Latest Odisha News

BREAKING NEWS

Yearly Archives

2023

ଓଡ଼ିଶାରେ ଓବିସି ବର୍ଗଙ୍କୁ ଶିକ୍ଷାରେ ସଂରକ୍ଷଣ ମିଳୁନାହିଁ କାହିଁକି?: ସଙ୍ଗମଲାଲ୍ ଗୁପ୍ତା

ଓବିସି ବର୍ଗ ବିଜେଡି ସରକାରକୁ ଉଚିତ ଜବାବ ଦେବେ ଓଡିଶାରେ ଓବିସି ବର୍ଗଙ୍କ ସଂରକ୍ଷଣ ପାଇଁ ଆଗାମୀ ଦିନରେ ବିଜେପି ତରଫରୁ ରାଜ୍ୟରେ ବଡ ଆନ୍ଦୋଳନ କରାଯିବ ବିଜେଡି ସରକାର ଓବିସି ସମାଜ ସହ ଅନ୍ୟାୟ କରିଛନ୍ତି ଭୁବନେଶ୍ୱର: ଓଡ଼ିଶାରେ ଓବିସି ବର୍ଗଙ୍କୁ ଶିକ୍ଷାରେ ସଂରକ୍ଷଣ…

ଦୁନିଆର ସବୁଠୁ ବଡ଼ ଭାଓଲିନ, ବଜାଇବା ଲାଗି ଦରକାର ତିନି ଜଣ

ଜର୍ମାନୀ: ଅଧିକାଂଶ ଲୋକ ଭାଓଲିନ୍ ବଜାଇବା ଓ ଏହାର ଧୂନ ଶୁଣିବାକୁ ବହୁତ ଭଲ ପାଆନ୍ତି । ସାଧାରଣତଃ ଭାଓଲିନ୍‌କୁ ଲୋକେ କୋଳରେ ରଖି ଅତି ସହଜରେ ବଜାଇଥାନ୍ତି । କିନ୍ତୁ ଜର୍ମାନୀରେ ଏମିତି ଏକ ଭାଓଲିନ୍ ଅଛି, ଯାହାକୁ ବଜାଇବାକୁ ୩ ଜଣ ଲୋକଙ୍କର ଆବଶ୍ୟକତା ପଡ଼େ । ଏହା ଦୁନିଆର ସବୁଠୁ ବଡ଼…

ପଞ୍ଚଭୂତରେ ବିଲୀନ ହେଲେ ଯୁଧିଷ୍ଠିର ସାମନ୍ତରାୟ

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ। ପୁରୀ ସ୍ଵର୍ଗଦ୍ଵାରରେ ଯୁଧିଷ୍ଠିର ସାମନ୍ତରାୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ପ୍ରିୟବତ ସାମନ୍ତରାୟ ମୁଖାଗ୍ନି ଦେଇଛନ୍ତି। ତେବେ ଯୁଧିଷ୍ଠିରଙ୍କ ଶେଷ ଦର୍ଶନ ସମୟରେ ସ୍ଵର୍ଗଦ୍ଵାରରେ ପିପିଲି ଡେଲାଙ୍ଗ…

ସ୍ୱାମୀଙ୍କୁ ଛାଡ଼ି ମାଳଦ୍ୱୀପରେ ନଣନ୍ଦଙ୍କ ସହ ଛୁଟି କାଟୁଛନ୍ତି ପରିଣୀତି

ମୁମ୍ବାଇ: ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ଖୁବ ଚର୍ଚ୍ଚାରେ । ବିବାହ ପରେ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ତାଙ୍କର ସମସ୍ତ ଫଟୋକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି । ନିକଟରେ ପରିଣୀତି…

ଓଡ଼ିଶା ହ୍ୟାଣ୍ଡ୍‌ବଲ କ୍ରୀଡ଼ାରେ ଯୋଡି ହେବ ଆଉ ଏକ ଫର୍ଦ୍ଦ, ଏସିଆନ ପୁରୁଷ ହ୍ୟାଣ୍ଡବଲ ଅଲିମ୍ପିକରେ ଆର୍ଯ୍ୟନ…

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନ ଆଉ ଏକ କୀର୍ତ୍ତିମାନର ଅଧିକାରୀ ହେବାକୁ ଯାଉଛନ୍ତି। ଆର୍ଯ୍ୟନ ବ୍ରାହ୍ମିନ ଭାରତୀୟ ପୁରୁଷ ହ୍ୟାଣ୍ଡବଲ ଦଳରେ ସ୍ଥାନ ପାଇ ଇତିହାସ ରଚିଛନ୍ତି। ଆର୍ଯ୍ୟନ ଏସିଆନ ପୁରୁଷ ହ୍ୟାଣ୍ଡବଲ ଅଲିମ୍ପିକ…

ହଜିଗଲା ଉର୍ବଶୀଙ୍କ ସୁନା ଆଇଫୋନ୍

ମୁମ୍ବାଇ: ଭାରତ-ପାକିସ୍ତାନ ମ୍ୟାଚ ବେଳେ ହଜିଗଲା ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ସୁନା ଖଚିତ ଆଇଫୋନ । ଶନିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ସମୟରେ ତାଙ୍କର ମୋବାଇଲ ହଜିଯାଇଛି । ଏନେଇ ସେ ସୋସିଆଲ ମିଡ଼ିଆରେ ଜଣାଇଛନ୍ତି । ଉର୍ବଶୀ…

ବନ୍ଧୁକ ଦେଖାଇ ବଲିଉଡ ଅଭିନେତ୍ରୀଙ୍କୁ ଲୁଟ୍‌, ନେଇଗଲେ ସୁନା ଅଳଙ୍କାର,ଟଙ୍କା

ମୁମ୍ବାଇ: ବନ୍ଧୁକ ଦେଖାଇ ବଲିଉଡ଼ ଅଭିନେତ୍ରୀ ନିକିତା ରାୱଲଙ୍କୁ ଲୁଟିଲେ ଗୃହ ସହାୟକ । ୨ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି । ଦୁଇ ଦିନ ପୂର୍ବେ ନିକିତାଙ୍କ ଗୃହ ସହାୟକ ବନ୍ଧୁକ ଦେଖାଇ ଭୟଭୀତ କରି ତାଙ୍କ ଘରୁ କିଛି ଟଙ୍କା ଓ ଅଳଙ୍କାର ଚୋରି କରି ନେଇଛନ୍ତି ।…

ଛତିଶା ନିଯୋଗ ବୈଠକ: କାର୍ତ୍ତିକ ନୀତି ଚୂଡ଼ାନ୍ତ, ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଗୁରୁତ୍ୱ

ପୁରୀ: ଆଜି ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧକ୍ଷତାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ ହୋଇଛି। ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି। ଏହାସହ ବୈଠକରେ ମନ୍ଦିରରେ…

ବଡ଼ଦାଣ୍ଡରେ କଂଗ୍ରେସ ପକ୍ଷରୁ ଜନ ସମାବେଶ, ଚାରିଦ୍ୱାର ଖୋଲିବାକୁ ଦେଲେ ଚେତାବନୀ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାରର ଗଣତି, ମରାମତି ଓ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଆଦି ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜନ ସମାବେଶ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ…

ସୁସ୍ମିତା ମିଞ୍ଜ ମାମଲାରେ ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳ ତଦନ୍ତ ପରିସରଭୁକ୍ତ ହେବେ: ଏସପି

ସୁନ୍ଦରଗଡ: ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି ଯେ, ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାର ତଦନ୍ତରେ କାହାରିକୁ ଛଡ଼ାଯିବ ନାହିଁ, ଆବଶ୍ୟକ ପଡିଲେ ଜିଲ୍ଲାପାଳଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ। ଗତ ସେପ୍ଟେମ୍ବର ୧୯ ତାରିଖରେ ରାଉରକେଲାର ଏକ ପୋଖରୀରୁ…