Latest Odisha News

BREAKING NEWS

Yearly Archives

2023

‘ସ୍କାଏ ଫୋର୍ସ’ରେ ନଜର ଆସିବେ ଅକ୍ଷୟ, ଆସନ୍ତା ବର୍ଷା ମୁକ୍ତିଲାଭ କରିବ ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଆଉ ଏକ ଫିଲ୍ମ ପାଇଁ ପ୍ରସ୍ତୁତ ଅଛନ୍ତି। ଅକ୍ଷୟ କୁମାରଙ୍କ ‘ଓଏମଜି ୨’ ହେଉଛି ୨୦୨୩ ବର୍ଷର ସୁପର-ଡୁପର ହିଟ ଫିଲ୍ମ। ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅକ୍ଷୟ କୁମାର ତାଙ୍କର ନୂଆ ପ୍ରୋଜେକ୍ଟ ‘ସ୍କାଏ ଫୋର୍ସ’ର…

ରାୟଗଡାରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଲାଞ୍ଜିଆ ସୌରଙ୍କ ଇଡିତାଲ ଚିତ୍ରକଳା ଶିବିର ଉଦଯାପିତ

ରାୟଗଡା:  ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ରିଞ୍ଜିତାଲ ଗାଁରେ ଇଡିତାଲ ଚିତ୍ରକଳା ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିର ଗତ ସେପ୍ଟେମ୍ବର ୯ ତାରିଖରୁ ଲାଞ୍ଜିଆ ସୌରା ଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ଆଦିବାସୀ ଚିତ୍ରକଳା ରିଜିଂତାଲ ଓ ଆଖପାଖ ଅଞ୍ଚଳର ୫୨ଜଣ କଳାକାର ଏହି ଶିବିରରେ ଯୋଗଦେଇ…

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ସୌମ୍ୟ ପଟ୍ଟନାୟକ: ଜୟନାରାୟଣ

ଭୁବନେଶ୍ୱର: ଦିନକ ପରେ ୪୦ ବର୍ଷରେ ପଦାର୍ପଣ ଦୈନିକ ଖବରକାଗଜ ‘ସମ୍ବାଦ’ । ହେଲେ ତା ପୂର୍ବରୁ ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟ ସମ୍ପାଦକ ପଦରୁ ଛାଡିବା ପରେ ସବୁ ଦାୟିତ୍ୱ ଝିଅ ତନୟା ପଟ୍ଟନାୟକଙ୍କୁ ଦେଇଛନ୍ତି । ଏବେ ସମ୍ବାଦର ନୂଆ…

ତାଲା ଭାଙ୍ଗି ଲୁଟି ନେଲେ ୭ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନାଗହଣା, ଭିଡିଓ ଭାଇରାଲ

ସମ୍ବଲପୁର: ସମ୍ବଲପୁର ଆନନ୍ଦ ବିହାରରେ ବଡ ଧରଣର ଅଘଟଣ । ଏକ କ୍ବାଟରର ତାଲା ଭାଙ୍ଗି ଚୋର ମାନେ ଲୁଟି ନେଇଛନ୍ତି ୭ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଗହଣା । ଯାହାର ଭିଡିଓ ଭାଇରାଲ ହୋଇଛି  । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ୩ଜଣ ବ୍ୟକ୍ତି ଆସି କ୍ବାଟରର ତାଲା ଭାଙ୍ଗି ସୁନାଗହଣା…

ପ୍ରକାଶ ପାଇଲା ବିହାର ଜାତିଗତ ଜନଗଣନା ରିପୋର୍ଟ; ଜାଣନ୍ତୁ, କେଉଁ ଜାତିରେ ଅଛନ୍ତି କେତେ ଲୋକ

 ପାଟନା: ବିହାରରେ ହୋଇଥିବା  ଜାତିଗତ ଜନଗଣନା ରିପୋର୍ଟ ସରକାର ଆଜି ଅର୍ଥାତ ଅକ୍ଟୋବର ୨ ତାରିଖ ଜାରି କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ବିବେଶ ସିଂହ ଜାତି ଆଧାରିତ ଗଣନାର ରିପୋର୍ଟ ଜାରି କରିଛନ୍ତି । ଏହାକୁ ନେଇ ବିହାରରେ ଖୁବ ଉତ୍ତେଜନା ପ୍ରକାଶ ପାଇଛି…

ରିଲିଜ ହେଲା କଙ୍ଗନାଙ୍କ ‘ତେଜସ୍’ର ଟିଜର: ପାଇଲଟ ଲୁକରେ ନଜର ଆସିଲେ କଙ୍ଗନା

ମୁମ୍ବାଇ: ଗାନ୍ଧି ଜୟନ୍ତୀ ଅବସରରେ କଙ୍ଗନାଙ୍କ ଫିଲ୍ମ 'ତେଜସ୍'ର ଏକ ଦମଦାର ଟିଜର୍ ରିଲିଜ୍ ହୋଇଯାଇଛି । ରିଲିଜ ହେଉ ହେଉ ସୋସିଆଲ ମିଡିଆରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି । କଙ୍ଗନା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଟିଜର ସେୟାର କରିଛନ୍ତି । ଭିଡିଓରେ ସେ ବାୟୁସେନା…

ଯାଜପୁର ପାଣିକୋଇଲିରେ ଅଘଟଣ: ଗ୍ୟାସ୍ ଲିକ୍ ହୋଇ ଶାଶୁ , ବୋହୂ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଡ଼ବିରୁହାଁ ଗାଁରେ ଏକ ବଡ ଧରଣର ଅଘଟଣ  ।  ଘରେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଟାଙ୍କି ଲିକ୍ ହୋଇଛି  । ଫଳରେ ଶାଶୁ ବୋହୁ ଙ୍କ ଦେହରେ ନିଆଁ ଲାଗି ଯାଇଛି  । ଉଭୟଙ୍କୁ ଗୁରୁତର ଅବସ୍ଥାରେ  ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି  ।…

ରହସ୍ୟମୟ ଏହି ପୁସ୍ତକ: ଯାହାର ଓଜନ ୮୫ କିଲୋ, ପଢୁ ପଢୁ ଲୋକେ ହୋଇଯାଆନ୍ତି ପାଗଳ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପୁସ୍ତକ ଓ ଗ୍ରନ୍ଥ ରହିଛି । ସେଥିମଧ୍ୟରୁ ଆପଣମାନେ ଅନେକ ପ୍ରକାରର ପୁସ୍ତକ ମଧ୍ୟ ପଢିଥିବେ । କିନ୍ତୁ କେବେ ଆପଣ ଦୁନିଆର ସବୁଠାରୁ ଭୟଙ୍କର ପୁସ୍ତକ ପଢିଛନ୍ତି କି? ଏବେ ମଧ୍ୟ ରହସ୍ୟଘେରରେ ଏହି ୭୦୦ ବର୍ଷ ପୁରୁଣା ପୁସ୍ତକ । କୁହାଯାଏ କି ଏହା ସୈତାନମାନଙ୍କର…

ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତା ହେଲା ସିଏନଜି ଓ ପିଏନଜି

ନୂଆଦିଲ୍ଲୀ: ସିଏନଜି ଏବଂ ପିଏନଜି ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସିଏନଜି ଓ ପିଏନଜି। ମହାନଗର ଗ୍ୟାସ ଲିମିଟେଡ୍ ସିଏନଜି ଏବଂ ପିଏନଜିର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ମଧ୍ୟରାତ୍ରିରୁ ଏହି ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି। ମହାନଗର ଗ୍ୟାସ ଲିମିଟେଡ୍ (MGL)…

ନବରଙ୍ଗପୁରରେ ୨୪ଘଣ୍ଟିଆ ବସ୍ ଧର୍ମଘଟ, ଯାତ୍ରୀ ହନ୍ତସନ୍ତ

ନବରଙ୍ଗପୁର:  ବିନା ଆଲୋଚନା ରେ ସରକାର ଙ୍କ ଦ୍ଵାରା ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରିତା ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ  ୨୪ ଘଣ୍ଟିଆ ଘରୋଇ ବସ ଚଳାଚଳ ବନ୍ଦ କରାଯାଇଛି । ଆଜି ଜିଲ୍ଲାରେ ୧୨୦ ଟି ବସ ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ଟାରୁ  ଆସନ୍ତାକାଲି…