Latest Odisha News

BREAKING NEWS

Yearly Archives

2023

ବିଗ୍ ବି ଙ୍କୁ ୮୦ ଡ଼େଇଁବ , ଲୋକଙ୍କ ଭଲପାଇବା ଦେଖି କାନ୍ଦି ପକାଇଲେ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ବୁଧବାର ଅର୍ଥାତ୍ ଅକ୍ଟୋବର ୧୧ ତାରିଖରେ ୮୦ ଡ଼େଇଁବ । ସେ ପାଳନ କରିବାକୁ ଯାଉଛନ୍ତି ତାଙ୍କ ୮୧ ତମ ଜନ୍ମ ଦିବସ । ଏହି ଅବସରରେ ଟେଲିଭିଜନ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ର କମିଂ ଏପିସୋଡରେ ଏହି ବିଶେଷ ଦିନକୁ ପାଳନ କରାଯାଇଛି । ତେବେ…

ଶେଷ ହେଲା କୋରାପୁଟ-ଜଗଦଲପୁର ରେଳ ସେକ୍ସନରେ ପୁନଃରୁଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: କୋରାପୁଟ-ଜଗଦଳପୁର ରେଳ ସେକ୍ସନରେ ପୁନଃରୁଦ୍ଧାର କାର୍ଯ୍ୟ ସମାପ୍ତ। ମାନବର ଏବଂ ଜରତି ଷ୍ଟେସନ୍ ମଧ୍ୟରେ ମାଟି ଓ ପଥର ଧସିଯିବା ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଥିଲା। କୋଟଭାଲାସା-କୋରାପୁଟ-କିରାଣ୍ଡୁଲ (କେ.କେ) ରେଳ ଲାଇନର କୋରାପୁଟ-ଜଗଦଲପୁର ରେଳ ସେକ୍ସନର ମାନବର ଏବଂ ଜରତି…

୨୦୨୪ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ଅଭିବୃଦ୍ଧି ଆକଳନକୁ ୬.୩ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଙ୍ଗଳବାର ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୧ ପ୍ରତିଶତ ରୁ ୬.୩ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପ୍ରିଲ-ଜୁନ୍ ତ୍ରୈମାସରେ ଆଶା କରାଯାଉଥିବା ବ୍ୟବହାରଠାରୁ ଅଧିକ ବୋଲି ଦର୍ଶାଇଛି। ଆଇଏମ୍ଏଫ୍…

ପେଟରେ ସଂକ୍ରମଣ କାରଣରୁ ଜସ୍ମିନ ଅସୁସ୍ଥ, ଡ଼ାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଜସ୍ମିନ ଭସିନ ଅସୁସ୍ଥ । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଥିବା ନେଇ ଜସ୍ମିନ୍ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଥିସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ ତାଙ୍କ ହାତରେ ସାଲାଇନ୍…

‘କାଡାଭେରିକ୍‌’ ଶପଥ ନେଲେ ଏମ୍‌ବିବିଏସ୍ ଛାତ୍ରଛାତ୍ରୀ, ଲକ୍ଷ୍ୟ ମୃତଦେହକୁ ସମ୍ମାନ ଦେବା

ଭୁବନେଶ୍ୱର: ଚିକିତ୍ସା ଶିକ୍ଷାର ନୈତିକ ମାନକୁ ଉନ୍ନତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ)ର ମାନବ ଆନାଟୋମି ବିଭାଗ ପକ୍ଷରୁ କାଡାଭେରିକ୍ ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମ୍‌ବିବିଏସ୍ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ‘କାଡାଭେରିକ୍…

ଶଙ୍ଖକୁ ବିରୋଧ କରି ଓଡିଆ ସଂସ୍କୃତିକୁ ଅପମାନିତ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ନୂଆ ଯୋଜନା ଆମ ଓଡିଶା ନବୀନ ଓଡିଶା। ମାତ୍ର ଯୋଜନା ଆରମ୍ଭରୁ ହିଁ ଲୋଗକୁ ନେଇ ଛିଡା ହୋଇଛି ଅନେକ ବିବାଦ। ଏହି ନୂତନ ଯୋଜନାର ଲୋଗ ଭାବେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖକୁ ବ୍ୟବହାର କରାଯାଇଥିବାରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିରୋଧୀ…

ଶ୍ରୀରାମଙ୍କ ଭୂମିକା କରିବା ପାଇଁ ନିଶା, ନନଭେଜ ଛାଡିବେ ରଣବୀର

ମୁମ୍ବାଇ: ରଣବୀର କାପୁର ତାଙ୍କର ଆଗାମୀ ଫିଲ୍ମ ରାମାୟଣ ନେଇ ଏକ ବଡ ଘୋଷଣା କରିଛନ୍ତି । ଶ୍ରୀରାମଙ୍କ ଭୂମିକା କରିବା ପର୍ଯ୍ୟନ୍ତ ସେ ନିଶା କିମ୍ବା ନନଭେଜ ଖାଇବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । କୌଣସି ପ୍ରକାରର ଚାପର ବଶୀଭୂତ କିମ୍ବା ପ୍ରଚାର, ପ୍ରସାର ଉଦ୍ଦେଶ୍ୟରେ ଏ ଭଳି ଘୋଷଣା କରି…

ଥରକେ ୧୬୦ ରାଗୁଆ ଲଙ୍କା ଖାଇ ରେକର୍ଡ

ମେଲବର୍ଣ୍ଣ: ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହିଁଥାନ୍ତି । ଏଥିଲାଗି ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ । ଆଉ ରେକର୍ଡ କରିବା ନିଶାରେ ଲୋକେ କେତେ କ’ଣ ଅଜବ କାର୍ଯ୍ୟକଳାପ କରୁଥିବାର ଦେଖିବାକୁ ମିଳିଥାଏ । ତେବେ ମେଲବର୍ଣ୍ଣରେ ରହୁଥିବା ଜଣେ ବ୍ୟକ୍ତି ଏପରି…

ବିଶ୍ୱକପ କ୍ରିକେଟ: ଘରୋଇ ପରିବେଶରେ ଆଫଗାନିସ୍ତାନକୁ ପ୍ରଥମ ଥର ପାଇଁ ଭେଟିବ ଭାରତ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ତାର ଦ୍ୱିତୀୟ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ । ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ଭାରତୀୟ ଦଳର ମନୋବଳ ଉଚ୍ଚରେ ରହିଛି । ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଆଫଗାନିସ୍ତାନକୁ ଭାରତ ଭେଟବାକୁ…

ଶ୍ରୀମନ୍ଦିରରେ କାଳିଆ ଦର୍ଶନ ବେଳେ ଚାଲିଗଲା ଭକ୍ତଙ୍କ ଜୀବନ

ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ ବେଳେ ଅସୁସ୍ଥ ହୋଇ ଟଳି ପଡିଲେ ଭକ୍ତ ଓ ଶ୍ରୀମନ୍ଦିର ଭିତରେ ପ୍ରାଣ ହରାଇଲେ। ଉତ୍ତରପ୍ରଦେଶ ଝାନସୀର ୬୫ ବର୍ଷୀୟ ରାୟନ ପ୍ରସାଦ ସେନ୍‌ ମହାପ୍ରଭୁଙ୍କ ଦର୍ଶନ ପରେ ହଠାତ୍ ଅସୁସ୍ଥ ହୋଇପଡିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର…