କବିତା : ରାଗ କୁହୁକ
ରାମକୃଷ୍ଣ
ଯେଉଁ ମାନେ ଆଖିରେ କଳାପଟି ବାନ୍ଧିଲେ
ସୁଖର ଦିବାସ୍ବପ୍ନରେ
ସେମାନେ ପ୍ରାୟ ପ୍ରାୟ ମୃତ
ଯେଉଁମାନେ ରୋକଠୋକ୍ ମନା କରିଦେଲେ
ସେମାନଙ୍କ ଆଖିରୁ ଝରିବା ଆ ଆରମ୍ଭ କଲାଣି
ବୁନ୍ଦା ବୁନ୍ଦା ରକ୍ତ ।
ଲୋକଟା ଭାରି ମାରାତ୍ମକ
ଆଉ ତାର ବଂଶୀରେ ରାଗ କୁହୁକ ।
ଶବ୍ଦମାନେ…