ଓଡ଼ିଆ ବୈଜ୍ଞାନିକଙ୍କ ସଫଳତା, ନିମ୍ବ ପତ୍ରରେ ସ୍ତନ କର୍କଟ ରୋଗ ଦୂର କରିବାର କ୍ଷମତା ରହିଛି
ଭୁବନେଶ୍ୱର: ନିମ୍ବ ପତ୍ରରେ ସ୍ତନ କର୍କଟ ରୋଗ ଦୂର କରିବାର କ୍ଷମତା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ବୈଜ୍ଞାନିକମାନେ ଗବେଷଣା କରି ଏପରି ଏକ ବଡ଼ ସଫଳତା ପାଇଛନ୍ତି।
ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଞ୍ଜୀବ ସାହୁଙ୍କ ନେତୃତ୍ୱାଧୀନ ଟିମ୍ ନିମ୍ବ ପତ୍ରରେ…