୭୦୦ଫୁଟ ଗଭୀର ଗୁମ୍ଫାରୁ ମିଳିଲା ରହସ୍ୟମୟ ପୋଖରୀ, ଲୋକେ ଦେଖି ହୋଇଗଲେ ତାଜୁବ
ନୂଆଦିଲ୍ଲୀ: ଆମେରିକାର ନିଉ ମେକ୍ସିକୋରେ ଆବିଷ୍କୃତ ହୋଇଛି 'କ୍ଷୀରରେ ପରିପୂର୍ଣ୍ଣ' ଏକ ରହସ୍ୟମୟ ପୋଖରୀ | ଲେଚୁଗୁଇଲା ଗୁମ୍ଫାରେ କାର୍ଲସବେଡ କେଭର୍ସର ୭୦୦ ଫୁଟ ତଳୁ ଏହାର ଆବିଷ୍କାର ହୋଇଛି । ଏହା ଦୁନିଆର ସବୁଠୁ ବଡ ଏବଂ ଗଭୀର ଗୁମ୍ଫା ମଧ୍ୟରୁ ଅନ୍ୟତମ । ଆଜି ଯାଏଁ ଏହି ରହସ୍ୟମୟୀ ପୋଖରୀ…