ଜମିବାଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ: ନିଶାଡିଙ୍କ ଭୁଜାଲି ଆକ୍ରମଣରେ ୩ ଗୁରୁତର
ଭଦ୍ରକ : ଭଦ୍ରକ ସହର ସ୍ଥିତ ଡାଲଚିନି ହୋଟେଲ ନିକଟରେ ନିଶାଡି ଏବଂ ହୋଟେଲ ମାଲିକ ଧସ୍ତାଧସ୍ତି । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି । ଏତିକି ବେଳେ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ମାନେ ଅଟକାଉଥିବାବେଳେ ଉଭୟଙ୍କ ମଧ୍ୟରେ…