ନେପାଳରୁ ପୁରୀ ଆସୁଥିବା ଟୁରିଷ୍ଟ ବସ୍ ଦୁର୍ଘଟଣାର ଶିକାର, ୨୧ ଆହତ
ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ରବିବାର ରାତିରେ ନେପାଳରୁ ଆସୁଥିବା ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୧ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ, ନେପାଳରୁ ପୁରୀ ଅଭିମୁଖେ ଯାଉଥିବା ଟୁରିଷ୍ଟ…