Latest Odisha News

BREAKING NEWS

Yearly Archives

2023

ଅନୁଗୁଳ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, ୩ ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳାତା । ଏକ ବଡ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଅନୁଗୁଳ ପୋଲିସ । ପୂର୍ବରୁ ଅନେକ ଲୁଟ, ଛିନତାଇ ମାମଲାରେ ଏହି ଲୁଟେରା ମାନେ ସମ୍ପୃକ୍ତ ଥିବା ବେଳେ ଚଳିତ ମାସ ୧୨ ତାରିଖରେ ଦୁଇଜଣ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ କରିଥିଲେ । ପୋଲିସ ସେମାନଙ୍କୁ…

କବିତା : ସବୁଠି ବେଦୀ ସବୁଠି ଦେବୀ

ସତ୍ୟନାରାୟଣ ଗନ୍ତାୟତ ସବୁଠି ବେଦୀ ସବୁଠି ଦେବୀ ହୃଦୟର ବେଦୀ କିନ୍ତୁ ଶୂନ୍ୟ ବାହାରେ ପୂଜିଲେ ଯେତେ ଆଡମ୍ବରେ ଶୂନ୍ୟ ହୃଦୟ କି ହୋଇଥାଏ ପୂର୍ଣ୍ଣ ? ଶରତ ଆକାଶ ଦିଶଇ ତୋଫା ଆଉ ତୋରା ତା' ତଳେ କି ଅସ୍ୱଚ୍ଛ ଲାଗେ ଆମ ଏଇ ଧରା ନିରିମଳ କଲେ ସିନା ଆମରି ମନକୁ ଉଭା ହେବେ ମାଆ ଆସି…

ଭାଷା ଭାଗବତ : ମନ-ପାଠକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନ-ପାଠକ ନାହିଁ କେହି ପଢ଼େ ଅକ୍ଷର-ଭରା ବହି କାହା ମନରେ ଥାଏ କ'ଣ କରିପାରେନି ଅନୁମାନ ବ୍ୟକ୍ତିର ବାଣୀ, ଆଚରଣ ସୂଚାଏ କିପରି ତା ମନ କେହି ତ ନୋହୁଁ ଅଂତର୍ଯାମୀ ମନ ମଧ୍ୟେ ପାରିବା ଭ୍ରମି ଶୃଂଖଳା-ବିହୀନ ସାହିତ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ମାର୍ଗଶିର ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଶେଷ ପର୍ବ ପର୍ବାଣୀ ବିଷୟରେ ଆମେ ମାସ ଅନୁସାରେ ଆଲୋଚନା ଜାରି ରଖିଛେ। ଏହି କ୍ରମରେ ବର୍ତ୍ତମାନ ଆଉ ଏକ ପବିତ୍ର ମାସ ମାର୍ଗଶିର ମାସ ବିଷୟରେ ଜାଣିବା।…

ସିଜିମାଳି ବକ୍ସାଇଟ୍ ଖଣି ପ୍ରକଳ୍ପ: ଲୋକଙ୍କ ବିରୋଧ ସତ୍ତ୍ବେ ଜନଶୁଣାଣି ସଫଳ କହିଲା ପ୍ରଶାସନ

ରାୟଗଡା/ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରସ୍ତାବିତ ସିଜିମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ ସୋମବାର ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ ବିବାଦୀୟ, ପରିବେଶ ପ୍ରଭାବ ଓ ବିସ୍ଥାପନକୁ ନେଇ ଚିନ୍ତା ଯୋଗୁଁ କିଛି ସ୍ଥାନୀୟ ଲୋକ ଏହାକୁ ବିରୋଧ…

ଜବତ ବାଣ ଚାଲାଣ ମାମଲାରେ ବଦନାମୀ ପରେ ବେଗୁନିଆ ଆଇଆଇସିଙ୍କ ବଦଳି

ଖୋର୍ଦ୍ଧା: ସୋମବାର ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ବେଗୁନିଆ ଥାନା ଆଇଆଇସି ବିଶ୍ୱଜିତ ରାଉତରାୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ଶନିବାର ରାତିରେ ଥାନା ପରିସରରୁ ଜବତ ହୋଇଥିବା ବାଣ ଓ ମଦ ଚୋରା ଚାଲାଣ ହେଉଥିବା ଖବର ପରେ ଏହା ସ୍ପଷ୍ଟ ହୋଇଛି। ବେଗୁନିଆ ଥାନା ପୁଲିସର ଏକ ଟିମ୍…

ଫିଟୁଛି ଲେଡି ଲୁଟିଆ ମୁସ୍କାନର ଗୁମର

ଭୁବନେଶ୍ୱର: ଅକ୍ଟୋବର ୧୪ରେ ଟ୍ରେନ୍ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସରିଫା ଖାତୁନ ଓରଫ ମୁସ୍କାନକୁ ଗିରଫ କରାଯାଇଛି। ଏହା ପରଠାରୁ ମୁସ୍କାନର ବିଭିନ୍ନ ଗୁମର ଫିଟିବାରେ ଲାଗିଛି। ଏହାରି ଭିତରେ ମୁସ୍କାନର ଭବ୍ୟ ଜୀବନଶୈଳୀର ଅନେକ ଭିଡିଓ ସାମ୍ନାକୁ ଆସିଛି।…

‘ୱାଇ ପ୍ଲସ୍‌’ ସିକ୍ୟୁରିଟି ସହ ଫିଲ୍ମ ହଲ୍‌ରେ ପହଞ୍ଚିଲେ ଶାହରୁଖ

ମୁମ୍ବାଇ: ‘ୱାଇ ପ୍ଲସ୍‌’ ସିକ୍ୟୁରିଟି ସହ ଫିଲ୍ମର ହଲ୍‌ରେ ପହଞ୍ଚିଲେ ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନ । ଚଳଚ୍ଚିତ୍ର ‘ଯବାନ୍‌’ର ସଫଳତା ଯୋଗୁଁ ଶାହରୁଖ ଙ୍କୁ ହତ୍ୟା ଧମକ ମିଳିଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ ଦିଆଯିବା ପରେ ଶାହରୁଖଙ୍କୁ ‘ୱାଇ ପ୍ଲସ୍‌’ ସୁରକ୍ଷା ଯୋଗାଇ ଦେଇଛନ୍ତି…

ଦୁନିଆର ସବୁଠୁ ଲମ୍ବା କାର, ରହିଛି ହେଲିପ୍ୟାଡ଼

ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଜିକାଲି ଭିନ୍ନ ଭିନ୍ନ ଡ଼ିଜାଇନର କାର ବଜାରକୁ ଆସୁଛି । ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ । କେବଳ ଛୋଟ ନୁହେଁ ଅନେକ ବଡ଼ କାର ମଧ୍ୟ ତିଆରି କରାଯାଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଦୁନିଆର ସବୁଠାରୁ ଲମ୍ବା କାର…

ମାଆ ହେବେ କମେଡ଼ିଆନ ସୁଗନ୍ଧା, ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ବେଶ୍ ଉତ୍ସାହିତ

ମୁମ୍ବାଇ: ଖୁବ୍‌ଶୀଘ୍ର ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ତଥା କମେଡିଆନ ସୁଗନ୍ଧା ମିଶ୍ର । ରବିବାର ସେ ତାଙ୍କ ପ୍ରଶଂସକଙ୍କ ସହ ଏହି ନ୍ୟୁଜ ସେୟାର କରିଛନ୍ତି । ସେ ସୋସିଆଲ ମିଡିଆରେ ତାଙ୍କର ବେବି ବମ୍ପର ଅନେକ ଫଟୋ ସେୟାର କରିଛନ୍ତି । ଏହି ଖବର ପାଇବା ପରେ ତାଙ୍କର ପ୍ରଶଂସକମାନେ…