୯୧ ତମ ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନାର ପରାକ୍ରମ: ଆଜି ଲୋକାର୍ପିତ ହେବ IAFର ନୂଆ ପତାକା
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଇଏଏଫ୍ ଏହାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଆଜି ପ୍ରୟାଗରାଜରେ ବାର୍ଷିକ ବାୟୁସେନା ଦିବସ ପରେଡରେ ନିଜର ନୂତନ ପତାକା ଉନ୍ମୋଚନ କରିବ। ଏକ ବର୍ଷ ପୂର୍ବରୁ ଭାରତୀୟ ନୌସେନା ନିଜର ଔପନିବେଶ ଅତୀତକୁ ଛାଡି ପତାକା ପରିବର୍ତ୍ତନ କରିଥିଲା । …