକାକୀ ପାଳିଲେ ଜନ୍ମଦିନ

ମୁମ୍ବାଇ: ବଲିଉଡର ଫିଟନେସ୍ କୁଇନ୍ ଅଭିନେତ୍ରୀ ମଲାଇକା ଆରୋରା ଖୁବ୍ ଜଣାଶୁଣା । ସେ ଅନେକ ସମୟରେ ନିଜ ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ଆଜି ଅଭିନେତ୍ରୀ ୪୮ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ବିଶେଷ ଦିନକୁ ସେ ବହୁତ ଧୁମଧାମରେ ନୁହେଁ ବରଂ ଅତି ସରଳ…