ଶେଷ ଇଛା ପୂରଣ କଲା ନବରଙ୍ଗପୁରର ଝିଅ ରେଶମା , ବାପାଙ୍କୁ ଦେଲା ମୁଖାଗ୍ନି
ନବରଙ୍ଗପୁର: ଝିଅ ନୁହଁ ତୁ ମୋ ପୁଅ । ମୋ ମୃତ୍ୟୁ ପରେ ତୁ ଦେବୁ ମୋତେ ମୁଖାଗ୍ନି । ବାପାଙ୍କର ଶେଷ ଇଚ୍ଛା ଥିଲା ତାଙ୍କ ଶବକୁ ଝିଅ ମୁଖାଗ୍ନି ଦେବ । ଆଉ ବାପାଙ୍କ ଶେଷ ଇଚ୍ଛାକୁ ପୂରା କରିବାକୁ ଯାଇ ଶବକୁ ମୁଖାଗ୍ନି ଦେଇଛି ଝିଅ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର…