ସାଇନବୋର୍ଡ କିମ୍ବା ଟାଇଟେଲରେ ଅପବ୍ୟବହାର ନକରିବାକୁ ଡାକ୍ତରଙ୍କୁ ଏନଏମସିର ଚେତାବନୀ
ନୂଆଦିଲ୍ଲୀ: ଜାତୀୟ ମେଡିକାଲ କମିସନ (ଏନ୍ଏମସି) ଡାକ୍ତରଙ୍କ ବୃତ୍ତିଗତ ଆଚରଣ ଉପରେ ଏକ ଇ-ବୁକ୍ ଜାରି କରିଛନ୍ତି, ଯେଉଁଥିରେ ଟାଇଟଲ୍ ଓ ସାଇନବୋର୍ଡ (ନାମଫଳକ)ର ଅପବ୍ୟବହାର ବିରୋଧରେ ଚେତାବନୀ ଦିଆଯାଇଛି।
ଏହି ଇ-ବୁକରେ କୁହାଯାଇଛି ଯେ, ଡାକ୍ତରମାନେ ଅସ୍ବାଭାବିକ ଭାବେ ବଡ଼ ସାଇନବୋର୍ଡ…